Latest Odisha News

BREAKING NEWS

Browsing Category

ଓଡିଶା

Odisha

କନ୍ଧମାଳରେ ସକ୍ରିୟ ଗଞ୍ଜାମର ଲୁଟେରା ଗ୍ୟାଙ୍ଗ, ୨ ମହିଳାଙ୍କ ସହ ୬ ଗିରଫ

ବାଲିଗୁଡ଼ା: ଲୁଟର ଦୁଇ ଦିନ ମଧ୍ୟରେ ପୋଲିସକୁ ସଫଳତା । ବନ୍ଧା ହେଲେ ଲୁଟେରା । ଗତ ୩ ତାରିଖରେ ଜନୈକ ବ୍ୟବସାୟୀଙ୍କ ଠାରୁ ଦିନ ଦ୍ୱିପ୍ରହରରେ ଫୁଲବାଣୀ ସହରରୁ ବ୍ଲାକ୍ ପଲସରରେ ଦୁଇ ଦୁର୍ବୃତ୍ତ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ କରିଥିଲେ । ଏହି ମାମଲାରେ ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ…

ସବୁଠି ଜିତିବ ବିଜେଡି !

ଭୁବନେଶ୍ୱର: ଶଙ୍ଖମୟ ହିନ୍ଦୋଳ ଅତାବିରା। ଏନଏସି ନିର୍ବାଚନରେ ଶୁଭିଛି ଶଙ୍ଖନାଦ। ବିରୋଧୀ ବିଜେପି ବରଗଡ଼ ଅତାବିରାରେ ଖାତା ଖୋଲି ପାରି ନ ଥିବା ବେଳେ ଢେଙ୍କାନାଳ ହିନ୍ଦୋଳରେ କଂଗ୍ରେସ ଖାତା ଖୋଲି ପାରିନାହିଁ। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଅଧ୍ୟକ୍ଷ ପଦ ସହ ୧୨ ଟି…

ମେ’ରୁ ସାରା ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ

ଭୁବନେଶ୍ୱର: ମେ ୧ରୁ ସାରା ରାଜ୍ୟରେ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଉଭୟ ଅନଲାଇନ ଏବଂ ଅଫଲାଇନରେ ହେବାକୁ ଥିବା ଏହି ସର୍ଭେ ମେ ୨୦ରେ ଶେଷ ହେବ। ୨୦୨୧ ମସିହାରେ ଓବିସି କମିଶନ ମାଧ୍ୟମରେ ପଛୁଆ ବର୍ଗ ସର୍ଭେ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ହେଲେ କୋଭିଡ଼୍ ପାଇଁ ସ୍ଥଗିତ ରହିଥିଲା।…

ବିଭିନ୍ନ ସ୍ଥାନରେ ଆଇଟି ରେଡ୍, ତେଜିଲା ବିଜେପି-ବିଜେଡି ବୟାନବାଜି

ଭୁବନେଶ୍ୱର: ନୟାଗଡ଼ ଭାପୁରର ବିଜେଡି ନେତା ତଥା ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘର ଓ କାର୍ଯାଳୟରୁ ବୁଧବାର ଇନକମ ଟ୍ୟାକ୍ସ ଅଧିକାରୀମାନେ ନଗଦ ୨୫ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ତାଙ୍କ ପତ୍ନୀ ସାବିତ୍ରୀ ପ୍ରଧାନ ବ୍ଲକ ଅଧ୍ୟକ୍ଷା…

ପ୍ରତି ସପ୍ତାହରେ ଗାଁକୁ ଯିବେ ବାବୁ: ସରକାରୀ ଯୋଜନାର ଲାଭ ପାଉଛନ୍ତି କି ନାହିଁ ଲୋକଙ୍କୁ ପଚାରି ବୁଝିବେ

ଭୁବନେଶ୍ୱର: ଗାଁ ଯିବେ ବାବୁ । ଦରକାର ପଡିଲେ ରାତି ରହଣୀ କରିବେ । ଟିକିନିଖି ଯାଞ୍ଚ କରିବେ ସରକାରୀ ଯୋଜନା କେତେ କାର୍ଯ୍ୟକାରୀ ହେଉଉି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସଚିବଙ୍କୁ ଏପରି ନିର୍ଦ୍ଦେଶ ମିଳିଛି । ପ୍ରତିମାସରେ ଏହି ସରକାରୀ ଅଫିସରମାନେ ଗାଁକୁ ଯିବେ । ସ୍ୱାସ୍ଥ୍ୟ,…

ବିଧାନସଭା ସମ୍ମୁଖରେ ସ୍ଥାପିତ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳରେ ପୁନଃସ୍ଥାପିତ ହେବ ନବକୃଷ୍ଣ ଚୌଧୁରୀଙ୍କ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୁଳ ସହରରେ ପୁନଃସ୍ଥାପନ କରାଯିବ । ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳ ଲାଗି ନୂତନ…

ବିଜେଡିର ଅତାବିରା ଓ ହିନ୍ଦୋଳରେ ବିଜୟ ୨୦୨୪ ପାଇଁ ସଂକେତ : ମାନସ ମଙ୍ଗରାଜ

ଭୁବନେଶ୍ବର : ଉଭୟ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ ପରେ ଖୁସି ପ୍ରକାଶ କରିଛନ୍ତି ଦଳୀୟ ସାଂସଦ ମାନସ ମଙ୍ଗରାଜ । ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ସମସ୍ତ ଭୋଟର ଓ ଦଳୀୟ କର୍ମୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସାଢେ ୪ କୋଟି ଓଡିଆ ମୁଖ୍ୟମନ୍ତ୍ରୀ ନବୀନ…

ହିନ୍ଦୋଳ ଏନଏସି ନିର୍ବାଚନ: ୧୬ରୁ ୧୧ ୱାର୍ଡ ହାତେଇଲା ବିଜେଡି

ଢେଙ୍କାନାଳ: ହିନ୍ଦାେଳ ଏନଏସି ନିର୍ବାଚନରେ ବି ବାଜିମାତ ମାରିଛି ବିଜେଡି । ହିନ୍ଦୋଳର ଏନଏସିର ୧୬ ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡରେ ବାଜିମାତ ମାରିଛି ବିଜେଡି । ଦଳର କେଶବ ପ୍ରଧାନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀଙ୍କୁ ହରାଇ ଅଧ୍ୟକ୍ଷ ପଦ ହାତେଇଛନ୍ତି ।…

ଟୋକିଓରେ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ, ପୁଞ୍ଜିପତିଙ୍କୁ କଲେ ଆମନ୍ତ୍ରଣ

ଟୋକିଓର ଓକୁରାରେ ଆୟୋଜିତ ହୋଇଛି ଓଡ଼ିଶା ବିଜନେସ ମିଟ୍ ୨୦୨୩ । ଏହାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାରେ ଶିଳ୍ପର ସମ୍ଭାବନା ନେଇ ପୁଞ୍ଜିପତିଙ୍କୁ ଅବଗତ ସହ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି । ଏଥିରେ ଜାପାନ ଓ ଭାରତୀୟ ଉପ ମହାସାଗରୀୟ ଅଞ୍ଚଳର…

ଖେଳୁ ଖେଳୁ କୂଅରେ ପଡିଗଲେ ଦୁଇ କୁନି ଝିଅ

ସୁବର୍ଣ୍ଣପୁର:କୁନି କୁନି ଝିଅ । ଖେଳୁ ଖେଳୁ କେତେବେଳେ ସନ୍ଧ୍ୟା ହୋଇଗଲାଣି ଜାଣି ପାରିନ  ଥିଲେ । ହେଲେ କିଏ ଜାଣିଥିଲା ହସଖୁସିରେ ଖେଳୁଥିବା ଏଇ ପିଲା ଦି ଜଣ ଏମିତି ସବୁଦିନ ପାଇଁ ନୀରବି ଯିବେ ବୋଲି । ଖେଳି ଖେଳୁ କୂଅରେ ପଡିଗଲେ । ଏମିତି ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା …