Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟୋକିଓରେ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ, ପୁଞ୍ଜିପତିଙ୍କୁ କଲେ ଆମନ୍ତ୍ରଣ

ଟୋକିଓର ଓକୁରାରେ ଆୟୋଜିତ ହୋଇଛି ଓଡ଼ିଶା ବିଜନେସ ମିଟ୍ ୨୦୨୩ । ଏହାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାରେ ଶିଳ୍ପର ସମ୍ଭାବନା ନେଇ ପୁଞ୍ଜିପତିଙ୍କୁ ଅବଗତ ସହ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି । ଏଥିରେ ଜାପାନ ଓ ଭାରତୀୟ ଉପ ମହାସାଗରୀୟ ଅଞ୍ଚଳର…

ଖେଳୁ ଖେଳୁ କୂଅରେ ପଡିଗଲେ ଦୁଇ କୁନି ଝିଅ

ସୁବର୍ଣ୍ଣପୁର:କୁନି କୁନି ଝିଅ । ଖେଳୁ ଖେଳୁ କେତେବେଳେ ସନ୍ଧ୍ୟା ହୋଇଗଲାଣି ଜାଣି ପାରିନ  ଥିଲେ । ହେଲେ କିଏ ଜାଣିଥିଲା ହସଖୁସିରେ ଖେଳୁଥିବା ଏଇ ପିଲା ଦି ଜଣ ଏମିତି ସବୁଦିନ ପାଇଁ ନୀରବି ଯିବେ ବୋଲି । ଖେଳି ଖେଳୁ କୂଅରେ ପଡିଗଲେ । ଏମିତି ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା …

ପରିଧାନ ବଦଳିଲା କିନ୍ତୁ ତ୍ରୁଟି ସୁଧୁରିଲାନି; ଶେଷରେ ନବ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଲେ ମ୍ୟୁନିସିପାଲ…

ଭୁବନେଶ୍ୱର: ପରିଧାନ ବଦଳିଲା କିନ୍ତୁ ତ୍ରୁଟି ସୁଧୁରିଲାନି । ପରିବର୍ତ୍ତନ ପରେ ବି  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିର ପରିଧାନକୁ ନେଇ ପୁଣି ଉଠିଛି  ବିବାଦ  । ଶେଷରେ ଏହି ପ୍ରତିମୂର୍ତ୍ତିକୁ ସେଠାରୁ ଉଠାଇ ନେଇଛନ୍ତି ଅନୁଗୁଳ ମ୍ୟୁନିସିପାଲଟି…

ହ୍ୱାଟ୍ସ ଅପ୍ ଷ୍ଟାଟସରେ ‘ସରି’ ଲେଖି ଝୁଲି ପଡିଲେ ବିଜେଡି ଯୁବ ସଭାପତି

ସୁନ୍ଦରଗଡ: ବିଜେଡି ଯୁବନେତାଙ୍କ ସନ୍ଦେହଜନକ ମୃତ୍ୟୁ । ସୁନ୍ଦରଗଡ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦ ଗତକାଲି ରାତିରେ ଆତ୍ମହତ୍ୟା କରିଛନ୍ତି ।  ସେ ତାଙ୍କ ନିଜ ଘରେ  ଫ୍ୟାନରେ ବେକରେ ଗାମୁଛା ବାନ୍ଧି ଝୁଲି ପଡି ଆତ୍ମହତ୍ୟା କରିଛନ୍ତି । ମୃତ ଯୁବ ନେତା ଜଣକ ହେଉଛନ୍ତି ଧୀରଜ ପ୍ରସାଦ…

ଦଲାଲକୁ ଦେବଦୂତ ଭାବି ଭିଟାମାଟି ଛାଡିଥିଲେ, ଏବେ ପ୍ରବାସରେ ବନ୍ଧାପଡିଛି ଜୀବନ

ନୂଆପଡା:ସହି ହେଉ ନ ଥିଲା ଭୋକର ଯନ୍ତ୍ରଣା । ପେଟ ମାଗୁଥିଲା ମୁଠାଏ ଆହାର । ଯୁଆଡେ ଚାହିଁଲେ ଦିଶୁଥିଲା ଆପଣାର ମଣିଷର ଶୁଖିଲା ମୁହଁ । ସେ ଶୁଖିଲା ମୁହଁର ନିରୀହ ପ୍ରଶ୍ନ ଥିଲା ଏ ଭୋକ..ଏ ଭେଖ କେବେ ବଦଳିବ ? ହେଲେ ଘରର ବେକାର ମୁରବି ମଣିଷଟି ବି କ’ଣ କରି ପାରିବ ? ଭଗବାନ ତ ତାଙ୍କୁ…

 ଅତାବିରା ଏନଏସି ନିର୍ବାଚନ: ୧୨ ୱାର୍ଡରୁ ୧୧ରେ ବିଜେଡିର ବାଜିମାତ

ଅତାବିରା: ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ  । ୧୨ଟି ଆସନରୁ ୧୧ଟି ଆସନ ହାତେଇଛି ବିଜେଡି । ତେବେ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି । ଅତାବିରା ୱାର୍ଡ ନମ୍ବର ୧ ରେ କଂଗ୍ରେସ ସମର୍ଥିତ…

ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ : ପବିତ୍ର ଅନଙ୍ଗ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଦୟଣା ଗଛ ଚୋରି କରି  ଶ୍ରୀଦେବୀ, ଭୂଦେବୀଙ୍କ ସହ ବନ୍ଧା ପଡିଛନ୍ତି  । ଗତକାଲି ସନ୍ଧ୍ୟାରେ ଘଣ୍ଟ ଛତା କାହାଳି ପଟୁଆରରେ ରାମକୃଷ୍ଣ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ…

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରେଲର, ଚାଲିଗଲା ଦୁଇ ଜୀବନ

ଯାଜପୁର : ସକାଳୁ ସକାଳୁ ଦୁର୍ଘଟଣା । ଟ୍ରକ୍‌ ସହ ଧକ୍କା ଦେଇ ଜଳିଗଲା ଟ୍ରେଲର । ଘଟଣାସ୍ଥଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ହେଲ୍ପର ଜୀବନ । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା  ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଘଟିଛି । ସୂଚନା ମୁତାବକ,  ଆଜି ଭୋର…

ଅଫିସ୍‌ ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ; ଯୁବତୀଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ଦେବଗଡ଼ : ବିଭତ୍ସ ହତ୍ୟାକାଣ୍ଡ । ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ…

କୂଅରେ ଖସି ପଡ଼ିବାରୁ ଦୁଇ କୁନି ଝିଅଙ୍କ ମୃତ୍ୟୁ

ସୋନପୁର: କୂଅରେ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ। ସୋନପୁର ଜିଲ୍ଲା ବିରମହାରାଜପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।ମୃତ ଦୁଇ ଭଉଣୀ ହେଲେ ୨ ବର୍ଷୀୟ ଦିଶା ମିଶ୍ର ଏବଂ ବର୍ଷକର ସିଦ୍ଧିଶ୍ରୀ ଶତପଥୀ। ବୀରମହାରାଜପୁର ଛକରେ ଆଲୋକ…