Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ନବ ଦାସଙ୍କ ଦ୍ୱାଦଶାହ ସଭା ନାଁରେ ବିଜେଡି ରାଜନୈତିକ ସମାବେଶ କରିଛି’

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତାଙ୍କ ନାପସନ୍ଦ। ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସମାବେଶ ଶ୍ରଦ୍ଧାଞ୍ଜଳି ସଭା ନୁହେଁ ବରଂ ଏହା ଏକ ଦଳୀୟ ସମାବେଶ ବୋଲି ବିଜେପିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର…

ତିର୍ତ୍ତୋଲ ବିଧାୟକଙ୍କ ସହ ଭାଇରାଲ ହେଉଥିବା ଏ ମହିଳା ଜଣଙ୍କ ପୁଣି କିଏ?

ଜଗତସିଂହପୁର: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ପ୍ରେମିକା ସୋମାଲିକାଙ୍କୁ ନେଇ ବିବାଦ ଘେରରେ ଛନ୍ଦି ହୋଇଥିବା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅଙ୍କର ଆଉ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ବିଧାୟକ ଏବଂ ଅନ୍ୟ ଜଣେ ଯୁବତୀ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଦେଖିବାକୁ…

ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଏବେ ଅଧିକ ଶୀଘ୍ର ହୋଇଯିବ: ହାଇକୋର୍ଟ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଦାୟର ହୋଇଥିବା ପିଆଇଏଲ ବା ଜନସ୍ବାର୍ଥ ମାମଲାରେ ହାଇକୋର୍ଟ କହିଛନ୍ତି, ଏବେ ତଦନ୍ତକୁ ମାତ୍ର ୧୧ ଦିନ ହୋଇଛି। ତେଣୁ ଏବେ କେନ୍ଦ୍ରୀୟ ତଦନ୍ତ ନିର୍ଦ୍ଦେଶ ଦେବା ଅତି ଶୀଘ୍ର ହୋଇଯିବ। ଭାରତୀୟ ବିକାଶ ପରିଷଦ ଦ୍ୱାରା ଦାୟର ହୋଇଥିବା ଜନସ୍ୱାର୍ଥ…

କୋଟିଆରେ ପୁଣି ପଶିଲା ଆନ୍ଧ୍ର, ଲୋକଙ୍କୁ ଯୋଜନା ବିଷୟରେ କହିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । ବିବାଦୀୟ ଗ୍ରାମପୁଞ୍ଜ କୋଟିଆରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନ ଦୋରା ଜନସଭା କରିଛନ୍ତି । କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଜନସଭା କରି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ଯୋଜନା ବିଷୟରେ କହିଛନ୍ତି ପି. ରାଜନ୍ନ ଦୋରା । ତେବେ ଏହା…

ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଆସାମରୁ ଗିରଫ କଲା STF

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫ୍ ଆସାମରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି । ଗିରଫ ଜଣଙ୍କ ସଲିମ ଅହମ୍ମଦ ଘର ମଣିପୁରର ଇମ୍ଫାଲରେ । ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।…

ଗାଁ ଦାଣ୍ଡରେ ଖେଳୁଥିଲା କୁନିପୁଅ, ଚଢିଗଲା ଟ୍ରାକ୍ଟର

ଢେଙ୍କାନାଳ:ମୃତ୍ୟୁ କେତେବେଳେ ଓ କେମିତି ଆସେ କେହି କହିପାରନ୍ତି ନାହିଁ ।  ଯେ କୌଣସି ମୂହୁର୍ତ୍ତରେ ଯେ କୌଣସି ସ୍ଥାନରେ  ଆସି ପହଞ୍ଚିଯାଏ  ମୃତ୍ୟୁ । ମୃତ୍ୟୁ କେବେ ଦେଖେନି ସ୍ଥାନ, କାଳ, ପାତ୍ର । ମୃତ୍ୟୁ ଆସେ ଅତର୍କିତ । ଏଠି ବି ଏମିତି ଅଚାନକ ଆସିଥିଲା, ଗାଁ ଦାଣ୍ଡରେ ବାଲି ଖେଳରେ…

ଆଉ ୨ ଦିନ ଘନ କୁହୁଡ଼ି, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୋର୍ ସମୟରେ ଘନ କୁହୁଡ଼ି ଦେଖା ଯାଉଛି । ଆସନ୍ତା ୨ ଦିନ ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ କୁହୁଡ଼ି ଦୃଶ୍ୟମାନ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ବେଆଇନ ଗିରଫଦାରୀ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି, ଆଇଆଇସି 

କଟକ:ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି  ଓ ଟାଉନ ଥାନା ଆଇଆଇସି । ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବେଆଇନ ଗିରଫଦାରୀ ଅଭିଯୋଗ ନେଇ ଦାୟର ମାମଲାରେ କୋରାପୁଟ ଡିଏସପି ଓ ଟାଉନ ଥାନା ଅଧିକାରୀଙ୍କୁ ହାଜର ହେବା ପାଇଁ କୁହାଯାଇଛି ।…

ବାପାଙ୍କ କଥା ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ନବ ଦାସଙ୍କ ଝିଅ ଦୀପାଳି

ଝାରସୁଗୁଡା: ‘ଯେତେବେଳେ ଷ୍ଟେଜ ଉପରକୁ ଆସୁଥିଲି, କିଛି କହୁଥିଲି,  ସବୁବେଳେ ବାପା  ମୋ ପଛରେ ବସି ମୋତେ ହାତ ଦେଖାଇ ଉତ୍ସାହିତ କରୁଥିଲେ । ହେଲେ ଆଜି ମୁଁ କହୁଛି, କିନ୍ତୁ ପଛରେ ନାହାନ୍ତି…’ଶ୍ରଦ୍ଧାଞ୍ଜଳି ସଭାରେ ବାପାଙ୍କୁ ମନେ ପକାଇ କାନ୍ଦି ପକେଇେଲ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ…

ଭିନ୍ନକ୍ଷମ ସତ୍ତ୍ୱେ ସାଜିଛନ୍ତି ସକ୍ଷମ, ଅଭାବ ଅନଟନ ଭିତରେ ବି ଜିତି ଚାଲିଛନ୍ତି ଦୁଇ ଭାଇ

ନବରଙ୍ଗପୁର: ଅନେକ ମଣିଷ ଅଛନ୍ତି, ଯେଉଁମାନେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ଭାଙ୍ଗି ପଡିଥାନ୍ତି । ହେଲେ ଏ ଦୁଇ ଭାଇଙ୍କୁ ଦେଖନ୍ତୁ ।  ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ  । ଦୁଇ ଭାଇ ଭିନ୍ନକ୍ଷମ ହୋଇ ବି ହାରି ନାହାନ୍ତି, ମୁଣ୍ଡ ନୁୃଆଇଁ ନାହାନ୍ତି । ସେମାନେ ଭିନ୍ନକ୍ଷମ ହେଲେ ମଧ୍ୟ…