Latest Odisha News

BREAKING NEWS

Browsing Category

ଓଡିଶା

Odisha

ହଷ୍ଟେଲରେ ପରଷା ଯାଉଥିଲା ନିମ୍ନ ମାନର ଖାଦ୍ୟ, ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ

ବାଲିଗୁଡ଼ା: ନିମ୍ନ ମାନର ଖାଦ୍ୟ ନେଇ ତାତିଲେ ଛାତ୍ରୀ । ଅତିଷ୍ଠ ହୋଇ ଛାଡ଼ିଲେ ହଷ୍ଟେଲ । ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିମ୍ନ ମାନର ଖାଦ୍ୟ ପରିବେଷଣ ଅଭିଯୋଗ । ଉତ୍‌କ୍ଷିପ୍ତ ହୋଇ ହଷ୍ଟେଲ ଛାଡ଼ିଲେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ…

ରାଗିଂ ନେଇଗଲା ଜୀବନ !  ହଷ୍ଟେଲରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ

ଯାଜପୁର: ରାଗିଂ ନେଇଗଲା ଜୀବନ !  ଜୀବନ ହାରିଦେଲେ ଇଞ୍ଜିନିୟର ଛାତ୍ରୀ । ରାଗିଂ ସହି ନ ପାରି ଝୁଲିପଡିଲେ  ୩ୟ ବର୍ଷ ଇଲେକ୍ଟ୍ରିକାଲର ଛାତ୍ରୀ ରୋଜାଲି ପାତ୍ର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଯାଜପୁର ସରକାରୀ ପଲିଟେକନିକ କଲେଜର ବିରଜା ହଷ୍ଟେଲର ଜଣେ ୩ୟ ବର୍ଷ…

ନୟାଗଡ ଥାନା ଆକ୍ରମଣ ଘଟଣା: ମାଓ ନେତା ସବ୍ୟସାଚୀ ଓ ତାଙ୍କ ଦୁଇ ସହଯୋଗୀ ନିର୍ଦ୍ଦୋଷରେ ଖଲାସ

ନୟାଗଡ: ୨୦୦୮ ମସିହାରେ ନୟାଗଡ ଜିଲ୍ଲା  ପୋଲିସ  ଥାନା ଉପରେ ହୋଇଥିବା ମାଓ ଆକ୍ରମଣ ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡା ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ପ୍ରମାଣ ଅଭାବରୁ ତିନି ମାଓବାଦୀଙ୍କୁ ଛାଡ କରିଛନ୍ତି କୋର୍ଟ । ମାଓ ନେତାଙ୍କ…

ସାବତ ବାପାର ନିଷ୍ଠୁରତା: ୩ ବର୍ଷର ପୁଅକୁ କଫ ସିରଫ ବଦଳରେ ପିଆଇଦେଲା ବିଷ

ନବରଙ୍ଗପୁର: ସେ ଜନ୍ମକଲା ବାପା ନ ଥିଲା । ସେଥିପାଇଁ ବୋଧହୁଏ ଏତେ ନିଷ୍ଠୁର ହୋଇଗଲା । ୩ ବର୍ଷର ପୁଅ କାଶରେ ଛଟପଟ ହେଉଥିବାବେଳେ ତାକୁ କଫସିରଫ ବଦଳରେ ବିଷ ଦେଇଦେଲା । ଏମିତି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଂଚାୟତର ଜଡ଼ାପାରା ଅଞ୍ଚଳରେ…

ସ୍କୁଲ ଭିତରେ ଫାୟାରିଂ; ୩ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ

ୱାଶିଂଟନ: ଆମେରିକାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ୩ ଜଣ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ହୃଦୟଥରା ଘଟଣା ଘଟିଛି ଟେନେସୀ ରାଜ୍ୟର ନୈଶବିଲେ ସ୍ଥିତି ଏକ ମିଶନାରୀ ସ୍କୁଲ ଭିତରେ । ସବୁଠୁ…

ଓଡ଼ିଶାରେ ସଂଗଠନ ତିଆରି କରିବାରେ ବିଫଳ ହେଲା ବିଆରଏସ!

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ କାୟା ବିସ୍ତାର କରିବ ଏବଂ ଲୋକଙ୍କ ସ୍ୱର ହେବା ସହିତ ବିରୋଧୀ ବିଜେପି ଓ କଂଗ୍ରେସର ବିକଳ୍ପ ହେବ ପରେ ଶାସକ ଦଳ ବିଜେଡିକୁ କ୍ଷମତାରୁ ହଟାଇବ ବୋଲି ଭାରତ ରାଷ୍ଚ୍ର ସମିତିର ନେତା ଯେଉଁ ବୟାନବାଜି କରୁଥିଲେ ତାହା ଏବେ କ୍ରମଶଃ ଥଣ୍ଡା ପଡ଼ିଯାଇଛି।…

ନକଲି ସାର୍ଟିଫିକେଟ ମାମଲା, ଚେର ଲମ୍ବିଛି ସାରା ଦେଶରେ

ବଲାଙ୍ଗୀର: ଜିଲ୍ଲାରେ ପୋଷ୍ଟ ଅଫିସ ନିଯୁକ୍ତି ବେଳେ ଧରାପଡ଼ିଥିବା ନକଲି ଶିକ୍ଷାଗତ ପ୍ରମାଣପତ୍ର ରାକେଟ୍ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିଛି। ନକଲି ସାର୍ଟିଫିକେଟ୍ ଓ ମାର୍କସିଟ୍ ଦୁର୍ନୀତି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଏହା ବ୍ୟାପିବାରେ ଲାଗିଛି। କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏକ…

ରାଜ୍ୟରେ ୧୮ ହଜାର ୨୬୮ ଜଣ ବ୍ୟକ୍ତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିଛନ୍ତି, କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ଓଡ଼ିଶାରେ ୧୮ ହଜାର ୨୬୮ ଜଣ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ବନ୍ଧୁକ ରଖିବାକୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଦିଆଯାଇଛି। ରାଜ୍ୟ ସରକାର ଏହି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଯୋଗାଇ ଦେଇଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୧ ହଜାର ୩୨୭ ଜଣ ହେଉଛନ୍ତି ଖଣିଜ ସମ୍ପଦ ସମୃଦ୍ଧ କେନ୍ଦୁଝର…

ବଳକା ଚାଉଳ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ରାଜ୍ୟରୁ ବଳକା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାନଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରୁ ୨୦ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ…

ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଞ୍ଚାଅ ଦାବିରେ ବିଭିନ୍ନ ରାଜନୈତିକ ଦଳର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ପାଇଁ ଏକାଠି ହେଲେ ବିରୋଧୀ ଦଳ । ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ଲଗାତର ଭାବରେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି । ବିଜେପି ସରକାର ଏବଂ ଏହାର ନେତୃବୃନ୍ଦ କ୍ରମାଗତ ଭାବରେ ସମ୍ବିଧାନକୁ ଆକ୍ରମଣ…