Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳନ୍ତା କାରରେ ବିଧବାଙ୍କୁ ଦୁଷ୍କର୍ମ ମାମଲା, ୩ ଜଣଙ୍କୁ ୨୦ ବର୍ଷ ଲେଖାଏ ଜେଲ୍

ସୁନ୍ଦରଗଡ଼: ୮ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ଼ର କୋର୍ଟ ରାୟ ଶୁଣାଇଛନ୍ତି । ୩ ଅଭିଯୁକ୍ତଙ୍କୁ କୋର୍ଟ ୨୦ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଚଳନ୍ତା କାରରେ ବିଧବା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ଅଭିଯୁକ୍ତଙ୍କୁ ୫ ହଜାର ଲେଖାଏ…

ଷ୍ଟାରଙ୍କ ଫଟୋ ଦେଖାଇ ଠକେଇ, ୧.୨୨ କୋଟି ଟଙ୍କା ଫ୍ରିଜ୍ କଲା ଓଡ଼ିଶା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଜଏଣ୍ଟ ଟ୍ରେଡ୍ ଫାଇନାନ୍ସିଆଲ୍ ଗ୍ରୋଥ୍ ଆପର ୧.୨୨ କୋଟି ଟଙ୍କା ଫ୍ରିଜ୍ କରିଛି । ଅଭିଯୋଗ ଅନୁସାରେ, ଏହି ଆପ୍ ଜରିଆରେ ଠକ କମ୍ ନିବେଶରେ ଅଧିକ ଲାଭର ଭରସା ଦେଉଥିଲେ । ଠକ ଏଥିପାଇଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ମନୀଷ ପାଉଲଙ୍କ ଫଟୋକୁ…

ଆଉ ୪ ଦିନ ପରେ ଆହୁରି ବଢ଼ିବ ତାତି, ଦିନ ୧୨ଟା ପୂର୍ବରୁ ୪୦ ଡେଇଁଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମୋକାର ପ୍ରଭାବ ରାଜ୍ୟ ଉପରେ ନାହିଁ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୪ ଦିନ ଯାଏ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତା’ପରେ ଆଭ୍ୟନ୍ତରୀଣ ଓଡ଼ିଶା ଅନ୍ୟ…

ଜଟଣୀରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଟଣୀରେ ହୋମି ଭାଭା କ୍ୟାନସଲ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଲାଗି ଶିଳାନ୍ୟାସ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୫୮୦୦ କୋଟି ଟଙ୍କାର ସାଇଣ୍ଟିଫିକ ଆଣ୍ଡ ଟେକ୍ନୋଲୋଜିକାଲ୍ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିଛନ୍ତି ।…

ନୟାଗଡ଼ରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ପଥର ମାଫିଆଙ୍କ ଆକ୍ରମଣ

ନୟାଗଡ଼: ପଥର ଖଣିରେ ଚଢ଼ାଉ ପାଇଁ ଯାଉଥିବା ବେଳେ ପଥର ମାଫିଆ ଆକ୍ରମଣ କରିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ଗୁରୁବାର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପଥର ମାଫିଆଙ୍କ ଆକ୍ରମଣରେ ଏନଫୋର୍ସମେଣ୍ଟ ଟିମର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ପଟିଆ…

ସୁପ୍ରିମକୋର୍ଟରେ ସିନ୍ଦେ ଗୋଷ୍ଠୀର ବିଜୟ, ଉଦ୍ଧବ ଠାକରେଙ୍କୁ ଝଟକା

ନୂଆଦିଲ୍ଲୀ: ଶିବ ସେନା (ଉଦ୍ଧବ ଗୋଷ୍ଠୀ) ବନାମ ଶିବ ସେନା (ସିନ୍ଦେ ଗୋଷ୍ଠୀ) ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ବଡ଼ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି କହିଛନ୍ତି…

ବାଣ ବିସ୍ଫୋରଣରେ ଜଳିଗଲା ସରକାରୀ କ୍ୱାର୍ଟର

ଭୁବନେଶ୍ୱର: ଗୁରୁବାର ସକାଳେ ଭୁବନେଶ୍ୱରର ୟୁନିଟ୍-୨ରେ ଥିବା ଏକ ସରକାରୀ କ୍ୱାର୍ଟରରେ ବାଣ ବିସ୍ଫୋରଣ ହୋଇଛି । ଘରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ଫଳରେ କ୍ୱାର୍ଟରରେ ନିଆଁ ଲାଗି ରୁମ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ସୂଚନା ଅନୁସାରେ, ଉକ୍ତ ସରକାରୀ କ୍ୱାର୍ଟରରେ ବେଆଇନ୍ ଭାବେ ବାଣ ତିଆରି…

ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଗୁଳି କରି ହତ୍ୟା କଲେ ମାଓବାଦୀ । କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ ମାଓବାଦୀ ସକ୍ରିୟ ହେବା ସହ ହିଂସା ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ଘରୁ ଡାକି ନେଇ ବାରି ପଟେ ପୂର୍ବତନ ସରପଞ୍ଚଙ୍କୁ…

ରଥଖଳା ଅପଡେଟ୍: ସରିଲା ୩ ରଥର ୨୫ ଚକ ନିର୍ମାଣ କାର୍ଯ୍ୟ

ପୁରୀ: ରଥଖଳାରେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ। ଗୁରବାର ଦିନ ରଥ ନିର୍ମାଣ କାର୍ଯ୍ୟ ୧୮ ଦିନରେ ପହଞ୍ଚିଥିବା ବେଳେ ଗତକାଲି ତିନି ରଥର ୨୫ ଚକ ନିର୍ମାଣ କାର୍ଯ୍ୟା ଶେଷ ହୋଇଛି। ବୁଧବାର ତାଳଧ୍ୱଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୯ଟି ଚକ…

ଦୀର୍ଘ ବର୍ଷ ପରେ କୋରାପୁଟରେ ପୁଣି ଆନ୍ଥ୍ରାକ୍ସ ଭୟ; ଟିକାକରଣ ନ ହେବାରୁ ବ୍ୟାପୁଛି ରୋଗ

କୋରାପୁଟ: ବହୁ ବର୍ଷ ପରେ କୋରାପୁଟ ଜିଲ୍ଲାରେ ହଠାତ୍ ମାଡ଼ି ଚାଲିଛି ମାରାତ୍ମକ ଆନ୍ଥ୍ରାକ୍ସ ରୋଗ। କାରଣ ଖୋଜିବାକୁ ଜିଲ୍ଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବିଶେଷଜ୍ଞ ଟିମ୍। କାରଣ ଖୋଜିବା ପରେ ସଂଘାତିକ ତଥ୍ୟ ସାମ୍ନାକୁ ଆସିଛି।  ଭୁବନେଶ୍ୱରୁ ଯାଇଥିବା ଆରଏମ୍‌ଆରସି ଟିମ୍‌ କହିଛି ଯେ…