Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଦ ହଜାଇ ଦେଲା ପୋକ: ଘରେ ଜଳୁନି ଚୁଲି

ବାଲେଶ୍ୱର:ସାରା ଗାଁ ପୋକ ସାଲୁବାଲୁ । ଯୁଆଡେ ଚାହିଁଲେ ପୋକ । ଗାଁଟା ସାରା ଲୋକଙ୍କୁ ନାକେଦମ କରିଦେଲାଣି ଏହି ପୋକ । ଛୋଟ ଛୋଟ କଳାରଙ୍ଗର ଏହି ପୋକ ପାଇଁ ଲୋକେ ନା ରାନ୍ଧି ପାରୁଛନ୍ତି ନା ଖାଇ ପାରୁଛନ୍ତି । କେତେବେଳେ ଏହି ଖାଇବା ହାଣ୍ଡିରେ ପଶି ଯାଉଛି ତ କେତେବେଳେ ଲୋକଙ୍କ…

ଦେବୀ ନଦୀରେ ଭାସିଗଲେ ୩ ଛାତ୍ର

 ଜଗତସିଂହପୁର: ଗାଧୋଇବାକୁ ଯାଇ ଦେବୀ ନଦୀରେ ଭାସିଯାଇ ୩ ଛାତ୍ର  । ଖୋଜାଖୋଜି ସତ୍ତ୍ୱେ ୩ ଜଣଙ୍କର କୌରସି ପତ୍ତା ମିଳୁନି । ତିନିଜଣ ଛାତ୍ର ଭୁବନେଶ୍ୱରରେ ଯୁକ୍ତ ଦୁଇ ପଢୁଥିବା ଜଣାଯାଇଛି । ତିନିଜଣ ଯାକ ମାଛଗାଁ ନିକଟରେ ଦେବୀ ନଦୀକୁ ଆଜି ସକାଳୁ ଗାଧୋଇବାକୁ ଯାଇଥିଲେ । ତେବେ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୁଇ ଜୀବନ: ବ୍ରହ୍ମପୁର ଷ୍ଟେସନ୍‌ରେ ୨ ଜଣଙ୍କ ଉପରେ ମାଡିଯାଇଥାନ୍ତା ସୁପରଫାଷ୍ଟ…

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ଅଳ୍ପକେ ବର୍ତ୍ତିଲା ଦୁଇ ଜୀବନ। ୟସୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ ସହ ଧକ୍କା ଲାଗି ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରେନ୍‌ରେ ସାମାନ୍ୟ ଧକ୍କା ଲାଗିବା ପରେ…

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ୍ ! ଆଦିବାସୀ ପରିବାରରେ ଅପପୁଷ୍ଟି ନେଇ ଆକ୍ଷେପ କଲେ ଅର୍ଜୁନ

ଭୁବନେଶ୍ୱର : ଶିଳ୍ପ ସମୃଦ୍ଧ କଳିଙ୍ଗନଗରରେ ଦାରିଦ୍ର୍ୟର କରାଳ ରୂପ ! ଏକଥା ଆମେ କହୁନାହୁଁ, ଯାଜପୁର ଦାନଗଦୀ ବ୍ଲକ୍‌ ରଣାଗୁଣ୍ଡି ପଞ୍ଚାୟତ ରଗଡ଼ା-ଘାଟିସାହିର ବାଙ୍କୁ ହେମ୍ବ୍ରମ ଓ ତୁଳସୀ ହେମ୍ବ୍ରମଙ୍କ ୩ବର୍ଷର ଶିଶୁକନ୍ୟା ସାଂଘାତିକ ଅପପୁଷ୍ଟିରେ ଆକ୍ରାନ୍ତ ହେବା ଘଟଣା ଓ ଏହାକୁ ନେଇ…

ପୁଣି ଡରାଇଲାଣି କରୋନା ସଂକ୍ରମଣ: ଆସିପାରେ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ସାରା ଦେଶରେ ହୁ ହୁ ବଢୁଛି ସଂକ୍ରମଣ । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ ରାଜ୍ୟରେ ବି କୋଭିଡ ରୋଗୀଙ୍କ ଗ୍ରାଫ ବଢୁଥିବା ଲକ୍ଷ୍ୟ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

ବିସିସିଆଇ ଜାରି କଲା ଖେଳାଳିଙ୍କ ନୂତନ ସେଂଟ୍ରାଲ କଂଟ୍ରାକ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୋମବାର ଖେଳାଳିଙ୍କ ପାଇଁ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ତାଲିକା ଜାରୀ କରିଛି । ଏହା ୨୦୨୨ ଅକ୍ଟୋବର ଓ ସେପ୍ଟମ୍ବର ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ । ରବୀନ୍ଦ୍ର ଜାଡେଜାଙ୍କ ପ୍ରମୋଶନ ହୋଇଛି । ସେ ଏବେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ…

ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ, କଳା ପୋଷାକ ପିନ୍ଧି ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର:ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ବିଧାନସଭାରେ କଂଗ୍ରେସ ହଟ୍ଟଗୋଳ । ଅଭିନବ ଉପାୟରେ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ଦଳ । ଗୃହ ଆରମ୍ଭରୁ କଂଗ୍ରେସର ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଥିଲେ ବାଚସ୍ପତି…

କାହିଁକି ଜୀବନ ହାରିଲେ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ? ପୋଲିସର ତନାଘନା ଜାରି

ବଲାଙ୍ଗିର : ଓଡ଼ିଆ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗତକାଲି ବଲାଙ୍ଗିର ସୁଦପଡ଼ା ସ୍ଥିତ ମାମୁଁ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ କରୁଛି  । ତେବେ କେଉଁ…

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

ଭଞ୍ଜନଗର : ତେଜିଲା ଭଞ୍ଜନଗର ଜିଲ୍ଲା ମାନ୍ୟତା ଦାବି । ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ପାଳନ କରାଯାଉଛି । ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହି ବନ୍ଦ ପାଳନ ଯୋଗୁଁ…

ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ପୁରୀ : ଆଜି ହେଉଛି ଚୈତ୍ର ଶୁକ୍ଲ ଷଷ୍ଠୀ। ଏଥିପାଇଁ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା । ଏହି ରଥଯାତ୍ରାକୁ ‘ଚୈତ୍ରଗୁଣ୍ଡିଚା’ ବା ‘ସୌର-ଗୁଣ୍ଡିଚା’ କୁହାଯାଏ। ଏହି ପର୍ବ ଅନୁଯାୟୀ, ଶ୍ରୀମନ୍ଦିର ବେଢ଼ାରେ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର…