Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସର ତରୁଣ ପାଣ୍ଡେ; ବିଜେପି ଓ ବିଜେଡି କେବେ ଭରିବେ…

ଝାରସୁଗୁଡ଼ା: ମେ ୩୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି(ଏପ୍ରିଲ ୧୫) କଂଗ୍ରେସ ପ୍ରାର୍ଥି ତରୁଣ ପାଣ୍ଡେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ତରୁଣଙ୍କ…

ରାସ୍ତା ତଳକୁ ଖସିଲା ବସ୍‌ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କାମାକ୍ଷାନଗର: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଛି । ସୌଭାଗ୍ୟବଶତଃ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା…

୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌, ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ସକାଳୁ ସକାଳୁ ଭାଜି ହେଲାଣି ଓଡ଼ିଶା । ଆଜି ବି ତାତିରୁ ମିଳିବନି ତ୍ରାହି । କାଲିଠୁ ମିଳିପାରେ ଆଶ୍ୱସ୍ତି । ୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌ । କମିବ ଗ୍ରୀଷ୍ମ ପ୍ରକୋପ ।  ଗତ ୨୪ ଘଣ୍ଟାରେ ଉତ୍ତପ୍ତ ସହର ଭାବେ ରେକର୍ଡ ଭାଙ୍ଗିଛି ବାରିପଦା । ଆଜି ହିଟ୍‌ ଓ୍ୱେଭ୍‌ ନେଇ…

ସମ୍ବଲପୁରରେ ଶୋଭାଯାତ୍ରା ସାରି ଫେରିବା ବେଳେ ଯୁବକଙ୍କୁ ହତ୍ୟା ଅଭିଯୋଗ

ସମ୍ବଲପୁର: ସହର ଭିତରେ ବ୍ୟାପକ ପୋଲିସ ମୁତୟନ ଥାଇ ଜଣେ ଯୁବକ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସଂଧ୍ଯାରେ ସହର ହିତରେ ଚାଲିଥିବା ହନୁମାନ ଜୟନ୍ତୀ ଦେଖି ଫେରିବା ବାଟରେ ଚନ୍ଦ୍ରମଣି ମିର୍ଦ୍ଦା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଘର ବଡସିଂହାରୀ ଗାଁର ବୋଲି…

ଶ୍ରମମନ୍ତ୍ରୀଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହେଲେ ଦଳୀୟ ମହିଳା ନେତ୍ରୀ, ପୋଲିସ ସ୍ପଷ୍ଟ କରୁନି ଏତଲା ବାବଦରେ

ଭୁବନେଶ୍ୱର: ଶ୍ରମ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦଳର ଜଣେ ମହିଳା ନେତ୍ରୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରାଜଧାନୀର ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗୁରୁବାର ମହିଳା ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ମନ୍ତ୍ରୀଙ୍କ…

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ କର୍ଫ୍ୟୁ: ଘରୁ ବାହାରିବାକୁ ମନା, ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ରାଲି ପାଖରୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁର ସହରରେ ଶେଷରେ କର୍ଫ୍ୟୁ ଲାଗୁ ହୋଇଛି। ଆଜି ରାତି ୧୨ଟାରୁ ୪୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ଜିଲ୍ଲା ପ୍ରଶାସନ ଏହି କର୍ଫ୍ୟୁ ଲାଗୁ କରିଥିବା ଏସପି ସୂଚନା ଦେଇଛନ୍ତି। ଘରୁ ବାହାରିବା…

ସୋଆର ଗବେଷକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ (ହୀରକ ଜୟନ୍ତୀ) ପାଳନ ଅବସରରେ ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ତଥା ଗବେଷଣା କ୍ଷେତ୍ରରେ…

ଜି-୨୦ ଜନ ଭାଗିଦାରୀ: ସୋଆରେ ଫୁଡ୍ ଫେଷ୍ଟିଭାଲ୍ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦିନ ଏକ ଫୁଡ୍‌ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତିରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମାନଙ୍କ ଦ୍ୱାରା…

ବ୍ରାଉନସୁଗାର ବେପାର ବେଳେ ବସ୍ତିରୁ ୨ ଭାଇଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ସାଲିଆସାହି ବସ୍ତିରୁ କମିଶନରେଟ୍ ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ଦୁଇ ଭାଇ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ମୈତ୍ରୀ ବିହାର ପୋଲିସ ଏକାମ୍ରଶ୍ୱର ପ୍ରକଳ୍ପ…

ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ ବିଭାଗର ଯନ୍ତ୍ରୀ, ମାଡ଼ି ବସିଲା ସିବିଆଇ

ସମ୍ବଲପୁର: ସମ୍ବଲପୁରରେ ସିବିଆଇ ରେଡ୍ । ଶୁକ୍ରବାର ସିବିଆଇର ଏକ ଟିମ୍ ସମ୍ବଲପୁରରେ ଚଢ଼ାଉ କରିବା ସହ ଲାଞ୍ଚ ନେବା ବେଳେ ଡାକ ବିଭାଗର ଜଣେ କର୍ମଚାରୀଙ୍କୁ ହେପାଜତକୁ ନେଇଛି । ଡାକ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବାବୁ ଜଣଙ୍କ ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…