Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟେମ୍ପଲ ସିଟିରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ମେଟ୍ରୋ ଟ୍ରେନ୍‌, ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମେଟ୍ରୋ ସିଟି ସେବା  । ମେଟ୍ରୋ ଟ୍ରେନ୍‌ ସେବା ଚଳାଚଳ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିବା ଜଣାପଡ଼ିଛି  । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା…

ଆତଙ୍କବାଦୀ ଲିଙ୍କ୍, କଟକ ସାଲେପୁରରୁ ଗିରଫ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କଟକ ସାଲେପୁରରୁ ଅଲକାଏଦା ଲିଙ୍କରେ ଗିରଫ ହୋଇଥିବା ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଦିଲ୍ଲୀର ପଟିଆଲା କୋର୍ଟ ରେହମାନ ଆତଙ୍କବାଦୀ ଲିଙ୍କରେ ଥିବା ନେଇ ସ୍ପଷ୍ଟ କରିବା ସହିତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୪ ତାରିଖରେ ଅବଦୁଲ ରେହମାନ ଦଣ୍ଡ ଘୋଷଣା କରାଯିବ। ଭାରତରୁ ଲୁଚି…

ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି: ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁ଼ଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସିଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ…

ଆପାର୍ଟମେଣ୍ଟ ଦେବା ନାଁରେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ, ଡାକ୍ତର ଗିରଫ

ବ୍ରହ୍ମପୁର: ବିଲଡର୍‌ କମ୍ପାନି ଖୋଲି ଜଣେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ କରିବା ଅଭିଯୋଗରେ ବଡବଜାର ଥାନା ପୁଲିସ ବ୍ରହ୍ମପୁରର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ମଳାଶୁଣିପେଟା ସାହିର ବାସିନ୍ଦା ଡାକ୍ତର ଡି. ଉତ୍ତମ କୁମାର। ୨୦୨୧ ଅକ୍ଟୋବର ୧ ତାରିଖରେ ବଡବଜାର ଥାନାରେ…

ଏମ୍‌ସରେ ବିରଳ ଅସ୍ତ୍ରୋପଚାର : ପଙ୍ଗୁପ୍ରାୟ ମହିଳାଙ୍କୁ ଦେଲା ନୂଆ ଜୀବନ

ଭୁବନେଶ୍ୱର: ଏମସ୍‌ରେ ବିରଳ ଅସ୍ତ୍ରୋପ୍ରଚାର । ଜଣେ ପଙ୍ଗୁପ୍ରାୟ ମହିଳାଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିରେ ସଫଳ ପ୍ରତିରୋପଣ କରିଛନ୍ତି ଡ଼ାକ୍ତରୀଦଳ । ଏଭଳି ବିରଳ ଅସ୍ତ୍ରୋପଚାର ସର୍ବଭାରତୀୟସ୍ତରରେ ଦ୍ୱିତୀୟ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ପ୍ରତିରୋପଣ ବୋଲି କୁହାଯାଉଛି…

ରାଜ୍ୟ ସରକାର କୋଟେରୀ ଦ୍ୱାରା ହାଇଜାକ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାରେ ଗଣତନ୍ତ୍ର ନାହିଁ। ରାଜ୍ୟର ଶାସନ ବ୍ୟବସ୍ଥା ଏକ କୋଟେରୀ ଦ୍ୱାରା ହାଇଜାକ ( ଅନ୍ୟଙ୍କ ଦ୍ୱାରା ନିୟନ୍ତ୍ରିତ ହେବା) ହୋଇଛି। ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବାର ଦିନକ ପରେ ଏହା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ…

ସରିଲା ଗୋପାଳର ନାର୍କୋ ଟେଷ୍ଟ, ଏଥର ସତ ସାମ୍ନାକୁ ଆସିବ ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ଶେଷ ହୋଇଛି। ହତ୍ୟା ଘଟଣାକୁ ୧୪ ଦିନ ବିତିଛି। ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଛନ୍ତି। ଆଉ ତଦନ୍ତର ତଦାରଖ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି…

ଦୀର୍ଘଦିନର ଦାବି ପୂରଣ ହେଲା: ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ୱର: ବରଗଡ଼ ଜିଲା ପାଇକମାଳ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନୀତ କରାଯାଇଛି । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବାରୁ ଗ୍ରାମବାସୀମାନେ ଏହାକୁ ସ୍ୱାଗତ କରିଛନ୍ତି ।…

ଆସୁଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ପ୍ରଥା’

ଭୁବନେଶ୍ୱର: ଆସୁଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ପ୍ରଥା’ । ଏଥିରେ ଓଡ଼ିଆ ଘରର ଚଳଣୀ ଓ ପରମ୍ପରା ପ୍ରତିଫଳିତ ହୋଇଛି । ସିନେମାଟି ମୌଳିକ କାହାଣୀ ଉପରେ ପର୍ଯ୍ୟବେଷିତ ହେଉଥିବାରୁ ଏହା ଦର୍ଶକଙ୍କ ଗ୍ରହଣୀତା ହେବ ବୋଲି ପ୍ରଡ଼କ୍‌ସନ ହାଉସ ପକ୍ଷରୁ ଜଣାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ…

ହାଲ କର୍ମଚାରୀ ହନିଟ୍ରାପର ଶିକାର; ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

କୋରାପୁଟ: ହନିଟ୍ରାପର ଶିକାର ହୋଇ ଡାଟା ଲିକ କରୁଥିବା ଅଭିଯୋଗ, କୋରାପୁଟ ହାଲର ଦୁଇ କର୍ମଚାରୀଙ୍କୁ ଉଠାଇନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ସକାଳଠୁ ଦୁଇ କର୍ମଚାରୀଙ୍କୁ ଉଠାଇ ନେଇ କୌଣସି ଅଜ୍ଞାତସ୍ଥାନରେ ସିବିଆଇ ଜେରା କରୁଥିବା ସୂଚନା ରହିିଛି। ୨ କର୍ମଚାରୀ ହେଲେ…