Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ତ୍ରୀକୁ ହତ୍ୟା କରିବା ପରେ ଉଲଗ୍ନ କରି ପୂଜାର୍ଚ୍ଚନା କଲା ପିଶାଚ ସ୍ୱାମୀ

କାମାକ୍ଷାନଗର : ଶିବରାତ୍ରୀରେ ତନ୍ତ୍ର ପାଇଁ ବଳି ପଡିଲା ସ୍ତ୍ରୀ । ପିଶାଚ ସ୍ୱାମୀର ନାରକୀୟ କାଣ୍ଡ । ଢେଙ୍କାନାଳ ତନ୍ତ୍ର ସାଧନା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଲା ପିଶାଚ ସ୍ୱାମୀ । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଘଟିଛି । ସ୍ତ୍ରୀକୁ ହତ୍ୟା କରିବା…

ଜେନେରେଟର ଧୂଆଁରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ମୋହନା : ଜାଗରରେ ଘଟିଗଲା ବଡ଼ ଅଘଟଣ  । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ  । ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣକ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍‌ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ…

ନୀଳଗିରିରେ ଚାଲିବ ଯାତ୍ରୀବାହୀ ଟ୍ରେନ୍; କେନ୍ଦ୍ର ରେଳମନ୍ତ୍ରୀଙ୍କ ପ୍ରତିଶ୍ରୁତି

ବାଲେଶ୍ୱର: ଖୁବ୍‌ଶୀଘ୍ର ବାଲେଶ୍ୱରର ନୀଳଗିରିରେ ଟ୍ରେନ୍‌ ସେବା ଆରମ୍ଭ ହେବ। ନିଳଗିରି ଦେଇ ଚାଲିବ ଯାତ୍ରୀବାହୀ ଟ୍ରେନ୍‌। ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଳିଗରିରେ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳ ମନ୍ତ୍ରୀ ଅଶ୍ୱିନୀ…

ପ୍ରେମିକ ସହ ଫେରାର ହେଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ବଲାଙ୍ଗିର : ବାଜୁଥିଲା ବାଜା, ଫୁଟୁଥିଲା ବାଣ । ଉତ୍ସବ ମୁଖର ଥିଲେ ପୂରା ପରିବାର । ବିବାହ କରିବା ପାଇଁ ବରଯାତ୍ରୀ ନେଇ ଆସିଥିଲେ ବର। ହସ ଖୁସୀରେ ବାହାଘର ବି ସରିଲା ଭୋଜି ଭାତ ବି ହେଲା । ହେଲେ ରାତି ପାହିଲେ କନ୍ୟାକୁ ଧରି ବର ଗାଁ କୁ ଫେରିଥାନ୍ତେ । କିନ୍ତୁ ଘରୁ ବିଦାୟୀ ନେବା…

ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ ରାୟ: ଚାର୍ଟାଡ ଆକାଉଣ୍ଟ ଡିଗ୍ରୀ ବାଣିଜ୍ୟ ସ୍ନାତକୋତ୍ତର ସହ ସମାନ

କଟକ: ହାଇକୋର୍ଟ ଏକ ଗୁରୁତ୍ୱପୁର୍ଣ ରାୟ ଶୁଣାଇ କହିଛନ୍ତି, ଚାର୍ଟାଡ ଆକାଉଣ୍ଟ (ସିଏ) ଡିଗ୍ରୀ ବାଣିଜ୍ୟ ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ ବୋଲି ଗ୍ରହଣ କରାଯିବ । ପର୍ବରୁ ୟୁଜିସି ଏହାକୁ ଗ୍ରହଣ କରୁ ନ ଥିଲା । ୨୦୨୧ ଏପ୍ରିଲ ୧୫ରେ ୟୁଜିସି ବିଜ୍ଞପ୍ତି ଅନୁସାର ସିଏ/ସିଏସ/ଆଇସିିିଡବ୍ଲୁ…

ଆଜି ମହାଶିବରାତ୍ରି; ରାତି ୧୦ଟା ସୁଦ୍ଧା ଉଠିବ ମହାଦୀପ

ଭୁବନେଶ୍ବର : ଆଜି ମହାଶିବରାତ୍ରି। ପବିତ୍ର ଜାଗର ବ୍ରତ। ଆଜି ଶିବଭକ୍ତ ଓ ଶ୍ରଦ୍ଧାଳୁମା‌ନେ ଉପବାସ ରଖି ଜାଗର ବ୍ରତ ପାଳନ କରିବେ । ଏଥିପାଇଁ ଆଜି ସକାଳୁ ସକାଳୁ ମହାଦେବଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାତିରୁ…

ହାଇକୋର୍ଟଙ୍କ ରାୟ: ରାଜ୍ୟରେ ସିଏ ଡିଗ୍ରୀ କମର୍ସରେ ସ୍ନାତକୋତ୍ତର ସହିତ ସମାନ

ଭୁବନେଶ୍ୱର: ୨୦୨୧, ଏପ୍ରିଲ ୧୫ର ୟୁଜିସି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ଚାଟାର୍ଡ ଆକାଉଣ୍ଟାଣ୍ଟ ବା ସିଏ ଡିଗ୍ରୀ ପାସ କରିଥିବା ଛାତ୍ର କମର୍ସ ବା ବାଣିଜ୍ୟରେ ସ୍ନାତକୋତ୍ତର କରିବ ସହିତ ସମାନ ବୋଲି ହାଇକୋର୍ଟ କହିଛନ୍ତି। ଜଣେ ବ୍ୟକ୍ତି ୟୁଜିସି ବିଜ୍ଞପ୍ତି ଆଧାରରେ ସିଏ ଡିଗ୍ରୀ ପାସ…

ଆଜି ପବିତ୍ର ମହାଶିବରାତ୍ରି; ୭୦୦ ବର୍ଷ ପରେ ପଡିଛି ଏପରି ଶୁଭ ମୁହୂର୍ତ୍ତ

ଆଜି ପବିତ୍ର ମହାଶିବରାତ୍ରି । ପଞ୍ଚାଙ୍ଗ ହିସାବରେ ମାଘ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ । ଦେବ ଦେବ ମହାଦେବଙ୍କର ହଜାର ହଜାର ଶ୍ରଦ୍ଧାଳୁ ଆଜି ଆଜି ମାନସିକ କରିି ବ୍ରତ ରଖିଥାନ୍ତି । ସାରା ଦିନ ଉପବାସ ରହିବା ପରେ ରାତିରେ ମହାଦୀପ ଉଠିବା ପରେ ପ୍ରସାଦ ସେବନ କରିଥାନ୍ତି । ସାରା ରାତି ବସି…

ରାଜ୍ୟରେ ନକଲି ଔଷଧ କାରବାର, ତଦନ୍ତ ପାଇଁ ବାରଣାସୀ ଯିବ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନକଲି ଔଷଧ କାରବାର ପଛରେ ରହିଛି ଅନ୍ତଃରାଜ୍ୟ ଲିଙ୍କ୍ । ନିକଟରେ ଝାରସୁଗୁଡା ଏବଂ ବରଗଡରୁ ଧରାପଡିଥିବା ନକଲି ଔଷଧ ପଛରେ ଏହି ଅନ୍ତଃରାଜ୍ୟ ଲିଙ୍କ୍ ଥିବା ଜଣାପଡିଛି। ଉତ୍ତରପ୍ରଦେଶର ବାରଣାସୀରୁ ଏହି ନକଲି ଔଷଧ କାରବାର ବ୍ୟାପିଛି ବୋଲି ଜଣାପଡିଛି। ଏବେ ଏହାର…

‘ଆୟ୍ମଷ୍ମାନ ଭାରତ’ ପରେ ‘ପିଏମ ଶ୍ରୀ’କୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଅସହମତି!

ଭୁବନେଶ୍ୱର: ସ୍ବାସ୍ଥ୍ୟ ପରେ ଶିକ୍ଷାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅସହମତି! ରାଜ୍ୟରେ ପିଏମ ଶ୍ରୀ (ପିଏମ ସ୍କୁଲସ ଫର ରାଇଜିଂ ଇଣ୍ଡିଆ) ଯୋଜନା ଲାଗୁ କରାଯାଉଛି। ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଓ ୧୬୦୦ କୋଟି ଟଙ୍କା ମିଳିବ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ…