Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରଲୋକରେ ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ର

ଭୁବନେଶ୍ୱର:ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କର ଆଜି ପରଲୋକ ହୋଇ ଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜନ୍ମ ନେଇଥିବା ବାସୁଦେବ ତାଙ୍କର କ୍ୟାରିୟର ଖବରକାଗଜରୁ ଆରମ୍ଭ କରିଥିଲେ । ସେ ଧରିତ୍ରୀ ସମେତ ବହୁ ଓଡ଼ିଆ ଖବର କାଗଜରେ କାମ କରିଛନ୍ତି ।ସେ କିଛି ଦିନ ପାଇଁ ନକ୍ଷତ୍ର…

ଝାରସୁଗୁଡା ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ଜିଲ୍ଲା ସଭାପତି

ଝାରସୁଗୁଡା: ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା ।   ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ  ନିଜ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ର । ସେ ତାଙ୍କ   ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଏଆଇସିସି ସଭାପତିଙ୍କ…

 ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡ଼ିଶାର ଦେବଦତ୍ତ ଚାନ୍ଦ

ଭୁବନେଶ୍ୱର: ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ବଲାଙ୍ଗୀର ଜିଲ୍ଲା ଦେବଦତ୍ତ ଚାନ୍ଦ । ନିଯୁକ୍ତି କମିଟି କ୍ୟାବିନେଟରେ ତାଙ୍କ ନାଁକୁ ମଞ୍ଜୁରି ମିଳିଛି । ବଲାଙ୍ଗୀର ଜିଲ୍ଲା ପ୍ୟାଲେସ ଲାଇନର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ…

ସକାଳୁ ସକାଳୁ ଫୁଟିଲା ଗୁଳି; ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ବଡବିଲ: ସକାଳୁ ସକାଳୁ ବିଚ୍ ରାସ୍ତାରେ ଫୁଟିଲା ଗୁଳି । ଟଳିପଡିଲେ ଯୁବକ । ଘଟଣାସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ । ଏମିତି ଘଟଣା କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ  । ସକାଳୁ ସକାଳୁ ଦୁର୍ବୃତ୍ତଙ୍କ ଗୁଳିମାଡରେ  ବ୍ୟବସାୟୀ ସୁନୀଲ ସିହ୍ନାଙ୍କର ମୃତ୍ୟୁ ଘଟିଛି । ସେହିଭଳି ଘଟଣା ସ୍ଥଳରେ…

ମୂଷା ଖୋଜିବାକୁ ଆସି ମଶାରୀ ଭିତରେ ନାଗୁଣୀ

ପୁରୀ: ବେଳେବେଳେ ଘର ଭିତରକୁ  ସାପ  ପଶିଆସିବା ଶୁଣିବାକୁ ବା ଦେଖିବାକୁ ମିଳିଥାଏ । ହେଲେ ଶୋଇବା ଶେଯରେ ପୁଣି ମଶାରୀ ଭିତରେ ସାପ ! ସେ ପୁଣି ନାଗୁଣୀ? ବାପରେ ! ମାଶରୀ ଭିତରେ ପଶି ଯାଇଥିଲା  ।  ଏପଟ ସେପଟ ହେଉଥିଲା, କିନ୍ତୁ ବାହାରି ପାରୁନଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ…

ସେଲଫି ନେଉ ନେଉ ଖସିଗଲା ଗୋଡ: ଖଣ୍ଡାଧାରରେ ଯୁବକ ନିଖୋଜ

ସୁନ୍ଦରଗଡ: ପୁଣି ସେଲ୍ଫି ନିଶା  ହେଲା କାଳ । ସେଲଫି ନେଉ ନେଉ ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ଯୁବକଙ୍କ ନାମ ଲୋପା ମୁଣ୍ଡା। ଓ ଘର ସୁନ୍ଦରଗଡ଼ କାଲଟା ଅଞ୍ଚଳରେ ବୋଲି ଜଣାପଡିଛି । ଅଗ୍ନିଶମବାହିନୀ ପକ୍ଷରୁ…

ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା: ୧୨ ଗୁରୁତର

ନବରଙ୍ଗପୁର:ଧର୍ମଗଡ ଅଭିମୁଖେ ଯାଉଥିବା ଏକ ବୋଲେରୋ ମଇଦଳପୁର ଥାନା ଅନ୍ତର୍ଗତ ଖଡକା ଘାଟି ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୧୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଆଜି ସକାଳେ ।   …

ଆଜିଠୁ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ । ଆସନ୍ତା ୨୭ ତାରିଖ ଯାଏ ଚାଲିବ ଏହି ସର୍ଭେ । ପ୍ରତି ଗାଁରେ ଉଭୟ ଅଫଲାଇନ୍‌ ଓ ଅନଲାଇନରେ ଓବିସିଙ୍କ ସର୍ଭେ କରାଯିବ । ୨୭ ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ଆଜିଠାରୁ ୨୦ ତାରିଖ ଯାଏ ସବୁ ଅଞ୍ଚଳରେ ସର୍ଭେ କରାଯିବ । ଏହାପରେ…

ଆଜି ବି ହକ୍‌ ପାଇଁ ଲଢ଼ୁଛି ଶ୍ରମିକ, ଅନିଶ୍ଚିତାରେ ରୋଜଗାର

ଭୁବନେଶ୍ୱର : ପ୍ରତିବର୍ଷ ମେ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସାରା ବିଶ୍ୱରେ ଶ୍ରମିକ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ସଗୀକୃତ । ୧୮୮୬ ମସିହାରୁ ମେ ୧କୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଶ୍ରମ ଦିବସରେ ସାରା…

ଶ୍ରମମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ନେତ୍ରୀଙ୍କୁ କଲ୍ୟାଣ ବୋର୍ଡରେ ନିଯୁକ୍ତି ଦିଆଗଲା: ବିଜେପି

ଭୁବନେଶ୍ୱର: ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଯିଏକି ନିକଟରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କୁ ଏବେ ବିଭିନ୍ନ ପଦରେ ଥାଇଥାନ…