Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅତି ଲୋଭ ପାଇଁ ଦେଢ଼ ଲକ୍ଷ ଗଲା, ସ୍ୱାମୀ ଦେଲା ତିନି ତଲାକ୍

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେବାରୁ ତିନି ତଲାକ୍ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଡେରାବିଶ ବ୍ଲକ ବାବୁରାମ ପାଟଣା ଗାଁରେ । ସାଇବର ଠକେଇର ଶିକାର ହୋଇ ଦେଢ଼ ଲକ୍ଷ ଟଙ୍କା ହରାଇବା ପରେ ଜମରୁନ୍ ବିବିଙ୍କୁ ସ୍ୱାମୀ ଶେଖ ରାଜିଦ ଫୋନରେ ତିନି ତଲାକ୍ ଦେଇଥିବା ଅଭିଯୋଗ…

ଝାରସୁଗୁଡ଼ା ଉପନିର୍ବାଚନ, ୫ ମନ୍ତ୍ରୀଙ୍କ ସହ ୭ ବରିଷ୍ଠ ନେତାଙ୍କୁ ବ୍ଲକ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିଜେଡି ନବ ଦାସଙ୍କ ଝିଅକୁ ପ୍ରାର୍ଥୀ ଘୋଷଣା କରିବା ସହ ରଣନୀତିରେ ଆଗେଇ ଚାଲିଛି । ଉପନିର୍ବାଚନ ପାଇଁ ଦଳ ୩ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା । ଆଜି…

୧୦ ବର୍ଷର ଶିଶୁକୁ ବିକ୍ରି କଲା ସଇତାନ୍‌ ବାପା; ମା’ କୋଳକୁ ଫେରାଇଲା ପୋଲିସ

ଯାଜପୁର :  ୧୦ ବର୍ଷର ଶିଶୁକୁ ବିକ୍ରିକଲା ବାପା । ଆରୁହା ହାଟରେ ବିକ୍ରି କରିବାକୁ ସାଙ୍ଗରେ ନେଇଥିଲେ ପୁଅକୁ । ବିକ୍ରି ପୂର୍ବରୁ ମାଡ଼ି ବସିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ବଡ଼ଚଣା ଥାନା ଅଧିନ ଶାସନ ପୁରୁଷୋତ୍ତମପୁର ଅଞ୍ଚଳରୁ ସାମ୍ନାକୁ ଆସିଛି  । ସୂଚନା ଅନୁଯାୟୀ,…

ବାଧ୍ୟତାମୂଳକ ହେଲା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ, ଖିଲାପ କଲେ ଲାଇସେନ୍ସ ରଦ୍ଦ ସହ ଜୋରିମାନା !

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି । ଯଦିଓ ପୂର୍ବରୁ ମଧ୍ୟ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା, ତେବେ ବର୍ତ୍ତମାନ ଏହାକୁ ଶ୍ରମ ଓ ରାଜ୍ୟ…

ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା; ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର : ଭଗବାନଙ୍କ ପ୍ରତି ଥିବା ନିଷ୍ଠା ଓ ବିଶ୍ୱାସର ପ୍ରତୀକ ଏହି ଝାମୁଯାତ୍ରା । ବରୁହାଁ ପଞ୍ଚାୟତ କେତକୀଆ ଜଗତ୍‌ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି । ବର୍ଷ ବର୍ଷ ଧରି ଆଦ୍ୟଶକ୍ତି ଜଗତ ଜନନୀ ମହାମାୟା ବିଶ୍ଵରୂପା ପୀଠରେ ଚାଲିଛି ଏହି ପରମ୍ପରା ।ଏହି…

ଟ୍ରେନ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

ଅନୁଗୁଳ : ପୁଣି ଏକ ହାତୀ ମୃତ। ରେଳ ଲାଇନ ପାର୍‌ ହେବା ସାଜିଲା କାଳ । ନେଇଗଲା ଜୀବନ । ରେଳ ଲାଇନ୍‌ ପାର୍‌ ହେଉ ହେଉ ଟ୍ରେନ ଧକ୍କାରେ ଚାଲିଗଲା ଦନ୍ତାର ଜୀବନ । ଏହି ଘଟଣାଟି ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍‌ ଜରପଡ଼ା ଗାଁ ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ହାତୀଟି ରେଳ…

ପାଣିପାଗ: ୪ ଜିଲ୍ଲାକୁ କୁଆପଥର ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଲଗାତର କିଛିଦିନ ବର୍ଷା ହେବା ପରେ ପୁଣି ଖରା ତାତି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ତେବେ ଗତକାଲି ସନ୍ଧ୍ୟାରେ ଟ୍ୱିନ୍‌ ସିଟ୍ କଟକ ଭୁବନେଶ୍ୱରରେ ଝଡ଼ ବର୍ଷା ଦେଖିବାକୁ ମିଳିଥିଲା। ଏଥିରେ କଟକରେ କେତେକ ସ୍ଥାନର ଗଛ ଭାଙ୍ଗିପଡ଼ିଥିବା ଦେଖିବାକୁ…

ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ….

ବର୍ତ୍ତମାନ ଅଣ୍ଟା ଯନ୍ତ୍ରଣା ସମସ୍ୟା ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ସମସ୍ୟା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କଠାରେ ଦେଖାଯାଇଥାଏ। ଘରେ ଘରେ ଏହି ଛୋଟ ସମସ୍ୟା ସମସ୍ତଙ୍କ ଚିନ୍ତାର କାରଣ । ଏଥିପାଇଁ ଆପଣଙ୍କ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିବ । ତେବେ…

ଆଇପିଏଲ ମ୍ୟାଚ୍ ବେଳେ ବେଟିଂ ରାକେଟ୍, ୬ ଜଣ ଗିରଫ

ସୁନ୍ଦରଗଡ: ଆଇପିଏଲ ମ୍ୟାଚ୍ ସମୟରେ ବେଟିଂ ରାକେଟ୍ ଚଳାଇଥିବା ଅଭିଯୋଗରେ ରାଉରକେଲାରୁ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅନ ଲାଇନ୍ ବେଟିଂ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରଘୁନାଥପଲ୍ଲୀ ଥାନା ପୁଲିସ ଏକ ଟିମ୍ ସହ ଗୁରୁବାର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ…