Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉଭାନ ହୋଇଗଲା ହଜାର ହଜାର ଗଛ, ବନ ବିଭାଗ ପାଖରେ ନାହିଁ ଖବର

ନବରଙ୍ଗପୁର : ବଢ଼ିବାରେ ଲାଗିଛି କାଠ ମାଫିଆଙ୍କ ଦୌରାତ୍ମ୍ୟ । ଚୁପ୍‌ ବସିଛି ବିଭାଗ । ଦିନ ଦି ପହରରେ ଗଛ ଚୋରି କରିନେଇଥିବା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଠାରୁ ମୋତିଗାଁ ଦେଇ ଛତିଶଗଡ଼ ରାଜ୍ୟ ସୀମା ପର୍ଯ୍ୟନ୍ତ ୨୫ କିଲୋମିଟର ରାସ୍ତାର ପ୍ରଶସ୍ତିକରଣ ଓ ନିର୍ମାଣ ପାଇଁ…

ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୮ ଜଣଙ୍କୁ ବାନ୍ଧିଲା ପୋଲିସ

କାମାକ୍ଷାନଗର(ହରେକୃଷ୍ଣ ରାଉତ): ଢେଙ୍କାନାଳ ଜିଲ୍ଲା   ପରଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୮ ଜଣଙ୍କୁ ଗିରଫ କରିଛି କାମକ୍ଷାନଗର ପୋଲିସ । ୨୪ ଘଣ୍ଟା ନପୁରୁଣୁ ଆକ୍ସନର ରିଆକ୍ସନ ଦେଖାଇଛି କାମାକ୍ଷାନଗର ପୋଲିସ । କାମାକ୍ଷାନଗର,…

ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର,୨ ଆହତ

କୁଜଙ୍ଗ: ବରିହାଡିହା ଗାଁରେ ଅଘଟଣ । ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବରିହାଡିହା ଗାଁରେ ବଜ୍ରପାତରେ ଦୁଇ ବଖରା ଘର ଜଳିଯିବା ସହ ୨ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା, ପବନ ସହ…

ଘର ଭାଙ୍ଗି ଶିଶୁ କନ୍ୟାକୁ ଦଳିଦେଲା ହାତୀ

ସୋର : ଥମୁନି ହାତୀଙ୍କ ଉତ୍ପାତ । ବାଲେଶ୍ୱରରେ ହାତୀ ଆତଙ୍କ । ଶୋଇଥିବା ଅବସ୍ଥାରେ ଶିଶୁ କନ୍ୟାର ମୁଣ୍ଡକୁ ଦଳିଦେଲା ହାତୀ । ଏଭଳି ଘଟଣା ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଚିତ୍ରାଶୁଳ ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୦ ଟିକିଆ…

ମାଟ୍ରିକ ପରୀକ୍ଷା ସହିତ କ୍ୟାନସର ରୋଗ ବିରୋଧରେ ଛାତ୍ରୀଙ୍କୁ ସହଯୋଗ କରି ଚର୍ଚ୍ଚାରେ ଦିବାସ ସାର

ବରଗଡ଼: ଜଣେ ପ୍ରକୃତ ଶିକ୍ଷକର ଭୂମିକା ଗ୍ରହଣ କରି ଜଣେ ଯୁବକ ନିଜ ଛାତ୍ରୀକୁ କେବଳ କ୍ୟାନସର ସହ ଲଢ଼େଇ କରାଇ ନାହାନ୍ତି ବରଂ ଓଡ଼ିଶାର ବରଗଡ଼ରେ ମାଟ୍ରିକ୍ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ଯ କରାଇଛନ୍ତି। ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ସାଂକ୍ରି ଗ୍ରାମର ସୌଭାଗ୍ୟ ପଟେଲଙ୍କ ଗତବର୍ଷ ଆଣ୍ଠୁରେ…

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ  ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା…

ପଡ଼ି ରହିଥିବା ଗାଡି ଉପରେ ବିଏମସିର ନୋଟିସ, ସ୍ବାଗତ କଲେ ସହରବାସୀ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ପାର୍କିଂ ହେଉଥିବା ପରିତ୍ୟକ୍ତ ଗାଡ଼ିଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଷ୍ପତ୍ତି ନେଇଛି। ସହରର ବିଭିନ୍ନ ଗଳିକନ୍ଦି ଏବଂ ବାଇଲେନ୍ ଗୁଡ଼ିକରେ ଅନେକ ଯାନବାହାନ ଦେଖିବାକୁ ମିଳୁଛି ଯେଉଁଥିରେ ଧୂଳିର ମୋଟା ଚାଦାର ଆବୃତ…

ଏମ୍‌ସରେ ଆରମ୍ଭ ହେବ ଟିଚିଂ ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ କାର୍ଯ୍ୟକ୍ରମ, ଉପକୃତ ହେବେ ଏମ୍‌ବିବିଏସ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଂ ଆସିଷ୍ଟାଣ୍ଟ୍‌(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌(ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ…

ସୋଆରେ ରାଜ୍ୟସ୍ତରୀୟ ଏନ୍‌ଏସ୍‌ଏସ୍ କଲ୍‌ଚରାଲ୍ ଫେଷ୍ଟ ଉଦ୍‌ଯାପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ତିନି ଦିନ ଧରି ଚାଲିଥିବା ଏନ୍‌ଏସ୍‌ଏସ୍‌ର ରାଜ୍ୟସ୍ତରୀୟ କଲ୍‌ଚରାଲ୍ ଫେଷ୍ଟ କାର୍ଯ୍ୟକ୍ରମ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା…