Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ସଂସ୍କୃତ ଭାଷାକୁ ଗୁରୁତ୍ୱ ଦେଇ ଓଡ଼ିଆ ସମେତ ଅନ୍ୟ ଭାଷାକୁ ଅଣଦେଖା କରୁଛି କେନ୍ଦ୍ର’

ଭୁବନେଶ୍ୱର: ସଂସ୍କୃତ ଭାଷାକୁ ଏତେ କେହି ବ୍ୟବହାର କରୁ ନାହାନ୍ତି। ସଂସ୍କୃତ ଭାଷା ତୁଳନାରେ ଦେଶର ଅନ୍ୟ ଶାସ୍ତ୍ରୀୟ ଭାଷା ଯଥା ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଓ ଓଡ଼ିଆ ଭାଷାକୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। କିନ୍ତୁ ସଂସ୍କୃତକୁ ଭାଷାକୁ ଯେଉଁଭଳି ଭାବେ ଏହିସବୁ ଭାଷା ତୁଳନାରେ…

ସିଗନାଲ ନପାଇ ଆଗକୁ ଗଡ଼ି ପାରିଲାନି ଟ୍ରେନ୍, ଓହ୍ଲାଇ ଆସି ଲୋକୋ ପାଇଲଟ ଦେଖିଲେ…

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜୁଗୁପୁରା ରେଲଓ୍ୱେ ଷ୍ଟେସନରେ ନିଯୁକ୍ତ ଗେଟ୍ ମ୍ୟାନ୍ ଡ୍ୟୁଟିରେ ଶୋଇପଡିଥିଲେ ଏବଂ ଆସୁଥିବା ଟ୍ରେନ କୁ ସିଗନାଲ ଦେବାରେ ବିଫଳ ହୋଇଥିଲେ ବୋଲି ଅଭିଯୋଗ ହୋଇଛି। ହେଲେ ଟ୍ରେନର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତି…

୪୦ ଲକ୍ଷ ଟଙ୍କା ପାଇଁ ଅପହରଣ ହୋଇଥିବା ଠିକାଦାର ୨୪ ଘଣ୍ଟାରେ ଉଦ୍ଧାର

ବାଲେଶ୍ୱର: ଅପହରଣ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶଂସନୀୟ କାମ କରିଛି ବାଲେଶ୍ୱର ପୁଲିସ। ଝାରସୁଗୁଡାରେ ନାବାଳକ ଅପହରଣ ଘଟଣା ମନରୁ ଲିଭିନଥିବା ବେଳେ ବାଲେଶ୍ବରରେ ମଧ୍ୟ ଟଙ୍କା ପାଇଁ ଜଣେ ଠିକାଦାର ଅପହରଣ ହୋଇଥିଲେ। ଆଉ ଏହି ସମୟରେ ଠିକାଦାରଙ୍କ ପତ୍ନୀ ଥାନାରେ ଏତଲା…

କୀଟନାଶକ ପିଇ ୪ ଶିଶୁ ଗୁରୁତର, ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ

ଭଦ୍ରକ: ଗୁରୁବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମରେ କୀଟନାଶକ ପିଇ ଦୁଇ ଭାଇ ଭଉଣୀଙ୍କ ସମେତ ୪ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ପିଲାଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା…

ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣା, ଆହୁରି ଅନେକ ଗିରଫ ହୋଇପାରନ୍ତି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ ଘଟଣା, ଆହୁରି ଅନେକ ଏହି ମାମଲାରେ ଗିରଫ ହୋଇପାରନ୍ତି ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।…

ସୁନ୍ଦରଗଡ ମେଡିକାଲ କଲେଜରେ ନିଯୁକ୍ତି ଆଶା ଦେଖାଇ ଠକେଇ ଅଭିଯୋଗ

ସୁନ୍ଦରଗଡ: ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ବିଶ୍ବାସର ଚୂନ ଦେଲା ଠକ। ବ୍ୟାପକ ସଚେତନତା ସତ୍ତ୍ୱେ ଅନେକ ଲୋକ ଏହିପରି ଭାବେ ଠକେଇର ଶିକାର ହେଉଛନ୍ତି। ହେଲେ ଚାକିରି ଲୋଭ ଏବଂ ଅଧିକ ନିବେଶ ମିଳିବା ଆଶାରେ ବଢି ଚାଲିଛି ଠକେଇ ଏବଂ ବଢୁଛି ଠକେଇର ଶିକାର ବ୍ୟକ୍ତିଙ୍କ ତାଲିକା। ଏଭଳି ଏକ…

ବାରିପଦାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜନ ସଚେତନତା

ବାରିପଦା: ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ସେବାରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର ଅଭିଯୋଗର ନିରାକରଣ ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ…

‘ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଶାସକ ଦଳ ପାଇଁ ସରକାରୀ କଳର ଅପବ୍ୟବହାର ହେଉଛି’

ଦିଗପହଣ୍ଡି: ଗୁରୁବାର କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉଠାଇ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଥିଲେ। ବିଜୟ ପଟ୍ଟନାୟକ ଦିଗପହଣ୍ଡିଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜାମ ଜିଲ୍ଲାରେ ସରକାରୀ…

ସମାନ କାମକୁ ସମାନ ଦରମା ଦାବି: ମୁହଁରେ କଳା ଟେପ୍ ଲଗାଇ ଅଧ୍ୟାପକଙ୍କ ବିଶାଳ ରାଲି

ଭୁବନେଶ୍ୱର: ନିଖିଳ ଓଡ଼ିଶା ୬୬୨ (+୨, +୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର ସଦସ୍ୟମାନେ ନିଜର ୪ ଦଫା ଦାବି ପୂରଣ ପାଇଁ ଭୁବନେଶ୍ୱରରେ ଏକ ବିଶାଳ ସମାବେଶର ଆୟୋଜନ କରିଥିଲେ। ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନରୁ ରାଲି ଆରମ୍ଭ କରି ମୁହଁରେ କଳା ଟେପ୍ ବାନ୍ଧି ଲୋୟର ପିଏମଜି…

ଜୟଙ୍କ ପାଇଁ ଟାର୍ଗେଟରେ ସମ୍ବଲପୁର

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡିର ନଜର ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ। ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡିର ଯେତିକି ଚିନ୍ତା ନାହିଁ ତାଠୁ କାହିଁ କେତେ ଗୁଣରେ ଅଧିକ ଚିନ୍ତା ସମ୍ବଲପୁର ପାଇଁ ବୋଲି ଚର୍ଚ୍ଚା ହେଉଛି। ବିଜେଡି ପାଇଁ ଏବେ ସବୁଠୁ…