Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାଲ୍ ସାର୍ଟିଫିକେଟ ମାମଲାରେ ଗଞ୍ଜାମର ୪ ଗିରଫ

ଗଞ୍ଜାମ: ଜାଲ୍ ସାର୍ଟିଫିକେଟ୍ ଦେବା ଅଭିଯୋଗରେ ଜଣେ ନିଲମ୍ବିତ ଶିକ୍ଷକ ଓ ତାଙ୍କ ପୁଅଙ୍କ ସମେତ ୪ ଜଣଙ୍କୁ ସୋମବାର ଗଞ୍ଜାମ ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଦୈତାରୀ ବେହେରା ଗଞ୍ଜାମ ଖଲ୍ଲିକୋଟର ନିଲମ୍ବିତ ଶିକ୍ଷକ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଶିକ୍ଷା ବିଭାଗର ବହୁ ନକଲି ଓ…

ରାଜ୍ୟର ସମସ୍ତ ହସ୍ପିଟାଲରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ସମେତ ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ହସ୍ପିଟାଲରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ ସମସ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ…

୨୦୨୫ ସୁଦ୍ଧା ୨୦% ବୈଦ୍ୟୁତିକ ଯାନକୁ ଆପଣାଇବା ଲକ୍ଷ୍ୟ, ସବସିଡି ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ସୋମବାର ଓଡ଼ିଶା ସରକାର ଇଲେକଟ୍ରିକ୍ ଗାଡ଼ି କିଣିବା ପାଇଁ ସବସିଡି ବଢ଼ାଇବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୧ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ଏହି ନୀତିରେ ଉଭୟ…

ବିଦ୍ୟୁତ କାଟ ହେଉନି, ପାୱାର ଲାଇନ ଟ୍ରିପ ହେଉଛି-ମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନରେ ବିଦ୍ୟୁତ କାଟ ହେବ ନାହିଁ ।  ସରକାର ଏମିତି ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟବାସୀଙ୍କୁ । ହେଲେ ଖରାଦିନ ଆରମ୍ଭରୁ ବିଦ୍ୟୁତ କାଟ ନାକେଦମ କରି ଦେଲାଣି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବାବେଳେ ରାଜ୍ୟ ସରକାର କହିଛନ୍ତି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଉଛି…

ତ୍ରୁଟି ସ୍ୱୀକାର କଲେ ଓଏସଏସସି; ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହୋଇଥିବା ପ୍ରିଲିମନାରୀ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ଏ ନେଇ ସୋମବାର ଓଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ  ବିଭାଗର ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଓଡ଼ିଆ…

୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟିର ସୁଧ ରିହାତି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଚାଷୀଙ୍କ ପାଇଁ ଖୁସି ଖବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ମିିଳିଲା ସୁଧ ରିହାତି । ୩୫ ଲକ୍ଷ ଚାଷୀ ଏହି ରିହାତି ସୁବିଧା ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର Convention Centerରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ…

ରାଜଧାନୀରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା; ହଷ୍ଟେଲ ଛାତରେ ଝୁଲି ପଡିଲେ

ଭୁବନେଶ୍ୱର: ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ଆତ୍ମହତ୍ୟାର ଦିନଟିଏ ଯାଇଛି, ପୁଣି ଏକ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ୨୪ ଘଣ୍ଟାରେ  ରାଜଧାନୀରେ ଦୁଇ ଦୁଇ ଜଣ ଛାତ୍ରଙ୍କ ଆତ୍ମହତ୍ୟା ।  ଓଡ଼ିଶା ୟୁୁନିଭର୍ସିଟି ଅଫ ଟେକ୍ନୋଲଜି ଆଣ୍ଡ ରିସର୍ଚ୍ଚ (OUTR) ର ଛାତ୍ର ରସି ଦେଇ…

‘କଥା ରଖି ପାରିଲିନି, ମୋତେ ଭୁଲିଯାଅ..’ ଶେଷ ବାର୍ତ୍ତା ଦେଇ ୮ ମହଲାରୁ ଡେଇଁ ପଡ଼ିଲେ ଆଇନ ଛାତ୍ର

ଭୁବନେଶ୍ୱର:‘ଦେଇଥିବା ପ୍ରତିଶ୍ରୁତି ପାଇଁ ମୁଁ ଦୁଃଖିତ । ସେ ପ୍ରତିଶୟୁତି ରଖି ପାରିଲିନି କି ରଖିପାରିବିନି । ଏକ ଖରାପ ସ୍ମୃତି ବୋଲି ଭାବି ମୋତେ ଭୁଲିଯାଅ ।’ ଇନଷ୍ଟାରେ ଶେଷ ବାର୍ତ୍ତା ଦେଇ ୮ ମହଲା ଛାତରୁ ଡେଇଁ ପଡିଲେ ଛାତ୍ର । ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।…

ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ତ୍ରୁଟି; ଓଡ଼ିଆରେ ପ୍ରଶ୍ନପତ୍ର ଦେଖି ମୁଣ୍ଡ ଘୁରିଗଲା, କିଛି ବୁଝି ହେଲାନି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟି । ଓଡ଼ିଆରେ ଲେଖା ହୋଇଛି ପ୍ରଶ୍ନ ହେଲେ ଓଡ଼ିଆ ପିଲା ବୁଝି ପାରୁନାହାନ୍ତି । ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍‌କୁ ଯାଇଥିବା ଛାତ୍ରଛାତ୍ରୀ ବି ଖାତାରେ…

ଟ୍ରେନରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ଜାରି କଲା ପୋଷ୍ଟର

ଭୁବନେଶ୍ୱର:ଧାନବାଦ-ଭୁବନେଶ୍ୱର ଟ୍ରେନର ଟଏଲେଟରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ଏ ଯାଏ ପାଉନି ପୋଲିସ। ପରିଚୟ ଜାଣିବା ପାଇଁ ତନଘନା ଆରମ୍ଭ କରି ଦେଇଛି । ବିଭିନ୍ନ ଜାଗାରେ ପୋଷ୍ଟର ମାରି ମହିଳାଙ୍କ ସମ୍ପର୍କରେ ସୂଚନା ଦେବାକୁ ନିବେଦନ କରାଯାଇଛି । ଗତ ୨୦ ତାରିଖରୁ ଟ୍ରେନ ନମ୍ବର…