Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜିଜ୍ଞାସା ଉଦ୍ରେକ କରୁଛି ୟୁଏଆଇଏଲ୍‍ର ପ୍ରୋଜେକ୍ଟ ‘ପୁସ୍ତକାଳୟ’

ଭୁବନେଶ୍ୱର: ରାୟଗଡ଼ା ଏବଂ କଳାହାଣ୍ଣି ଭଳି ଜିଲ୍ଲା ଗୁଡ଼ିକରେ ଯୁବପିଢି ମଧ୍ୟରେ ଜିଜ୍ଞାସା ଭାବ ଜାତ କରିବା ସହିତ ଶିକ୍ଷା ଆହରଣ କରିବାର ଇଛା ଓ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଜର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ…

ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ, ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତ ପାଇଥିବା ଶିକ୍ଷକ ନିୟମିତ ହେବେ । ଏନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ରାଜ୍ୟରେ ୧୮ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପକୃତ ହେବେ ।…

ରୋଜ୍ ଭ୍ୟାଲି କମ୍ପାନୀର ଆଉ ୬.୫୨ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍

ଭୁବନେଶ୍ୱର: ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ଯାଲିର ଆଉ ୬.୫୨ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରାଯିବ । ଏନେଇ ଇଓଡବ୍ଲୁ କରିଥିବା ଆବେଦନକୁ ଗ୍ରହଣ କରି ସମ୍ପତ୍ତି ଆଟାଚ୍ ପାଇଁ କଟକ ଏଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓପିଆଇଡି କୋର୍ଟ । ରୋଜ୍ ଭ୍ୟାଲି ବିରୋଧରେ ୨୦୧୩ ମେ ୧୫ରେ ଇଓଡବ୍ଲୁରେ…

ବିଜେପିର ଦରକାର ଆଦିବାସୀ ଭୋଟ !

ଭୁବନେଶ୍ୱର: ବିଜେପି ଫୋକସରେ ଆଦିବାସୀ ଓ ଆଦିବାସୀ ବହୁଳ ଅଞ୍ଚଳ। ସମୟ ଅନୁଯାୟୀ ଲୋକେ ଯେତେ ଅତ୍ୟାଧୁନିକ ହେଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବିଶେଷ ଆଗକୁ ଯାଇପାରିନାହାନ୍ତି। ଆଜି ବି ବହୁ ଆଦିବାସୀ ବହୁଳ ଅଞ୍ଚଳ ଅପହଞ୍ଚ। କିନ୍ତୁ ସେମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ଫୋକସ…

ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ମଞ୍ଜୁର

ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ…

୪୩.୫ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆଉ ୨ ଦିନ ବଢ଼ିବ ତାତି

ଭୁବନେଶ୍ୱର: ଅସହ୍ୟ ଖରାରେ ସିଝୁଛି ଓଡ଼ିଶା । ଆଜି ରାଜ୍ୟର ୨୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ୪୩.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ବାରିପଦା । ବାରିପଦାକୁ ବାଦ ଦେଲେ ୮ଟି ସ୍ଥାନରେ ପାରଦ ଆଜି ୪୨ ଡିଗ୍ରୀ ଉପରେ ରହିଛି । ଦିନ ୧୦ଟା ପରେ ପଦାକୁ ବାହାରିବା ସମ୍ଭବ…

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଦେବଗଡ଼ ବିଜେପି ସଭାପତି ମୀନକେତନ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ମୀନକେତନ ବିଜେଡିରେ ମିଶିବା ପରେ ବିଜେପି ଦେବଗଡ଼ ଜିଲ୍ଲା ସଭାପତି ଭାବେ ଅରୁଣ କୁମାର ସାହୁଙ୍କୁ ଦାୟିତ୍ୱ ଦେଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ…

ଖରାରେ ସିଝୁଛନ୍ତି ଭକ୍ତ, କାହାର ନିଘା ନାହିଁ

ଭକ୍ତଙ୍କୁ ଭାବ ଡୋରିରେ ଭଗବାନ ଟାଣିଥାନ୍ତି । ଭଗବାନଙ୍କୁ ଯେତେ ସମ୍ମାନ, ଭକ୍ତି ଓ ସ୍ନେହ ଦେଉଛେ ସେତିକି ଭକ୍ତଙ୍କୁ ମଧ୍ୟ ଦେବା ଉଚିତ । ଅଥଚ ପୁରୀରେ ଭକ୍ତ ହେଉଛନ୍ତି କଲବଲ । ଡହଡହ ଖରାରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ସେମାନେ କାହିଁ କେତେ ଦୂରରୁ ଦୌଡି ଆସିଛନ୍ତି । ମାତ୍ର ପ୍ରଶାସନର…

ଓଲଟି ପଡିଲା ଦେଶୀ ଡ଼ଙ୍ଗା: ୪ ନିଖୋଜ

କୋରାପୁଟ:କୋରାପୁଟରେ ଡଙ୍ଗା ଦୁର୍ଘଟଣା । ଦେଶୀ ଡଙ୍ଗା ବୁଡି ଯାଇ ୪ ଜଣ ନଖୋଜ ହୋଇ ଯାଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ସେମିଳିଗୁଡା ମୁଖିଗୁଡାଇରୁ । ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରୁ ୮ ଜଣ ଲୋକ ଏକ ଦେଶୀ ଡଙ୍ଗାରେ ଯାଉଥିଲେ । ସେମାନେ ତେନ୍ତୁଳିପଦର ଆସୁଥିଲେ  ।…

ଦେଶରେ କମୁଛି, ହେଲେ ରାଜ୍ୟରେ ବଢୁଛି ବେକାରୀ ହାର

ଭୁବନେଶ୍ୱର: ଦେଶରେ କମୁଛି ବେକାରୀ ସମସ୍ୟା । ୨୦୧୭ ତୁଳନାରେ ୨୦୨୨ର ବେକାରୀ ସମସ୍ୟା ହାର ହ୍ରାସ ପାଇଛି । ଏକଥା ଆମେ କହୁନୁ । ଏକଥା କହୁଛି  ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ ଷ୍ଟାଟିଟିକ୍ସ ବିଭାଗ ।ଏହି ରିପୋର୍ଟ କହୁଛି, ଦେଶର ଅଧିକାଂଶ ରାଜ୍ୟରେ ନିଯୁ୍କ୍ତି ହାର ବଢିଛି । ହେଲେ…