Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟିର ସୁଧ ରିହାତି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଚାଷୀଙ୍କ ପାଇଁ ଖୁସି ଖବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ମିିଳିଲା ସୁଧ ରିହାତି । ୩୫ ଲକ୍ଷ ଚାଷୀ ଏହି ରିହାତି ସୁବିଧା ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର Convention Centerରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ…

ରାଜଧାନୀରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା; ହଷ୍ଟେଲ ଛାତରେ ଝୁଲି ପଡିଲେ

ଭୁବନେଶ୍ୱର: ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ଆତ୍ମହତ୍ୟାର ଦିନଟିଏ ଯାଇଛି, ପୁଣି ଏକ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ୨୪ ଘଣ୍ଟାରେ  ରାଜଧାନୀରେ ଦୁଇ ଦୁଇ ଜଣ ଛାତ୍ରଙ୍କ ଆତ୍ମହତ୍ୟା ।  ଓଡ଼ିଶା ୟୁୁନିଭର୍ସିଟି ଅଫ ଟେକ୍ନୋଲଜି ଆଣ୍ଡ ରିସର୍ଚ୍ଚ (OUTR) ର ଛାତ୍ର ରସି ଦେଇ…

‘କଥା ରଖି ପାରିଲିନି, ମୋତେ ଭୁଲିଯାଅ..’ ଶେଷ ବାର୍ତ୍ତା ଦେଇ ୮ ମହଲାରୁ ଡେଇଁ ପଡ଼ିଲେ ଆଇନ ଛାତ୍ର

ଭୁବନେଶ୍ୱର:‘ଦେଇଥିବା ପ୍ରତିଶ୍ରୁତି ପାଇଁ ମୁଁ ଦୁଃଖିତ । ସେ ପ୍ରତିଶୟୁତି ରଖି ପାରିଲିନି କି ରଖିପାରିବିନି । ଏକ ଖରାପ ସ୍ମୃତି ବୋଲି ଭାବି ମୋତେ ଭୁଲିଯାଅ ।’ ଇନଷ୍ଟାରେ ଶେଷ ବାର୍ତ୍ତା ଦେଇ ୮ ମହଲା ଛାତରୁ ଡେଇଁ ପଡିଲେ ଛାତ୍ର । ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।…

ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ତ୍ରୁଟି; ଓଡ଼ିଆରେ ପ୍ରଶ୍ନପତ୍ର ଦେଖି ମୁଣ୍ଡ ଘୁରିଗଲା, କିଛି ବୁଝି ହେଲାନି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟି । ଓଡ଼ିଆରେ ଲେଖା ହୋଇଛି ପ୍ରଶ୍ନ ହେଲେ ଓଡ଼ିଆ ପିଲା ବୁଝି ପାରୁନାହାନ୍ତି । ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍‌କୁ ଯାଇଥିବା ଛାତ୍ରଛାତ୍ରୀ ବି ଖାତାରେ…

ଟ୍ରେନରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ଜାରି କଲା ପୋଷ୍ଟର

ଭୁବନେଶ୍ୱର:ଧାନବାଦ-ଭୁବନେଶ୍ୱର ଟ୍ରେନର ଟଏଲେଟରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ଏ ଯାଏ ପାଉନି ପୋଲିସ। ପରିଚୟ ଜାଣିବା ପାଇଁ ତନଘନା ଆରମ୍ଭ କରି ଦେଇଛି । ବିଭିନ୍ନ ଜାଗାରେ ପୋଷ୍ଟର ମାରି ମହିଳାଙ୍କ ସମ୍ପର୍କରେ ସୂଚନା ଦେବାକୁ ନିବେଦନ କରାଯାଇଛି । ଗତ ୨୦ ତାରିଖରୁ ଟ୍ରେନ ନମ୍ବର…

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଦୁଇ ଜୀବନ

ଅନୁଗୁଳ : ଥମୁନି ହାତୀ ଉପଦ୍ରବ । ଅନୁଗୁଳ ବନ୍ତଳା ଅଞ୍ଚଳରେ ମାତିଛନ୍ତି ହାତୀ । ନେଉଛି ଗୋଟିକ ପରେ ଗୋଟିଏ ଜୀବନ । ପୁଣି ଦନ୍ତା ଆକ୍ରମଣରେ ବଡ଼କନ୍ତକୁଳ ଗାଁର ଦୁଇଜଣ ପ୍ରାଣ ହରାଇଛନ୍ତି  । ମୃତକ ଦୁଇ ଜଣ ହେଉଛନ୍ତି ମୁନି ପ୍ରଧାନ ଓ ଗୌରୀ ରାଉଳ । ସୂଚନା ଅନୁଯାୟୀ, ବଡ଼କନ୍ତକୁଳ ଗ୍ରାମର…

ଯାତ୍ରା ଦେଖିବା ହେଲା କାଳ, ମୁକୁଳା କୂଅରେ ପଡ଼ି ଚାଲିଗଲା ଜୀବନ

କାମାକ୍ଷାନଗର : ମାମୁଁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଘଟଣ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଖୋଲା କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ସରଦେଇପୁର ଗାଁରେ । ମୃତ ନାବାଳକ ଜଣକ ହେଲେ…

ଅକ୍ଷୟ ତୃତୀୟାରୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ ସହ ଚନ୍ଦନ ଯାତ୍ରା

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିବା ବେଳେ ଅନ୍ୟପଟେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ଆରମ୍ଭ ହୋଇଛି । ବନଜାଗ ବିଧିରେ ପୂଜା କାର୍ଯ୍ୟ ସହ ସୁନା କୁରାଢିରେ ରଥ କାଠ ଛେଦନ କରାଯାଇ ରଥ ନିର୍ମାଣ ଅନୁକୂଳ ହୋଇଛି । ରଥ…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ପୁଣି ଝଟକା, ବିଜେଡିରେ ମିଶିଲେ ତ୍ରିନାଥ ଗୋୟେଲ

ଭୁବନେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଲାଗିଛି । ଝାରସୁଗୁଡ଼ା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ତ୍ରିନାଥ ଗୋୟେଲ୍ ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି । ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ୍ ହୋଇଛନ୍ତି ତ୍ରିନାଥ…

ଉତ୍ତର ଆମେରିକାରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଓଡ଼ିଶା ଦିବସ ପାଳନ

ବୋଷ୍ଟନ: ଉତ୍ତର ଆମେରିକାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ବାରା ମହାସମାରୋହରେ ୮୮ତମ ଉତ୍କଳ ଦିବସ ପାଳନ କରାଯାଇଛି। ଓଡ଼ିଶା ସୋସାଇଟି ଅଫ ଆମେରିକାଜ (ଓସା)ର ଶାଖା ସଂଗଠନ ଓଡ଼ିଶା ସୋସାଇଟି ଅଫ ନିଉ ଇଂଲଣ୍ଡ (ଓ.ଏସ.ଏନ.ଇ) ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବହୁ ସଂଖ୍ୟାରେ…