Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁକ୍ତା ଯୋଜନାରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ ଜିଲ୍ଲାକୁ ୧୮୩ କୋଟି ମଞ୍ଜୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ଟି ଜିଲ୍ଲାର ୪୨ଟି ସହରାଞ୍ଚଳ ପାଇଁ ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପର୍ୟ୍ୟାୟରେ ଗଞ୍ଜାମ, ଗଜପତି,…

ଆବାସ ଯୋଜନାରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀ ଗିରଫ

ନୂଆପଡ଼ା: ଖଡିଆଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେକ୍ସନର ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଜଣେ ଆବାସ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ନେବା ସମୟରେ ଅଭିଯୁକ୍ତ ଦେବ ଚନ୍ଦନ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆବାସ ଯୋଜନାର ସେକ୍ସନରେ କନିଷ୍ଠ ଯନ୍ତ୍ରୀ ପଦବୀରେ…

ପାରାଦୀପ: ବିଦ୍ୟୁତ ଆଘାତରେ ଝିଅ ମୃତ, ୪ ଗୁରୁତର

ପାରାଦୀପ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା-ମା'ଙ୍କ ସମେତ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ ଓ ଟମାଟୋ ମାଡ଼

ଭୁବନେଶ୍ୱର: ଶକ୍ତି ମନ୍ତ୍ରୀ ପ୍ରତାପ ଦେବାଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ। ଭୁବନେଶ୍ବର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ। ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀ ସରକାରୀ ବାସଭବନରେ ନଥିବା ସୂଚନା ରହିଛି।…

ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ; ରାସ୍ତା ମଝିରେ ହୁତହୁତ ଜଳିଲା

ଭଦ୍ରକ: ରାସ୍ତା ମଝିରେ ଜଳୁ୍ଥିଲା ଗାଡି । ହୁତହୁତ ହୋଇ ଜଳୁଥିଲା । ଦ୍ରୁତଗତିରେ ଥିବା ଗାଡିଟିରେ ହଠାତ କେମିତି ନିଆଁ ଲାଗିଗଲା ବୁଝି ହେଉ ନ ଥିଲା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳରେ । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ବ୍ରିଜ ନିକଟରେ…

ଟ୍ବିନ୍ ସିଟିରେ ସ୍ବାଭାବିକଠୁ ଅଧିକ ରହିବ ତାପମାତ୍ରା, ୧୧ ଟା ୩୦ ସୁଦ୍ଧା ସମ୍ବଲପୁରରେ ଅଧିକ ତାତି

ଭୁବନେଶ୍ୱର: ଆଜି ଗ୍ରୀଷ୍ମ ପ୍ରବାହରେ ଆଉଟ ପାଉଟ ହେବ ଟ୍ବିନ ସିଟି। ସତର୍କ କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର। ସ୍ୱାଭାବିକ ତୁଳନାରେ ୬.୫ ଡ଼ିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ସର୍ବୋଚ୍ଚ ଦିନ ତାପମାତ୍ରା। ରାଜଧାନୀରେ ସକାଳ ୮.୩୦ ସୁଦ୍ଧା ୩୫ ଡ଼ିଗ୍ରୀ ତାପମାତ୍ରା ଏବଂ ୬୫%…

ବାହାନଗା ଟ୍ରେନ ଦୁର୍ଘଟଣା, ୩ ରେଳ ଅଧିକାରୀଙ୍କୁ ସିବିଆଇ ଉଠାଇ ନେଇଛି!

ବାହାନଗା: ଜୁନ ୨ ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ତଦନ୍ତ କରୁଥିବା ସିବିଆଇ ତିନି ଜଣଙ୍କୁ ଉଠାଇ ନେଇଛି। ଘଟଣାକୁ ୧୧ ଦିନ ପୁରିଥିବା ବେଳେ ଏବେ ୩ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ରେଲଓ୍ବେ ସେଫଟି କମିଶନର ଏବଂ ସିବିଆଇ ଉଭୟ ଏହି ମାମଲାରେ ତଦନ୍ତ କରୁଛନ୍ତି।…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୨ ଶ୍ରମିକ ଆହତ, ୪ ଗୁରୁତର

ବାଲେଶ୍ୱର: କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୋଟ୍ ୧୨ ଜଣ ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ବାଲିଆପାଳ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପକ୍କା ଘର ତିଆରି…

ଭିଜିଲାନ୍ସ ସ୍କାନରରେ ଦୁଇ ସରକାରୀ କର୍ମଚାରୀ, ଚାଲିଛି ରେଡ୍

ଭୁବନେଶ୍ୱର: ରାଜ୍ୟର ଦୁଇ ସରକାରୀ କର୍ମଚାରୀ ଏବେ ଭିଜିଲାନ୍ସ ସ୍କାନରରେ। ଦୁର୍ନୀତି ତଥା ଆୟରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। କଟକ ସଦର ବ୍ଲକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁ ଏବଂ ଭବାନୀପାଟଣା କେନ୍ଦ୍ରୀୟ ସମବାୟ…

ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ବରକନ୍ୟା ଗୁରୁତର

ସୁବର୍ଣ୍ଣପୁର: ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କୃଷିବିଜ୍ଞାନ କେନ୍ଦ୍ରଠାରେ ଭୟଙ୍କର ଦୁର୍ଘଟଣା। ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ହେଲା ଦୁର୍ଘଟଣା। ଗାଡ଼ିଟି ବଲାଙ୍ଗୀର ପଟୁ ଆସୁଥିବା ବେଳେ କୃଷିବିଜ୍ଞାନ କେନ୍ଦ୍ରଠାରେ ଏକ ଗଛରେ ପିଟି ହୋଇଥିଲା। ଫଳରେ ଗାଡ଼ିରେ ଥିବା…