Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବ ଦାସ ହତ୍ୟା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ଗୋପାଳ ହେଉଛି ସୁଟର, ହ୍ୟାଣ୍ଡଲର କିଏ ? ନବ ଦାସଙ୍କୁ ହତ୍ୟା ପଛର ନାୟକ କିଏ ? କାହା ପ୍ରରୋଚନାରେ ଏତେ ବଡ଼ ହତ୍ୟାକାଣ୍ଡ ଘଟିଲା ତାହା ମୁଖ୍ୟ । ଗୋପାଳ ତ ମାନିଛି ସେ ମାରିଛି । ହେଲେ କାହିଁକି ମାରିଲା, କାହା ପ୍ରରୋଚନାରେ ମାରିଲା କହି ପୋଲିସ ଓ କ୍ରାଇମବ୍ରାଞ୍ଚକୁ ସମାଲୋଚନା…

ନବ ଦାସ ହତ୍ୟାର ୧୦ ଦିନ ପରେ କ୍ରାଇମ ସ୍ପଟକୁ ଗଲେ ଡିଜିପି: କହିଲେ-ତଦନ୍ତ ପାଇଁ ସମୟ ଲାଗିବ

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୧୦ ଦିନ ବିତି ଗଲାଣି ।  ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି,   ରୋଚକ ମୋଡ ନେଉଛି ଘଟଣା । କିନ୍ତୁ ସତ ବାହାରୁନି । ଗତକାଲି ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ଗୋପାଳ ଦାସ ହତ୍ୟାର ଡେମୋ ଦେଖାଇଥିଲା ।   ହତ୍ୟାର ୧୦ ଦିନ ପରେ କ୍ରାଇମ ସ୍ପଟକୁ…

ନିଆରା ନେତା: ନିର୍ବାଚନ ସମୟରେ ଦେଇଥିବା କଥା ରଖିଲେ

ଭବାନୀପାଟଣା: କଥା ଦେଇଥିଲେ, କଥା ରଖିଲେ । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ । ନେତାଙ୍କର ଏ କାମକୁ ଦେଖିବା ପରେ ଜନତା ବି ଭାରି ଖୁସି । ଅନେକ ଦିନର ସମସ୍ୟାର ସମାଧାନ ତ ହେଲା ।  ହେଲେ ସେ ବାଛିଥିବା ବ୍ୟକ୍ତି ଯେ ପ୍ରକୃତରେ ଜଣେ ସଚ୍ଚା ନେତା.. ଏହା ତାଙ୍କ ଖୁସିକୁ ଦ୍ୱିଗୁଣିତ କରି…

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ରହିଛି ଏହିସବୁ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବ୍ରୁଆରି ୧୦ ଓ ୧୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ସଚିବାଳୟ ‘ପର୍ସନାଲ୍‌ ସେଲ୍‌’ ପକ୍ଷରୁ ଜାରି ହୋଇଥିବା ଗସ୍ତ ସୂଚୀରେ ଏହି ସୂଚନା…

ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ବର : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି । ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।…

ବ୍ରହ୍ମପୁରରେ ପୁଣି କ୍ରାଇମ୍‌‌ ବ୍ରାଞ୍ଚ

ବ୍ରହ୍ମପୁର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ଘରେ ପୁଣି ଥରେ ପହଞ୍ଚିଛି କ୍ରାଇମ୍‌‌ ବ୍ରାଞ୍ଚ। ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡିସ୍ଥିତ ପୈତୃକ ଘରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଛି କ୍ରାଇମ୍‌‌ ବ୍ରାଞ୍ଚର…

କାହିଁକି ରାଜ୍ୟରେ ବଢୁଛି ବିଜୁଳି ଦର? ଗୁମର ଖୋଲିଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ରାଜ୍ୟରେ ଲଗାତର ବିଜୁଳି ଦର ବଢି଼ ଚାଲିଛି। ଏହା ପଛର ଗୁମର ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ। ସେ କହିଛନ୍ତି, ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ, ଓଡ଼ିଶା କୋଲ୍ ଆଣ୍ଡ ପାୱର ଲିମିଟେଡ଼ କୋଇଲା ଆବଂଟନ ଓ ବ୍ୟବହାରର ସମସ୍ତ ସର୍ତ ଉଲଘଂନ…

ବିଏମସି ସ୍ମାର୍ଟ ସିଟି ଲିମିଟେଡ୍ ପାଇଲା ନୂଆ ଅଫିସ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପାଇଲା ନୂଆ ଅଫିସ। ରାଜଧାନୀ ସ୍ଥିତ ସତ୍ୟନଗର ଅଞ୍ଚଳରେ ଥିବା ପ୍ରତିଷ୍ଠିତ BMC-ICOMC ବିଲ୍ଡିଂକୁ ସ୍ଥାନାନ୍ତରିତ ହୋଇଛି ନୂଆ ଅଫିସ। ଏହି 12 ମହଲା କୋଠାର 5ମ ମହଲାରେ ବିଏମସି ଅଫିସ ରହିବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ…

ଗୋପ ମାଟିତଳୁ ତେଲ ବାହାର କରିବାକୁ ଲାଗିଲା ରିଗ୍ ମେସିନ୍

କୋଣାର୍କ: କୋଣାର୍କ ନିକଟ ପୁରୀ ଗୋପ ବ୍ଲକ ଅନ୍ତର୍ଗତ କୁସୁପୁର ଠାରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସର ଅନୁଧ୍ୟାନ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏକ ତୈଳ ରିଗ ମେସିନ୍ ସ୍ଥାପନ ବସାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରିଗ ମେସିନକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଅତ୍ୟାଧୁନିକ…

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ଆସିନି: ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓଡ଼ିଶା ସରକାର କୌଣସି ପ୍ରସ୍ତାବ ଦେଇ ନାହାନ୍ତି। ବରଗଡ ସାଂସଦ ସୁରେଶ ପୂଜାରୀ ଏ ନେଇ ଲୋକସଭାର ଶୂନ୍ୟକାଳରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ଆଇନ ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି,…