Latest Odisha News

BREAKING NEWS

Browsing Category

ଓଡିଶା

Odisha

୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନ୍‌ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟର…

ପୂରଣ ହେବ କି ଭାରତର ୪୮ ବର୍ଷର ସ୍ୱପ୍ନ ?

ଭୁବନେଶ୍ୱର: ଆଉ ମାତ୍ର ୩ ଦିନ । ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ୨୦୧୮ ହକି ବିଶ୍ୱକପ୍ ପରେ ଓଡ଼ିଶାରେ ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଖେଳ ହେବାକୁ ଯାଉଛି । ବିଶ୍ୱର…

ଗ୍ରୋସରି ଡିଷ୍ଟ୍ରିବ୍ୟୁଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

ଢେଙ୍କାନାଳ: ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାମ୍ନାରେ । ଜଣେ ଗ୍ରୋସରି  ଡିଷ୍ଟ୍ରିବ୍ୟୁଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟି…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହଦଗଡ଼ ପର୍ଯ୍ୟଟନ କ୍ଷେତ୍ର

ଆନନ୍ଦପୁର : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ପର୍ଯ୍ୟଟନ କ୍ଷେତ୍ର । ସତେ ଯେପରି ନୀଳ ଜଳରାଶିରେ ଆକାଶ ସହିତ ପାହାଡ ଓ ଡ୍ୟାମର ମିଳନ ହୋଇଛି । ପ୍ରକୃତିର ଏହି ମଜା ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସନ୍ତି । ସୂଚନା ଅନୁଯାୟୀ,…

ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ପାଇଁ ବିପଦପୂର୍ଣ୍ଣ ଯାତ୍ରା, ଭରା ନଦୀରେ ଖଟିଆରେ ବୁହା ହେଲେ ରୋଗୀ

ରାୟଗଡ଼ା : ଗାଁ କୁ ନାହିଁ ମୌଳିକ ସୁବିଧା। ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଗାଁ ଲୋକେ । ଖଟିଆରେ ବୁହା ହେଉଛନ୍ତି ରୋଗୀ । ବିପଦପୂର୍ଣ୍ଣ ଭାବେ ନଦୀରେ ହେଉଛନ୍ତି ପାର୍‌ । ପୁଣି ରାୟଗଡ଼ାରୁ ସାମ୍ନାକୁ ଆସିଲା ଏପରି ବିକଳ ଚିତ୍ର । ଯନ୍ତ୍ରଣାରେ ଛଟପଟ ହେଉଛି ରୋଗୀ। ସ୍ୱାସ୍ଥ୍ୟ…

ଆସନ୍ତୁ ଜାଣିବା କାଳିଆର ପୁଷ୍ପଶୃଙ୍ଗାର ଓ ନାକଚଣା ରହସ୍ୟ

ପୁରୀ: ଶୃଙ୍ଗାରପ୍ରିୟ ଆମ କଳାଠାକୁର ।ଶୃଙ୍ଗାରରେ ତାଙ୍କର ଭାରି ଆଦର।କଳାଠାକୁରଙ୍କ ଦିନଚର୍ଯ୍ୟାରେ ଯୋଡି ହୋଇଥାଏ ଦିନର ଅନ୍ତିମ ବେଶ ବଡ଼ସିଂହାର ବେଶ ବା ବଡ଼ଶୃଙ୍ଗାର ବେଶ ।ରାତିରେ ଚନ୍ଦନ ଲାଗି ନୀତି ପରେ ବଡ଼ସିଂହାର ବେଶରେ ନାନାଦି ପୁଷ୍ପ ଅଳଙ୍କାରରେ ସଜେଇ ହୁଅନ୍ତି ବଡ଼…

ବିଡା ବିଡା ଟଙ୍କା ଧରି ଯାଉଥିଲେ ବାବୁ, ମାଡି ବସିଲା ଭିଜିଲାନ୍ସ

ରାୟଗଡ଼ା: ରଖିଥିଲେ ବିଡା ବିଡା କଳା ଟଙ୍କା । ଘରେ ଯେତିକି ବାହାରେ ବି ସେତିକି । କଳା ବ୍ୟାଗରେ କଳା ଟଙ୍କାକୁ ଭର୍ତ୍ତି କରି ଅନ୍ଧାର ରାତିରେ ଯାଉଥିଲେ ବାବୁ । ତଥାପି ଧରାପଡିଗଲେ । ମାଡ଼ି ବସିଲା ଭିଜିଲାନ୍ସ । ବ୍ୟାଗରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା । ଏମିିତି ଘଟଣା ସାମ୍ନାକୁ ଆସିଛି…

ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ । ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ।ନବ ନିର୍ମାଣ କୃଷକ ସଂଗଠନର ଶତାଧିକ କୃଷକ ଏକତ୍ରିତ ହୋଇ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଛନ୍ତି । ଫଳରେ ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।…

ଅର୍ଚ୍ଚନା ନାଗ ମାମଲା; ଚାର୍ଜସିଟ୍ ଦାଖଲ କରିବ ଇଡି

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍‌ ଦାଖଲ କରାଯିବ । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିବ । ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରାଯିବା ନେଇ ସୂଚନା ରହିଛି । ଏଥିସହ  ଜେରା ସମୟରେ…

ଶ୍ରୀନହରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ପୁରୀ: ଶ୍ରୀନହରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ । ଏଥିପାଇଁ ଶ୍ରୀନହରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ କରାଯିବା ସହ…