Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ମଞ୍ଜୁରୀ; ୬୦ବର୍ଷ ଅପେକ୍ଷାର ଅନ୍ତ

ନବରଗଙ୍ଗପୁର: ୬୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ଶେଷରେ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ପିଏମ୍‌ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍‌ ଅଧୀନରେ ଥିବା ଏନ୍‌ପିଜି(ନେଟୱାର୍କିଂ ପ୍ଲାନିଂ ଗ୍ରୁପ୍)ର ଅଧିବେଶନରେ ୧୧୬କିମି ବିଶିଷ୍ଟ ବ୍ରଡ-ଗଜ୍ ଲାଇନ୍‌କୁ…

ଘରୋଇ ଛାତରୁ ହଟିବ ହୋର୍ଡିଂ, ଆଦାୟ ହେବ ଫାଇନ: ଠିକା ସଂସ୍ଥାକୁ ଦାୟତ୍ୱ ଦେଲା ବିଏମସି

ଭୁବନେଶ୍ବର: ରାଜଧାନୀର ଘରୋଇ ଛାତ ଉପରୁ ହଟିବ ହୋର୍ଡିଂ । ହୋର୍ଡିଂ ସହ ଲୁହା ଫ୍ରେମକୁ ବି ଉଠାଇନେବ ବିଏମସି । ମାସେ ମଧ୍ୟରେ ସବୁ ହୋର୍ଡିଂକୁ ହଟାଇବା ପାଇଁ ଟାର୍ଗେଟ ରଖିଛି ବିଏମସି । ଯୁଦ୍ଧକାଳୀନ ଭିତ୍ତରେ ଏସବୁ କାମ କରାଯିବ । ଏଥିପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।…

ଆଉ ୨ ଦିନ କାଳବୈଶାଖୀ ବର୍ଷା; ୧୧ରୁ କମିବ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି।  ଆଉ ୨ ଦିନ ଏହାର ପ୍ରଭାବ ରହିବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହିଭଳି ବର୍ଷା ଓ ପବନ ହେବ। ତେବେ ୧୧ ତାରିଖରୁ ରାଜ୍ୟରେ କାଳ‌ବୈଶାଖୀର ପ୍ରଭାବ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଜୁନ୍ ୧ରୁ ସବୁ ଗାଡିରେ ଲାଗିବ ପାନିକ ବଟନ ଓ ଲୋକେସନ ଟ୍ରାକିଂ ଡିଭାଇସ

ଭୁବନେଶ୍ୱର: ଏଣିକି ସବୁ ଗାଡିରେ ଲାଗିବ ପାନିକ ବଟନ । ଏହା ବଧ୍ୟତାମୂଳକ କରାଯିବ । ଜୁନ ୧ ତାରିଖରୁ ଏହି ନିୟମକୁ କଡାକଡି କରାଯିବ ବୋଲି କହିଚି ବାଣିଜ୍ୟ ଓ ପରିବହନ ବିଭାଗ । ଗାଡ଼ି ଭିତରେ ଅସଦାଚରଣ, ଅପହରଣ ପରି ଘଟଣାମାନ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀବାହୀ  ଏବଂ…

୩୦୦ ଚାକିରି ଆଶାୟୀଙ୍କୁ ଠକିଥିବା ଅଭିଯୋଗରେ କନିଷ୍ଠ କିରାଣୀ ଗିରଫ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ଚାକିରି ଆଶାୟୀଙ୍କୁ ଠକିଥିବା ଅଭିଯୋଗରେ କମିସନରେଟ୍ ପୋଲିସ ଶନିବାର ଜଣେ କନିଷ୍ଠ କିରାଣୀଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ କିରାଣୀ ଭାବେ ନିୟୋଜିତ…

ବୁଡ଼ିଯିବା ବେଳେ ଜଣେ ଅନ୍ୟ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ସାଙ୍ଗ ପ୍ରାଣ ହରାଇଲେ

ଭଦ୍ରକ : ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଶନିବାର ଦୁଇ ସାଙ୍ଗ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଜଣେ ଅନ୍ୟ ଜଣଙ୍କୁ ବୁଡି ଯିବା ବେଳେ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ୟାମପୁର ଗ୍ରାମର କମଳ ଲୋଚନ ମଲ୍ଲିକ ଓ…

ଝାରସୁଗୁଡା ଉପନିର୍ବାଚନରୁ ସୁଶାନ୍ତ ସିଂହ ବାଦ୍ ପଡ଼ିବା, ବିରୋଧୀଙ୍କୁ ଜବାବ ଦେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦଳର ବରିଷ୍ଠ ନେତା ତଥା ପଶ୍ଚିମ ଓଡ଼ିଶାର ବିଜୁ ଜନତା ଦଳ ବିଧାୟକ ସୁଶାନ୍ତ ସିଂହ ନିର୍ବାଚନ ପରିଚାଳନାରୁ ବାଦ୍ ଦିଆଯିବା ଘଟଣା ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଉଭୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଏହାକୁ ନେଇ ଶାସକ ଦଳକୁ…

ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା, ଅପହରଣକାରୀ ଓ ସମର୍ଥକଙ୍କ ବାପାଙ୍କ ଫୋନ୍ କଲ୍ ଭାଇରାଲ!

ଝାରସୁଗୁଡା: ବରଗଡ଼ ଜିଲ୍ଲା ସରବାହାଲ ଅଞ୍ଚଳରୁ ଅପହୃତ ସମର୍ଥ ଅଗ୍ରଓ୍ବାଲଙ୍କ ଅପହରଣକାରୀ କରିଥିବା ଫୋନ୍ କଲର ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଏହି କ୍ଲିପରୁ ଜଣାପଡ଼ୁଛି ଯେ ଅପହରଣକାରୀ ସମର୍ଥଙ୍କ ବାପା ସୁନୀତ ଅଗ୍ରଓ୍ୱାଲଙ୍କଠାରୁ ୯୦ ଲକ୍ଷ ଟଙ୍କା ପୁଅର ମୁଣ୍ଡ ପାଇଁ ମାଗିଥିଲେ। ଏହି ଅଡିଓ…

ବଲାଙ୍ଗୀର ପରେ ସମ୍ବଲପୁରରେ ନକଲି ସାର୍ଟିଫିକେଟ ଘଟଣାର ତଦନ୍ତ ଆରମ୍ଭ

ସମ୍ବଲପୁର: ବଲାଙ୍ଗୀର ପରେ ସମ୍ବଲପୁରରେ ଆରମ୍ଭ ହୋଇଛି ଫେକ୍ ସାର୍ଟିଫିକେଟ ମାମଲାର ତଦନ୍ତ । ଏଠାରେ ମଧ୍ୟ ଡାକ ବିଭାଗରେ ଚାକିରି କରୁଥିବା ଆଶାୟୀ ନକଲି ସାର୍ଟିଫିକେଟ ଦେଇଥିଲେ ବୋଲି ଅଭିଯୋଗ ରହିଛି। ଅନ୍ୟ କେତେକ ଜିଲ୍ଲାରୁ ମଧ୍ୟ ଏଭଳି ଅଭିଯୋଗ ରହିଛି। ସମ୍ବଲପୁର ଡିଭିଜନ ପୋଷ୍ଟାଲ…

ଯୁକ୍ତ ୨ ପରୀକ୍ଷାର ମୂଲ୍ୟାୟନରେ ସାମିଲ ହେବେ ୬୬୨ ବର୍ଗର ଅଧ୍ୟାପକ

ଭୁବନେଶ୍ୱର: ଲୋୟର ପିଏମଜିରେ ୫୫ ଦିନ ଧରି ଧାରଣାରେ ବସିବା ପରେ ୬୬୨ ବର୍ଗର କଲେଜ ଅଧ୍ୟାପକମାନେ ଯୁକ୍ତ ୨ ଉତ୍ତର ଖାତା ମୂଲ୍ୟାୟନରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ୬୬୨ ବର୍ଗ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଙ୍ଘର ସଭାପତି ଗୋଲକ ନାୟକ ଏହି…