Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିନକରେ ଦୁଇ ଅଘଟଣ; ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍, ଢେଙ୍କାନାଳରେ ଲାଗିଲା ନିଆଁ

ରାୟଗଡ଼ା/କାମାକ୍ଷାନଗର: ଭାରତୀୟ ରେଳବାଇ ପିଛା ଅଘଟଣ, ଦୁର୍ଘଟଣା ପିଛା ଛାଡ଼ୁନି । ଆଜି ଗୋଟିଏ ଦିନରେ ରାଜ୍ୟର ୨ଟି ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଥିବା ବେଳେ ଢେଙ୍କାନାଳରେ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଛି ।…

ମନରେଗାରେ ନିର୍ମିତ ଖେଳ ପଡ଼ିଆରେ ଅନିୟମିତତା ଅଭିଯୋଗ, କାମ ବନ୍ଦ କଲେ ଗାଁ ଲୋକେ

ବାଲେଶ୍ୱର: ଭୋଗରାଇ ବ୍ଲକ ଅନ୍ତର୍ଗତ ଡୁବାସାହି ଗାଁର ବାସିନ୍ଦା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ ମଧ୍ୟରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏକ ନିର୍ମାଣ ପ୍ରକଳ୍ପକୁ ଅଟକାଇଛନ୍ତି। ଖବର ଅନୁଯାୟୀ, ଗୟା ପ୍ରସାଦ ଉଚ୍ଚ ବିଦ୍ୟାଳୟରେ ଏକ ଖେଳ…

୪୫ ଡିଗ୍ରୀରେ ଫୁଟିଲା ପଶ୍ଚିମ ଓଡ଼଼ିଶାର ୫ ସହର, ଭୁବନେଶ୍ୱରରେ ଆଜି ବି ୪୪ ପାର୍

ଭୁବନେଶ୍ୱର: ସକାଳୁ ତାତୁଛି, ରାତି ଯାଏ ଜାଳୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟକମକ ହୋଇ ଫୁଟୁଛି । ଆଜି ପଶ୍ଚିମ ଓଡ଼ିଶାର ୫ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ…

ବରିଷ୍ଠ ରାଜସ୍ୱ ସହାୟକଙ୍କ ୧୫ ପ୍ଲଟ୍ ସହ ଅନ୍ୟ ସମ୍ପତ୍ତି ଠାବ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ବରିଷ୍ଠ ରାଜସ୍ୱ ସହାୟକ ଭିଜିଲାନ୍ସ ଜାଲରେ ଫସିଛନ୍ତି । ବରିଷ୍ଠ ରାଜସ୍ୱ ସହାୟକ ରାମଚନ୍ଦ୍ର ସେନଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ବେଳେ ବାବୁଙ୍କ ସମ୍ପତ୍ତି ସମସ୍ତଙ୍କୁ ତାଜୁବ୍ କରିଛି ।…

ଅପରାଜିତାଙ୍କ ପରେ ଶ୍ରୀମୟୀଙ୍କ ପ୍ରେସମିଟ; କଟାକ୍ଷ କରି କହିଲେ ‘ମାଡାମଙ୍କର ବ୍ୟୁରୋକ୍ୟାଟିକ୍‌ ସ୍ୱଭାବ ଯାଇନି’

ଭୁବନେଶ୍ୱର:ନାଁ ନ ନେଇ ୫ଟି ସଚିବଙ୍କ ଉପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବର୍ଷିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଅପରାଜିତାଙ୍କ ସୁଧାସଳଖ ପ୍ରଶ୍ନର ଉତ୍ତର ନ ଦେଇ ଓଲଟା ଅପରାଜିତାଙ୍କୁ ଆକ୍ଷେପ କରି…

ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ, ନିଲମ୍ବିତ ଯୋଗାଣ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଠାବ କରାଯାଇଥିବା ସମ୍ପତ୍ତି ନେଇ ବ୍ରଜେନ୍ଦ୍ର କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରି…

ଆଉ ୩ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ପାରଦ ୪୪ ଓ ସମ୍ବଲପୁରରେ ୪୫

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରୁ ଉପକୂଳ ସବୁଠି ତାତିର ପ୍ରକୋପ ଲାଗି ରହିଥିବା ବେଳେ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏଭଳି ଗ୍ରୀଷ୍ମ ପ୍ରବାହ ଆଉ ୩ ଦିନ ଲାଗି ରହିବ ।…

ପୁରୀରେ ନକଲି ମହାପ୍ରସାଦ; ସିଂହଦ୍ୱାର ଓ ବାସେଳୀ ସାହି ଥାନା ପକ୍ଷରୁ ତଦନ୍ତ ଆରମ୍ଭ

ପୁରୀ: ପୁରୀ ମହାପ୍ରସାଦ ଖାଲି ଭୋଗ ନୁହେଁ, ଏହା ସହ ଯୋଡି ହୋଇ ରହିଛି ଲକ୍ଷ ଲକ୍ଷ ଓଡ଼ିଆଙ୍କ ଭାବାବେଗ । ପୂଜାପର୍ବରେ ହେଉ ବା ଶୁଭ କାମରେ, ପ୍ରତିଶ୍ରୂତି ଦେବାରେ ହେଉ ବା ବନ୍ଧୁତା ରକ୍ଷା କରିବାରେ ଏହି ମହାପ୍ରାସଦକୁ ସମସ୍ତେ ସାକ୍ଷୀ କରି କାମ ଆରମ୍ଭ କରିଥାନ୍ତି  ।  ହେଲେ ଏହି…

ମୁକ୍ତା ଯୋଜନାରେ ୧୦ ଜିଲ୍ଲା ପାଇଁ ୨୨୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁକ୍ତା ଯୋଜନାରେ ୧୦ ଜିଲ୍ଲା ୨୨୫.୫୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଆର୍ଥିକବର୍ଷ ପାଇଁ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୧୦ ଜିଲ୍ଲାର ୩୬ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଏହି ଅନୁଦାନ ମଞ୍ଜୁର କରିଛନ୍ତି । ଏହି ୧୦ ଜିଲ୍ଲା ହେଲା…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ

କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିବା ବିହାର ରାଜ୍ୟ ସୋହେଲ ମନସୁରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହ ବାହାନଗା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି…