Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନଙ୍କୁ ଭେଟିଲେ, ବିଜୁବାବୁଙ୍କ କଥା ମନେ ପକାଇଲେ…

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ସାକ୍ଷାତ, ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ମମତା ଓଡ଼ିଶା ଆସିଥିବାରୁ ସେ ଖୁସି । ପଡ଼ୋଶୀ…

ବିଜେପିର ନୂଆ ଫଣ୍ଡା, ଆନୁଗତ୍ୟ ନୁହେଁ ପ୍ରଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ସଜାଡି ହେଉଛି ବିଜେପି। ସୁନୀଲ ବଂଶଲ ବିଜେପିର କ୍ଷେତ୍ରିୟ ପ୍ରଭାରୀ ଦାୟୀତ୍ୱ ନେବା ସହ ଜୟନାରାୟଣ ବିରୋଧୀ ଦଳ ନେତା ପଦ ସମ୍ଭାଳିଛନ୍ତି। ଏବେ ଆଉ ଜଣେ ପୁରୁଖା ଅନୁଭବୀ ନେତା ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ପଦ ମଣ୍ଡନ କରିଛନ୍ତି। ବଂଶଲ ପ୍ରଭାରୀ…

ଅପରିବର୍ତ୍ତିତ ରହିଲା ବିଦ୍ୟୁତ୍ ଦର, ଧାର୍ଯ୍ୟ ସମୟରେ ଦେୟ ଦେଲେ ୟୁନିଟ୍ ପିଛା ୧୦ ପଇସା ରିହାତି

ଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ବିଦ୍ୟୁତ୍ ଦର ବୃଦ୍ଧି କରି ନାହାଁନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖା ଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା…

ସଭାପତି ବଦଳିଲେ ଦଳର ଭାଗ୍ୟ ବଦଳେନି-ସୌମ୍ୟ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ମନମୋହନ ସାମଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମଲଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି । ଦଳର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଇଥିବାବେଳେ  ୨୦୧୪କୁ ଦୃଷ୍ଟିରେ ରଖି ଦଳ ଏପରି…

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଖୋର୍ଦ୍ଧା ୟୁନିଟରେ କର୍ମୀ ନିଯୁକ୍ତି: ଦେଖନ୍ତୁ, କିଏ ପାଇଲା କେଉଁ ପଦବୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର ଖୋର୍ଦ୍ଧା ୟୁନିଟର ନବୀକରଣ କରିଛନ୍ତି । ଦଳ ସୁପ୍ରିମୋ ଦଳୀୟ କର୍ମୀଙ୍କୁ ବିଭିନ୍ନ ପଦବୀରେ ନିଯୁ୍କ୍ତି ଦେଇଛନ୍ତି ।  ଆଜି ଏକ ପ୍ରେସ ରିଲିଜରେ ନବ ନିଯୁକ୍ତ କର୍ମୀଙ୍କ ତାଲିକା ପ୍ରକଶ କରାଯାଇଛି ।…

ଗଞ୍ଜାମ ଯିବେ ନବୀନ ! ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମିଶନ ଶକ୍ତି ଗୋଷ୍ଠୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ବାଣ୍ଟିବେ…

ଭୁବନେଶ୍ବର : ପୁଣିଥରେ ଗଞ୍ଜାମ ଜିଲ୍ଲାକୁ ପ୍ରକଳ୍ପ ସମ୍ଭାର ଭେଟି ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ଗସ୍ତ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି…

ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାରେ ବର୍ଷା: ସତର୍କ ସୂଚନା ଜାରି କଲା ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା  । ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୦ଟି ଜିଲ୍ଲା ପାଇଁ ଘଡଘଡି ସହ ବର୍ଷା…

ହାତୀ ମୃତ୍ୟୁ ନେଇ ଧର୍ମେନ୍ଦ୍ରଙ୍କ ଉଦବେଗ, ନବୀନ ଓ ଭୂପେନ୍ଦରଙ୍କୁ ଚିଠି

ଭୁବନେଶ୍ବର : ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାସ କରି ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ସମେତ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ…

ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: ବଦଳିଲେ ରାଜ୍ୟ ବିଜେପି ସଭାପତି । ଏବେ ଓଡ଼ିଶାରେ ବିଜେପିର  ମଙ୍ଗ ଧରିବେ ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ । ମନମୋହନଙ୍କୁ ଏହି ପଦରେ ନିଯୁ୍କ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି  ନଡ୍ଡା । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ…

ମହାନଦୀ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ; ୪ଟା ଯାଏ ମୁଲତବି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ । ମହାନଦୀ ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ଦଳଙ୍କ ନାରାବାଜିରେ କମ୍ପିଲା ଗୃହ । ଉଭୟ କଂଗ୍ରେସ ଓ ବିଜେପି ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି କରିଥିଲେ ।…