Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାବାଳକ ଗାଡ଼ି ଚଳାଇଲେ ଅଭିଭାବକଙ୍କୁ ୨୫ ହଜାର ଜରିମାନା

ଭୁବନେଶ୍ୱର: ଅଭିଭାବକ ସାବଧାନ । ନାବାଳକଙ୍କ ଛୁଆଙ୍କ ହାତରେ ଦିଅନ୍ତୁ ନାହିଁ ଗାଡ଼ି । ନହେଲେ ଗଣିବେ ତଣ୍ଡ । ନାବାଳକ ଗାଡ଼ି ଚଳାଉଥିବା ଧରା ପଡ଼ିଲେ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ମଙ୍ଗଳବାର ଠାରୁ ନାବାଳକଙ୍କ ଗାଡ଼ି ଚାଳଣା ଉପରେ ତୀକ୍ଷଣ ନଜର ରଖିବ ପରିବହନ…

ବ୍ରଜରାଜନଗରରେ ୩ଟି ଓ ବେଲପାହାଡ଼ରେ ରହିବ ୨ଟି ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ବେଲପାହାଡ଼ ଏବଂ ବ୍ରଜରାଜନଗରରେ ପରୀକ୍ଷାମୂଳକ ଭିତ୍ତିରେ ୬ ମାସ ପାଇଁ ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକର ରହଣି ବ୍ୟବସ୍ଥା କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବ୍ରଜରାଜନଗରରେ ରହଣି କରିବାକୁ ଥିବା ଟ୍ରେନ୍ 18477/18478…

ବିରୋଧୀ ଏକାଠି, ବିଜେଡି ନିରବ କାହିଁକି ?

ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ ବିଜେଡିର ନୀରବତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ବିଜେଡି ସବୁବେଳେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଜାତୀୟ ସ୍ତରରେ ସମଦୁରତା ଅବଲମ୍ବନ କରିବା କଥା କୁହେ। କିନ୍ତୁ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ନିରବ ରହିବା…

ପୁଣି ଏକ ପଶ୍ଚିମା ଝଡ: ଏପ୍ରିଲ ୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା  । ଆସନ୍ତା ୩୦ ତାରିଖ ସୁଦ୍ଧା ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା ଥିବା ଭୁବେନଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲାରେ ମାର୍ଚ୍ଚ ୩୦ରୁ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା…

ଶ୍ରମିକ ବୋହୁଛି ସରକାରୀ ଗାଡ଼ି

ଜଗତସିଂହପୁର (ତାରାପଦ ମହାନ୍ତି): ନା ଅଛି ନିୟମ କାନୁନକୁ ଖାତିର୍ ନା ଭୟ । କାରଣ ୟେ ହେଉଛି ସରକାରୀ ଗାଡ଼ି । ଯେତେ ଜଣଙ୍କୁ ଇଚ୍ଛା, ଯେମିତି ଇଚ୍ଛା ବସାଇ ନେଇ ପାରିବ । ଜଗତସିଂହପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର ଗାଡ଼ି ଶ୍ରମିକ ବୋହୁଥିବା ଦେଖିବାକୁ ମିଳିଛି । ଜଳସମ୍ପଦ ବିଭାଗର ସରକାରୀ…

ପର୍ଯ୍ୟବେକ୍ଷକ ତାଲିକା ପଛରେ ନବୀନଙ୍କ ନିର୍ବାଚନୀ ନକ୍ସା ! ପ୍ରଧାନ ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ପ୍ରଣବଙ୍କୁ…

ଭୁବନେଶ୍ବର : ଗତବର୍ଷ ଅକ୍ଟୋବର ୬ ତାରିଖରେ ଜାରି ପର୍ଯ୍ୟବେକ୍ଷକ ତାଲିକାକୁ ୬ ମାସରେ ପରିବର୍ତ୍ତନ କରିଛି ଶାସକ ବିଜୁ ଜନତା ଦଳ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତାର ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ସୋମବାର ପର୍ଯ୍ୟବେକ୍ଷକ ତାଲିକା ଜାରି କରିଥିବା କୁହାଯାଉଥିବାବେଳେ ଏଥିରେ…

୨୪୦୦ କୋଟି ଟଙ୍କାରେ ଆମ୍ରି ହସ୍ପିଟାଲକୁ କିଣିବ ମନିପାଲ

ମୁମ୍ବାଇ:ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏବଂ ନ୍ୟାୟିକ ଯୁଦ୍ଧ ପରେ ଶେଷରେ ମନିପାଲ ହେଲ୍ଥ ଏଣ୍ଟରପ୍ରାଇଜେସ ଆମ୍ରି ହସ୍ପିଟାଲକୁ କିଣିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏଥିପାଇଁ ୨୪୦୦ କୋଟିର ଡିଲ ହୋଇଛି । ଚୁକ୍ତି ଅନୁଯାୟୀ ମନିପାଲ ପ୍ରଥମ ପର୍ଯ୍ୟାୟରେ  ୭୫ ପ୍ରତିଶତ ଅର୍ଥ ପ୍ରଦାନ…

ଦେବୀ ନଦୀରେ ବୁଡ଼଼ିଗଲେ ଭୁବନେଶ୍ୱରର ୩ ଛାତ୍ର

ଜଗତସିଂହପୁର: ଦେବୀ ନଦୀ ଘାଟରେ ଅଘଟଣ । ବୁଡ଼ିଗଲେ ୩ ଜଣ ଛାତ୍ର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀ ଘାଟରେ ତିନି ଜଣ ଛାତ୍ର ବୁଡ଼ି ଯାଇଥିବା ବେଳେ ଅନ୍ୟ ଜଣେ କୂଳକୁ ଫେରି ଆସିଛନ୍ତି । ଜଣେ ଛାତ୍ରଙ୍କ ମୃତଦହେ ମିଳିଥିବା ବେଳେ ଆଉ ୨ ଜଣ ନିଖୋଜ ଥିବା ଜଣାପଡ଼ିଛି ।…

ଜିଲ୍ଲା ୱାରୀ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି, ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ଜିଲ୍ଲା ୱାରୀ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିଛି ୩୦ ଜିଲ୍ଲା ଦାୟିତ୍ବ । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ଚାରି ଜିଲ୍ଲା ଯଥା, ଅନୁଗୁଳ, ଢେଙ୍କାନାଳ,…

ଉଚ୍ଛେଦ ହେଲା ଶ୍ରୀମନ୍ଦିର ଜମିରେ ଥିବା ଶ୍ରୀକୃଷ୍ଣ ସିନେମା ହଲ୍

ପୁରୀ (ସନ୍ତୋଷ ଦାସ): ଶ୍ରୀକ୍ଷେତ୍ରରେ ପୁଣି ଜବରଦଖଲ ଉଚ୍ଛେଦ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପଛ ପାଖରେ ଥିବା ଶ୍ରୀକୃଷ୍ଣ ସିନେମା ହଲକୁ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂରରେ ଶ୍ରୀମନ୍ଦିର ଜମିରେ ଶ୍ରୀକୃଷ୍ଣ ସିନେମା ହଲ୍ ରହିଥିଲା । ପରିକ୍ରମା…