Latest Odisha News

BREAKING NEWS

Browsing Category

ଓଡିଶା

Odisha

ସର୍ଭିସ ରିଭଲଭରରୁ ଗୁଳି କରି ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା

ରାୟଗଡା:ରାୟଗଡାରେ ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା ।  ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁନୀଲ କୁମାର ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି । ସେ ଚତୁର୍ଥ ବାଟାଲିୟନ ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟରେ ସେକେଣ୍ଡ ଇନ୍‌ କମାଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ…

ଝାରସୁଗୁଡା ଉପନିର୍ବାଚନ: ୩ ସ୍ୱାଧୀନଙ୍କ ସମେତ ମୈଦାନରେ ରହିଲେ ୯ ପ୍ରାର୍ଥୀ

ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ନାମାଙ୍କନ ଦାଖଲ ସରି ପ୍ରତ୍ୟାହାର ବି ସରିଲାଣି । ସୋମବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ।  ନିର୍ବାଚନ ଲଢିବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ତାଙ୍କର…

ଥମୁନି ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ : ବନ୍ତଳା ବନାଞ୍ଚଳରେ ମାତିଛନ୍ତି ହାତୀ । ଆଜି ପୁଣି ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗତକାଲି ଦୁଇ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳା ଜଣକ ହେଲେ ପୋଡ଼ାସାହିର ନନ୍ଦିନୀ ଝାଙ୍କର । ସୂଚନା…

ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ପ୍ରତିଶ୍ରୁତି ପାଣିର ଗାର, ବଢିବା ପରିବର୍ତ୍ତେ ଆୟ କମିଛି: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ରାଜ୍ୟ କୃଷକ ମାନଙ୍କର ଆୟକୁ ସରକାର…

ମିଶନ ୨୦୨୪: ପିସିସି ଗଢ଼ିଲା ନୂଆ ଟିମ୍, ମୋକିମ ପରିଚାଳନା କମିଟି ସଦସ୍ୟ

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ତିଆରି କଲା ନୂଆ ଟିମ୍ । ଗତବର୍ଷ ମେ ମାସରେ ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ନୂଆ ଟିମ୍ ଗଢାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ବିଳମ୍ବରେ ହେଉ ପଛେ ଏକ ବଡ଼ ଟିମ୍ ତିଆରି କରିଛନ୍ତି। ଯେଉଁଥିରେ…

‘୨୦୨୨ରେ ବ୍ୟବହୃତ ମୋବାଇଲ ଫୋନ ଶତ ପ୍ରତିଶତ ଭାରତରେ ତିଆରି’

ଭୁବନେଶ୍ୱର: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ସୋମବାର କାର୍ଯ୍ୟର ଭବିଷ୍ୟତ ଉପରେ ଆୟୋଜିତ ପ୍ରଦର୍ଶନୀର ଦ୍ୱିତୀୟ ଦିନର ବୈଠକକୁ ଉଦଘାଟନ କରିଛନ୍ତି । ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ…

ଗୁଡ୍ଡୁ ମୁସଲିମର ଓଡ଼ିଶା ଲିଙ୍କ ଓ ସମ୍ବଲପୁର ହିଂସା ପରେ ଏନଆଇଏ ତଦନ୍ତ ଦାବି କଲେ ବରଗଡ ସାଂସଦ

ଝାରସୁଗୁଡା: ସମ୍ବଲପୁର ହିଂସା, ପୁରୀ ଓ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲିଙ୍କ୍ ଭଳି ଘଟଣା ପରେ ବିଜେପି ଓଡ଼ିଶାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପ୍ରକାଶ କରିଛି। ବରଗଡ ସାଂସଦ ରାଜ୍ୟରେ ଉପସ୍ଥିତ ଥିବା ଦେଶ ବିରୋଧୀ ତତ୍ୱଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଗୁଡ୍ଡୁ ମୁସଲିମ ଓ ରାଜା ଖାନଙ୍କ…

କେନ୍ଦ୍ରୀୟ ଫରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ମୋବାଇଲ

ଭୁବନେଶ୍ୱର: ବ୍ଲାକମେଲିଂ ଓ ହନିଟ୍ରାପ ମାମଲାର ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ମୋବାଇଲରୁ ତଥ୍ୟ ସଂଗ୍ରହ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲାବୋରେଟୋରିର ସହାୟତା ନେଇଛି। ଖଣ୍ଡଗିରି ପୁଲିସ ପ୍ରଥମେ ଅର୍ଚ୍ଚନା ନାଗଙ୍କ ଘରୁ…

ଆହୁରି ୧୦ ବର୍ଷ ଯାଏ ହକିର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତୀୟ ପୁରୁଷ ଓ ମହିଳା ଜାତୀୟ ହକି ଦଳକୁ ଆଉ ୧୦ ବର୍ଷ ଯାଏ ସ୍ପୋନସର ଭାବେ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୮ରୁ ଉଭୟ ଜୁନିୟର ଓ ସିନିଅର ଦଳର ପ୍ରାୟୋଜକ ଭାବେ ରହି ଆସୁଛି ଓଡିଶା। ଯାହା ୨୦୨୩ରୁ…