Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେ ୨୨ରୁ ହାଇକୋର୍ଟ ଗ୍ରୀଷ୍ମ ଅବକାଶ ଆରମ୍ଭ, ଅବକାଶକାଳୀନ ଖଣ୍ଡପୀଠରେ ହେବ ଜରୁରୀ ମାମଲାର ଶୁଣାଣି

କଟକ: ମେ ୨୨ ତାରିଖରୁ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆରମ୍ଭ ହେବ। ମେ ୨୨ରୁ ଆରମ୍ଭ ହୋଇ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ କୋର୍ଟ ଛୁଟି ରହିବ। ଗ୍ରୀଷ୍ମ ଅବକାଶ ସମୟ ସରିବା ପରେ ଜୁନ୍ ୨୧ ତାରିଖରେ କୋର୍ଟ ଖୋଲିବ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ ଛୁଟି ସମୟରେ…

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ବ୍ରତ କରୁଛନ୍ତି ପତ୍ନୀ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପଳନ କରିଥାନ୍ତି । ମା ସାବିତ୍ରୀଙ୍କ ନିକଟରେ ନୂଆ ଶାଢି, ନାଲି ଶଙ୍ଖା, ସିନ୍ଦୁର, ଫଳମୂଳ ଆଦି ପୂଜା କରିଥାନ୍ତି । ଏହି ବ୍ରତ ଜ୍ୟେଷ୍ଠ ଅମାବାସ୍ୟା ଦିନ ପାଳନ…

ସରକାରୀ ବସ୍‌ ଉପରକୁ ଗୁଳିମାଡ଼, କେହି ମୃତାହତ ହୋଇନଥିବା ସୂଚନା

କୋରାପୁଟ : ବୈପାରୀଗୁଡ଼ା ଥାନା ନିକଟରେ ବସ୍ ଉପରକୁ ଗୁଳିମାଡ଼ । ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏହି ଏସି ଡିଲକ୍ସ ବସ୍‌ଟି ମାଲକାନଗିରି ଜିଲ୍ଲା ବାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବୈପାରୀଗୁଡ଼ା ଥାନା ନିକଟରେ ଏହା ଉପରକୁ ଗୁଳି ମାଡ଼ ହୋଇଥିଲା।…

ଯକ୍ଷ୍ମା ରୋଗ ଏକ ବଡ଼ ଆହ୍ୱାନ, ଏହା ସ୍ୱୀକାର କରି ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ: ଡିଏମ୍‌ଇଟି

ଭୁବନେଶ୍ୱର: ଯକ୍ଷ୍ମା ରୋଗ ଏବେ ମଧ୍ୟ ଏକ ସମସ୍ୟା ହୋଇ ରହିଛି । ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ ଏବଂ ଏହାକୁ ସ୍ୱୀକାର କରି ଯକ୍ଷ୍ମା ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଓଡ଼ିଶାର ସରକାରଙ୍କ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଙ୍ଗ୍ (ଡିଏମ୍‌ଇଟି) ପ୍ରଫେସର…

ଓଡ଼ିଶା ଖଣି ନିଗମର ୬୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଶା ଖଣି ନିଗମ (OMC) ୬୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଭୁବନେଶ୍ୱରର ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ସେ କହିଥିଲେ, ୧୯୫୬ରୁ ଆରମ୍ଭ ହୋଇଥିବା ଓଏମସି ଦୀର୍ଘ…

ଆଇପିଏସ୍ ସ୍ତରରେ ଅଦଳବଦଳ, ବଦଳିଲେ ୫ ଜିଲ୍ଲାର ଏସପି

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୫ ଜିଲ୍ଲାର ଏସପିଙ୍କ ସହ ମୋଟ ୧୮ ଜଣଙ୍କୁ ବଦଳି କରାଯାଇଛି । କେନ୍ଦୁଝର ଏସପି ଭାବେ କାର୍ଯ୍ୟରତ ୨୦୧୦ ବ୍ୟାଚର ଆଇପିଏସ୍ ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଛି । ସେହିଭଳି ୨୦୧୧ ବ୍ୟାଚର…

ସାବିତ୍ରୀ ଫଳ ବଜାରରେ ଚଢ଼ାଉ, କାରବାଇଡ୍ ମିଶା ୫୦ କେଜି ଫଳ ଜବତ

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ଓଷା । ରାଜଧାନୀର ବିଭିନ୍ନ ଫଳ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ରହିଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଉଚ୍ଚା ରହିଥିବା ବେଳେ ଲୋକେ ପ୍ରବଳ ଖରାରେ ତଟକା ଫଳ ଖୋଜୁଛନ୍ତି । ଆଉ ଯାହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଆଜି ବିଏମସିର…

ଔଷଧ ଦୋକାନ ନାଁ ବଦଳାଇବାକୁ ୧୦ ହଜାର ଲାଞ୍ଚ, ଭିଜିଲାନ୍ସ ଜାଲରେ ସେକ୍ସନ୍ ଅଫିସର

ଭୁବନେଶ୍ୱର: ଔଷଧ ଦୋକାନ ନାଁ ପରିବର୍ତ୍ତନ ଲାଗି ଲାଞ୍ଚ । ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରାପଡ଼ିଲେ ଭୁବନେଶ୍ୱର ଫୁଡ୍ ସେଫଟି କମିଶନର କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଗିରିଜା ଶଙ୍କର ଦାସ । ଜଣେ ଫାର୍ମାସିଷ୍ଟ ତାଙ୍କ ଔଷଧ ଦୋକାନର ନାଁ ବଦଳାଇବା ଲାଗି ଆବେଦନ କରିଥିଲେ । ଆଉ ଉକ୍ତ ଫାଇଲକୁ…

ରାଜ୍ୟର ଆଉ ୩ ଜିଲ୍ଲାରେ ଗଡିବ ମୋ ବସ

ଭୁବନେଶ୍ୱର:ରାଜ୍ୟର ଆଉ ୩ ଜିଲ୍ଲାରେ ଗଡିବ ମୋ ବସ । ଏହି ତିନି ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ତାର ସେବାକୁ ସଂପ୍ରସାରଣ କରିବାକୁ ଯାଉଛି । ଏହି ସେବାରେ ଯୋଡି ହେବ ଆଉ ୩ ଜିଲ୍ଲା । …

ଆଉ ଦୁଇ ବନ୍ଦେ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ପୁରୀରୁ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଥିଲେ । ୮ ହଜାର କୋଟିର ଏହି ଅତ୍ୟାଧୁନିକ ଟ୍ରେନ  ପୁରୀରୁ ହାୱଡା ଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲ ମୋଡରେ…