Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ହ୍ୟୁମାନଙ୍କ ପାଖେ ନାହିଁ ମଣିଷପଣିଆ’, ଜୀବିକା ଛଡ଼ାଇବାକୁ ଚେଷ୍ଟା କରୁଥିବା କହିଲେ ଗୁଲୁଆ

ଭୁବନେଶ୍ୱର: ସ୍ୱାମୀ-ସ୍ତ୍ରୀ କଳିକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ବେଶ୍ ଚର୍ଚ୍ଚାରେ ଥିଲା । କାଉନସେଲିଂ ପରେ ସ୍ୱାମୀ, ସ୍ତ୍ରୀ ଏକାଠି ହୋଇଛନ୍ତି । ନିଜ ପରିବାର ସଜାଡ଼ି ହୋଇଥିବା ବେଳେ ହ୍ୟୁମାନ ଆଉ ଏକ ପରିବାରର ଖାଇବା ଥାଳି ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଏଭଳି କିଛି ଅଭିଯୋଗ…

କାହା ଯୋଜନା କେତେ ଭଲ ? ଚାଲିଲା ଆୟୁଷ୍ମାନ ଭାରତ-ବିଏସକେୱାଇ ଲଢେଇ

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ବିଜେଡି ଓ ବିଜେପି  । ଆୟୁଷ୍ମାନ ଭାରତ-ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ତୁଳନାତ୍ମକ ବିଚାର ବିଜେଡି ଆରମ୍ଭ କରିଥିବାବେଳେ ବିଜେପି ବିଜୁ ସ୍ୱାସ୍ଥ୍ୟ କାର୍ଡର ଦୁର୍ନୀତିକୁ ନେଇ ବିଜେଡି ସରକାରକୁ ସମାଲୋଚନା କରିଛି ।…

ଜାମିନ୍ ଆବେଦନ ଖାରଜ, ଜେଲ୍ ଗଲେ ସାଲୁଜାଙ୍କ ପୁଅ

ପାଟଣାଗଡ଼: ସିନେମା ହଲରେ ଧମକଚମକ, ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା । କଂଗ୍ରେସ ବିଧାୟକ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ଜାମିନ୍ ଆବେଦନ କୋର୍ଟ ଖାରାଜ କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସୂଚନା ଅନୁସାରେ,…

ଗୋପାଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଏବେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ବୁଧବାର ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଭାଙ୍ଗି କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳର ହାତ ଲେଖା ଟୁକୁଡ଼ା…

ତଦନ୍ତକାରୀ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଜୟ ନାରାୟଣ; କହିଲେ, ଅପରାଧୀ କରୁଛି ଅପରାଧର ତଦନ୍ତ

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ଦିନ ଯେତେ ଗଡୁଛି, ରହସ୍ୟ ସେତେ ବଢୁଛି । ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।  ହେଲେ କ୍ରାଇମବ୍ରାଞ୍ଚ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଯେଉଁମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ…

ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି ବୋଲି…

ହୁତୁହୁତୁ ହୋଇ ଜଳିଗଲା ଘର, ଗୋଟିଏ ପରିବାରର ୩ ଆହତ

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟା ପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ଗୋଟିଏ ପରିବାରର ତିନି ଜଣ  । ସୂଚନା ଅନୁଯାୟୀ,  ଇଟାଭଟା ପଡ଼ାର ଜଣକ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ହଠାତ ନିଆଁ ଲାଗିଯାଇଥିଲା  । ନିଆଁର…

ଫେବୃୟାରୀ ୨୧ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର:ଫେବୃଆରୀ ୨୧ରୁ ବସିବ ବିଧାନସଭା ବଜେଟ ଅଧିବେଶନ । ୨ଟି ପର୍ଯ୍ୟାୟରେ ଏହି ବଜେଟ ଅଧିବେଶନ ଚାଲିବ । ଫେବୃଆରୀ ୨୧ରୁ ଆରମ୍ଭ ହୋଇ  ଏପ୍ରିଲ ୬ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ୨ୟ ପର୍ଯ୍ୟାୟ ମାର୍ଚ୍ଚ…

ନବଙ୍କ ମୃତ୍ୟୁ ଖବର ଜାଣିବା ପାଇଁ ଉତ୍ସୁକ ଥିଲେ ଗୋପାଳ, ସୁରକ୍ଷା କର୍ମୀଙ୍କୁ ପଚାରି ବୁଝିଥିଲେ

ଭୁବନେଶ୍ୱର: ଅନେକ ଦିନରୁ ନବ ଦାସଙ୍କୁ ହତ୍ୟା କରିବା ପାଇଁ ବୋଧହୁଏ ସୁଯାେଗ ଖୋଜୁଥିଲେ  ଅଭିଯୁକ୍ତ ଗୋପାଳ ଦାସ  ।  ସେଥିପାଇଁ ନବଙ୍କ ପାଖେ ପାଖେ ଘୁରି ବୁଲୁଥିଲେ । ନବ ଦାସ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ସେଠରେ ତାଙ୍କର ପାଖେ ପାଖେ ଦେଖିବାକୁ ମିଳୁଥିବା ଗୋପାଳଙ୍କୁ ।  ତା’ ପୁଣି…

ମାଟିତଳୁ ଶିଶୁପୁତ୍ର ଉଦ୍ଧାର, ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା କାଣ୍ଡସରରେ ଅଭାବନୀୟ ଘଟଣା । ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ । ଅଭିଯୋଗକୁ ଆଧାର କରି ଶ୍ମଶାନରେ ପୋତା ଯାଇଥିବା ଶବକୁ ମାଟି ତଳୁ ଉଦ୍ଧାର କରିଛି ପୁଲିସ୍ । ମୃତ ଶିଶୁପୁତ୍ର ଜଣକ ହେଲେ ସ୍ବର୍ଗତ ଦିଲ୍ଲୀପ ନାଏକଙ୍କ ପୁଅ…