Latest Odisha News

BREAKING NEWS

Browsing Category

ଓଡିଶା

Odisha

ବେନାମୀ ସିମ୍ କାର୍ଡ ଯୋଗୁ ବଢ଼ୁଛି ସାଇବର ଅପରାଧ, ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ସାଇବର ଠକାମି ବଢ଼ୁଥିବା ବେଳେ ଏହାର ମୂଳ କାରଣ ହେଉଛି ବେନାମୀ ବା ଫ୍ରି-ଆକ୍ଟିଭେଟେଡ୍ ସିମ୍ । ଯାହାକୁ ନେଇ ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହ କ୍ରାଇବ୍ରାଞ୍ଚ ଓ ସାଇବର କ୍ରାଇମ୍ ୟୁନିଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ତଥ୍ୟ ଅନୁସାରେ…

ବିଜେପିର ୨୦୨୪ କସରତ, କାଲି ବସିବ ରାଜ୍ୟ କାର୍ଯକାରିଣୀ ବୈଠକ

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି । ଯାହାକୁ ନେଇ ଘରେ ଘରେ ପହଞ୍ଚିବାକୁ ଯୋଜନା କରିଛି ବିଜେପି । ଏହି ସମୟରେ ରାଜ୍ୟ ବିଜେପି ଶନିବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଯେଉଁଥିରେ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହେବ । ବିଜେପିର ଯୋଜନା ଅନୁସାରେ,…

ଏମ୍ସ ଭୁବନେଶ୍ୱରର ନୂଆ ଅଧ୍ୟକ୍ଷ ଡକ୍ଟର ଏ. କେ ବିଷୋୟୀ

ଭୁବନେଶ୍ୱର: ଜଣାଶୁଣା କାର୍ଡିଆକ୍ ସର୍ଜନ ଡକ୍ଟର ଅକ୍ଷର କୁମାର ବିଷୋୟୀଙ୍କୁ ଭୁବନେଶ୍ୱର ଏମ୍ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡକ୍ଟର ସୁବ୍ରତ ଆଚାର୍ଯ୍ୟଙ୍କ ସ୍ଥାନରେ ଡକ୍ଟର…

କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଭାସୁଛି ପୋକ, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି

ଯାଜପୁର : କୋଲଡ଼ ଡ୍ରିଂକ୍ସ ପିଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ ! କୋଲଡ଼ ଡ୍ରିଂକ୍ସ ବୋତଲରୁ ବାହାରୁଛି ପୋକ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଗ୍ରାହକ । ଖରାଦିନେ କୋଲ୍ଡ ଡ୍ରିଙ୍କସ ପିଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ବିଶେଷ କରି ନାମୀ ଦାମୀ କମ୍ପାନୀର କୋଲ୍ଡ ଡ୍ରିଙ୍କସ୍‌…

ସ୍ୱାମୀର ଦୀର୍ଘାୟୁ କାମନା କରି ଝାରପଡା ଜେଲରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ୍

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ସ୍ତ୍ରୀ। ଓଡ଼ିଆ ପରମ୍ପରା ଅନୁଯାୟୀ ସଧବା ନାରୀ ମାନେ ସ୍ୱାମୀଙ୍କର ସୁସ୍ଥ ଶରୀର ଏବଂ ଦୀର୍ଘ ଆୟୁଷ କାମନା କରି ଆଜି ମାଙ୍କୁ ପୂଜା କରିଥାଆନ୍ତି । ନାଲି ଶଙ୍ଖା, ନୂଆ ଶାଢ଼ି, ଭୋଗ…

ଖେଳୁଥିବା ବେଳେ ଅଘଟଣ, ପୋଖରିରେ ବୁଡ଼ି ଯାଇ ଭାଇଭଉଣୀ ମୃତ

ଜୟପୁର: ବାପା ଜମିରେ କାମ କରୁଥିବା ବେଳେ ନିକଟସ୍ଥ ପୋଖରିରେ ବୁଡ଼ି ଭାଇଭଉଣୀ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପିପଳପୁଟ ଗାଁରେ । ଗାଁ ନିକଟସ୍ଥ ପୋଖରିରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ବୁଡ଼ି…

ଏଏସ୍ଓ ନିଯୁକ୍ତିରେ ଅନିୟମିତତା: ଓପିଏସ୍‌ସିର ମେରିଟ୍ ଲିଷ୍ଟ୍ ଖାରଜ କଲେ ହାଇକୋର୍ଟ

କଟକ: ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ନେଇ ଆଜି ଓଡ଼ିଶା ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି। ଏଥିରେ ଓପିଏସ୍‌ସିର ମେରିଟ୍ ଲିଷ୍ଟ୍ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ୨ ମାସ ମଧ୍ୟରେ ପୁଣିଥରେ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାରେ…

ବାହାଘର ବେଳେ ଯୌତୁକ ମାଗି ଥାନାରେ ଅଟକ ବର

ବଲାଙ୍ଗୀର : ସରିଥିଲା ବାହାଘର । ଆଉ କିଛି ସମୟ ପରେ କନ୍ୟାକୁ ସଙ୍ଗେ ଧରି ଘରକୁ ଫରିଥାନ୍ତା ବର। ହେଲେ ବାହା ବେଦୀରେ ଯୌତୁକ ମାଗି ଅଡ଼ୁଆରେ ପଡ଼ିଲା ବର । ଘରକୁ ଯିବା ପରିବର୍ତ୍ତେ ଥାନାକୁ ଗଲା। ବିବାହର କିଛି ସମୟ ମଧ୍ୟରେ ବିଚ୍ଛେଦ ହେଲା ସମ୍ପର୍କ । ଏଭଳି ଘଟଣା ଦେଖିବାକୁ ମିଳିଛି…

ରାଜ୍ୟରେ ୯ ସହରକୁ ଗଡିବ ମୋ ବସ୍‍

ସମ୍ବଲପୁର: ସହରାଞ୍ଚଳରେ ଉନ୍ନତ ବସ୍ ସେବା ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋ ବସ୍ ସେବାକୁ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ୯ ଟି ସହରାଞ୍ଚକୁ ସାମିଲ ପାଇଁ ଅନୁମୋଦନ କରିଛନ୍ତି। ଏଥିମଧ୍ୟରେ ସମ୍ବଲପୁର-ଝାରସୁଗୁଦା-ବ୍ରଜରାଜନଗର-ବେଲପାହାର…

ମେ ୨୦ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୦ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ନ୍ୟୁୟ ମ୍ୟାରିୟନଠାରେ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା…