Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ହିଙ୍ଗୁଳା ଯାତ୍ରା ; ଚଳଚଞ୍ଚଳ ଗେପାଳପ୍ରସାଦ ପୀଠ

ତାଳଚେର : ଆଜିଠାରୁ ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା । ଚଳଚଞ୍ଚଳ ହୋଇପଡ଼ିଛି ଗୋପାଳ ପ୍ରସାଦ ପୀଠ । ମା’ ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼ । ପ୍ରତିବର୍ଷ ମା ହିଙ୍ଗୁଳା ଅଗ୍ନିରୂପରେ ଭକ୍ତଙ୍କୁ ଦର୍ଶନ…

ଅପେରାର ରେକର୍ଡ ଡ୍ଯାନ୍ସକୁ ନେଇ କମେଣ୍ଟ, ଦୁଇ ଗୋଷ୍ଠୀ ହାତାହାତି

ଗଞ୍ଜାମ: ଭଞ୍ଜନଗର ବ୍ଲକ ଅନ୍ତର୍ଗତ ନୂଆମହୁଲିଆ ଗାଁରେ ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି। 'ଦାଣ୍ଡ ନାଚ' ଅବସରରେ ଏହି ଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଯାତ୍ରାରେ ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ…

ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କଲା ଭୁବନେଶ୍ୱର ଏମ୍‍ସ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‍ସ ଏହାର ଛାତ୍ରଛାତ୍ରୀ ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିଛି । ଛାତ୍ର ତଥା ଚିକିତ୍ସାଧିନ ରୋଗୀଙ୍କୁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଏହି ଜାତୀୟ ପ୍ରତିଷ୍ଠାନ ଖାଦ୍ୟରେ ମିଲେଟ ସାମିଲ କରିଛି । ଏମ୍‍ସ…

ବାଣ ବିସ୍ଫୋରଣରେ ଗୁରୁତର ହୋଇ ପଡ଼ିଥିବା ଶିବନଙ୍କର ମୃତ୍ୟୁ

ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଶିବନ ତାଡି। ସଂଧ୍ୟାରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା। ପରେ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶିବନ ତାଡି। ଏବେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…

‘କୋଟିଆ’ କାହାକୁ କେତେ ଲାଭ ଦେବ ?

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କୋଟିଆକୁ ନେଇ ଏକ ବଡ଼ ରାଜନୈତିକ ଲଢେଇ ଆରମ୍ଭ ହୋଇଛି। ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ଗୋ ବ୍ୟାକ ନାରା ଦେବା ପରେ ରାଜନୀତି ତୀବ୍ର ହୋଇଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଗସ୍ତ…

ସ୍କୁଲରେ ପିଲାଙ୍କୁ ଆଡ଼ମିଶନ ମନା !

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ହୋଇଛି। କୋଭିଡ ସ୍ଥିତି ଯୋଗୁ ବିଗିଡି ଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ପୁଣିଥରେ ଟ୍ରାକକୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଶିକ୍ଷାବର୍ଷ ଆରମ୍ଭରୁ ସମସ୍ୟା ଆରମ୍ଭ ହୋଇଛି। ପ୍ରଥମ ଶ୍ରେଣୀରେ ପିଲାଙ୍କୁ ଆଡ଼ମିଶନ ଦିଆଯାଇ ପାରୁ ନ ଥିବା…

ବିଶିଷ୍ଟ ଗାନ୍ଧୀବାଦୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପରିଧାନ ବିବାଦ, ଭୁଲ ମାନିଲା ଅନୁଗୋଳ ପୌର ପରିଷଦ

ଅନୁଗୋଳ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପରିଧାନ ବିବାଦ ଗଣମାଧ୍ୟମରେ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ଏସବୁ ଭିତରେ ଚାରିଆଡୁ ସମାଲୋଚିତ ହେବା ପରେ ସୋମବାର…

ତାଞ୍ଜାନିଆ ଭାଇ ଭଉଣୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ତାଞ୍ଜାନିଆର କିଲି ପଲ ଓ ତାଙ୍କ ଭଉଣୀ ନୀମା ପଲ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚିତ । ଏବେ ଏହି ଭାଇଭଉଣୀ ଉତ୍କଳ ଦିବସରେ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇ ଚର୍ଚ୍ଚାକୁ ଆସିଛନ୍ତି । ଏହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଗାଇ ସେମାନେ…

ଚାକିରି ଦେବା ନାଁରେ ୨୦୦ ଆଶାୟୀଙ୍କୁ ଲୁଟିଥିଲେ, ଧରାପଡିଲେ

ଭୁବନେଶ୍ୱର: ଚାକିରି ନାଁରେ ବେକାର ଯୁବକଯୁବତୀଙ୍କଠାରୁ ଟଙ୍କା ଲୁଟୁଥିବା ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା  । ଏହି ଗ୍ୟାଙ୍ଗର ୨ ଜଣଙ୍କୁ ସୋମବାର ଗିରଫ କରିଛି ଇଓଡବ୍ଲ୍ୟୁ । ଏହି ଗ୍ୟାଙ୍ଗ ବିଭିନ୍ନ ସରକାରୀ ଅଫିସରେ ଚାକିରି ଯୋଗାଇ ଦେବାର…

ଆନ୍ତର୍ଜାତିକ ମଞ୍ଚରେ ପ୍ରଶଂସା ସାଉଁଟିଲା ଓଡ଼ିଆ ଡକ୍ୟୁ ଫିଲ୍ମ ’ମିଶନ ଶକ୍ତି’

ଭୁବନେଶ୍ୱର:ଆନ୍ତର୍ଜାତିକ ମଞ୍ଚରେ ପ୍ରଶଂସା ସାଉଁଟିଲା ଓଡ଼ିଆ କ୍ଷୁଦ୍ର ପ୍ରାମାଣିକ ଫିଲ୍ମ ।  କ୍ଷୁଦ୍ର ପ୍ରାମଣିକ ଚଳଚ୍ଚିତ୍ର 'ଡକ୍ୟୁ ଫିଲ୍ମ'- 'ମିଶନ ଶକ୍ତି'କୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ପ୍ରଶଂସା ମିଳିିଛି । ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ 'ସି ଫୁଡ ଏଲାଏନ୍ସ'…