Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫାଙ୍କା ଗୁଳି ଫୁଟାଇ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ସୁନା

କାମାକ୍ଷାନଗର(ହରେକୃଷ୍ଣ ରାଉତ):  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ୍ୟବ୍ୟାଙ୍କରୁ ବଡ ଧରଣର ଲୁଟ୍ ।  ମହାବିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୧ କୋଟିର ସୁନା ଏବଂ ୫ ଲକ୍ଷ ନଗଦ ଟଙ୍କାଲୁଟି ନେଇଛନ୍ତି ଦୁୃର୍ବୃତ୍ତ । ଦିନ ଦ୍ୱିପହରରେ ଫାଙ୍କା ଗୁଳି ଫୁଟାଇ ବ୍ୟାଙ୍କ ଲୁଟି ନେଇ…

ଗୋପାଳଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ; ଏଇଠି ଲୁଚିଛି କି ହତ୍ୟା ରହସ୍ୟ ?

ଝାରସୁଗୁଡା: ପୂ୍ର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । ଆଜି ଗୋପାଳଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ ବ୍ରଜ ରାଜରାଜନଗର  ଯାଇଛି । ସେଠାରେ ଗୋପାଳ ଦାସଙ୍କୁ ତାଙ୍କ ସରକାରୀ ବାସଭବନକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା  କରିଛି…

ବିଶ୍ୱାସ ନଥିବା କହି PSO ଫେରାଇଲେ ଜୟ ନାରାୟଣ, ବିଜେଡି କଲା ତାତ୍ସଲ୍ୟ

ଭୁବନେଶ୍ୱର: ASIଙ୍କ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସରକାର ଯୋଗାଇଥିବା ପିଏସଓ (ବ୍ୟକ୍ତିଗତ ସୁରକ୍ଷା କର୍ମୀ)ଙ୍କୁ ନେଇ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି । ଖାଲି ପ୍ରଶ୍ନ ଉଠାଇ ନାହାନ୍ତି, ଆବଶ୍ୟକତା ନଥିବା କହି ସରକାର ଯୋଗାଇ ଦେଇଥିବା ପିଏସଓଙ୍କୁ ଫେରାଇ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ଆରମ୍ଭ

ଭୁବନେଶ୍ୱର/ ବ୍ରହ୍ମପୁର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ  ଗାଇଡ୍‌ଲାଇନ୍ ଅନୁସାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ଓଟିଏସ୍ (ଏକକାଳୀନ ସମାଧାନ ଯୋଜନା)  ଆରମ୍ଭ କରାଯାଇଛି । ଏହି ଯୋଜନାରେ ଦକ୍ଷିଣ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଡିଜିପି କହିଲେ ‘ଟିକେ ସମୟ ଲାଗିବ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ଡିଜିପି ସୁନୀଲ ବଂଶଲ କହିଛନ୍ତି, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ…

ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’

ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଦେଶରେ ଚହଳ ସୃଷ୍ଟି ପରେ ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’।  ଏହି ଚଳଚ୍ଚିତ୍ରଟି ଓଡିଶା ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ନିର୍ମିତ।  ଚଳଚ୍ଚିତ୍ରର ଜବରଦସ୍ତ ପ୍ରଦର୍ଶନ ପରେ ଦର୍ଶକମାନେ ଏହାର ହିନ୍ଦୀ ସଂସ୍କରଣ ପାଇଁ କ୍ରମାଗତ ଭାବରେ…

ମେଗାଲିଫ୍ଟ କେନାଲରେ ଭାସିଯାଇ ଛାତ୍ର ମୃତ

କଳାହାଣ୍ଡି: କେନାଲ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ। କଳାବାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଷଷ୍ଠ ଶ୍ରେଣୀର ଛାତ୍ର ନବୀନ ଛତ୍ରୀଆ ମେଗାଲିଫ୍ଟ କେନାଲରେ ଭାସିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା…

ବଢ଼ିପାରେ କେନ୍ଦ୍ରୀୟ ଟିକସ ବାବଦକୁ ଓଡ଼ିଶାର ଭାଗ: ଚଳିତ ଆର୍ଥିକ ବର୍ଷରେ ପାଇବ ଅଧିକ ୧୨ ହଜାର କୋଟି

ନୂଆଦିଲ୍ଲୀ: ଏଥର ବଜେଟ୍ ସବୁ ବର୍ଗକୁ ଦେଖି ତିଆରି କରାଯାଇଥିଲା ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଫେବ୍ରୁଆରୀ ୧ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବା ପରେ କିଛି ବିରୋଧୀ ନେତା ମଧ୍ୟ ଏହାକୁ ସ୍ୱାଗତ କରିଥିଲେ। ବଜେଟ୍‌ରେ ଏଥର ଅନେକ ନୂଆ…

ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର: ଶେଷରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଦାଖଲ ହୋଇଛି ୨୪ଶହ ପୃଷ୍ଠାର ଚାର୍ଜସିଟ୍ । ଖଣ୍ଡଗିରି ପୁଲିସ ଜେଏମଏଫସି-୫ କୋର୍ଟରେ ଏହି ଚାର୍ଜସିଟ୍ ଗୁରୁବାର ଦାଖଲ କରିଛି ।…

ଆଜିଠୁ ୧୦ ଜିଲ୍ଲାରେ ଖୋଲିବ ଭର୍ଚୁଆଲ ହାଇକୋର୍ଟ

କଟକ : ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍‌ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ଯ୍ୟା ଆରମ୍ଭ କରିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ…