Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରେନରୁ ଖସି ୨ଜଣ ଆହତ, ଘଟଣାସ୍ଥଳରେ ଉତ୍ତେଜନା

ଯାଜପୁର : ଟ୍ରେନ୍‌ ଚଢ଼ିବା ସମୟରେ ଅଘଟଣ  । ଦୁଲାଖାପାଟଣା ରେଳ ଷ୍ଟେସନରେ ଟ୍ରେନ ରେ ଚଢୁଥିବା ବେଳେ ତଳକୁ ଖସିପଡି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ବଟକୃଷ୍ଣ ସେଠୀ ଏବଂ ମାମୁନି ସାହୁ  । ଆଜି ସକାଳୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା…

ମହାପ୍ରଭୁଙ୍କ ପଇତାଲାଗି ନୀତି

ପୁରୀ : ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି ସମ୍ପନ୍ନ ହେବ । ତେଣୁ ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର  । ପଇତାଲାଗି ନୀତି ପାଇଁ ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନରେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ସମସ୍ତ ରୀତିନୀତି…

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନଅଟି ଦେଶ ଭାଗନେବେ

ଭୁବନେଶ୍ବର: ମେକ୍ ଇନ୍ ଓଡିଶା ତୃତୀୟ ସଂସ୍କରଣ ଆଗାମୀ ନଭେମ୍ବର 30ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଦେଶବିଦେଶରୁ ଶିଳ୍ପପତିମାନେ ଯୋଗଦେଇ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା…

ବଢିବ ବିଧାୟକଙ୍କ ଦରମା, ଏବେ ଅଛି ମାସିକ ୯୮ ହଜାର, ହୋଇପାରେ କେତେ?

ଭୁବନେଶ୍ୱର: ବଢିବ ବିଧାୟକଙ୍କ ଦରମା । ଦରମା ବୃଦ୍ଧି ନେଇ ଦୀର୍ଘ ଦିନ ହେବ ବିଧାୟକଙ୍କ ଦାବି ରହିଛି । ଏହାରି ଭିତରେ ଦାବି ମୁତାବିକ ଓଡ଼ିଶା ବିଧାନସଭା ଉପଦେଷ୍ଟା କମିଟି ବିଧାୟକମାନଙ୍କ ଦରମା ବୃଦ୍ଧି ଦାବି ଉପରେ ବିଚାର କରୁଛି । ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ ଏହି ସୂଚନା…

ପଦ୍ମପୁର ଉପନିର୍ବାଚନ: ୨ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

ବରଗଡ଼: ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୩ ଜଣଙ୍କ ମଧ୍ୟରୁ ୨ ସ୍ୱାଧୀନପ୍ରାର୍ଥୀଙ୍କର ପ୍ରାର୍ଥପତ୍ର ନାକଚ ହୋଇଛି । ପ୍ରାର୍ଥୀପତ୍ର ଯାଂଚ ବେଳେ ଏହି ଦାଖଲ ହୋଇଥିବା ଦଲିଲରେ ତ୍ରୁଟି ଥିବାରୁ ଦୁଇ ସ୍ୱାଧୀନପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବାତିଲ ହୋଇଛି । ଏହି…

କଲେଜ ଛାତ୍ରୀଙ୍କୁ ରାଗିଂ ଓ ନିର୍ଯାତନା, ଦୃଷ୍ଟାନ୍ତମୂଳକ ଦଣ୍ଡ ଜରୁରୀ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଘଟଣା ଏବେ ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଛି । ଏଭଳି ଘଟଣାକୁ ବୁଦ୍ଧିଜୀବୀମାନେ ଅକ୍ଷମଣୀୟ ଅପରାଧ କହିବା ସହ କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି । ଅଭିଭାବକମାନେ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ କଲେଜ…

କଲେଜରେ ନିର୍ବାଚନ ବାତିଲ ନେଇ ବର୍ଷିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ରହିଛି। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏପରି କହି ସେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ଆଗାମୀ ଦିନରେ…

ପୁରୀରେ ଚଳିତ ମାସ ୨୩ ଓ ୨୪ରେ ଆୟୋଜିତ ହେବ କ୍ଷୁଦ୍ର ନିଯୁକ୍ତି ମେଳା

ପୁରୀ : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ମେଳା ୨୩ ତାରିଖରେ ପୁରୀ ସରକାରୀ ଆଇଟିଆଇ ପରିସରରେ ଓ ୨୪ରେ ପିପିଲି କଲେଜ…

ପାରାଦୀପରେ ଦେଶର ୯ଟି ବୃହତ ବନ୍ଦରକୁ ନେଇ ସାଂସ୍କୃତିକ ମିଳନ

ପାରାଦୀପ: ଦେଶର ୯ଗୋଟି ବୃହତ ବନ୍ଦରର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ପାରାଦୀପରେ ଆୟୋଜିତ ହୋଇଛି ୨୨ତମ ସର୍ବଭାରତୀୟ ସାଂସ୍କୃତିକ ମିଳନ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରେ ଘଟିଥିବା ଘଟଣାବଳୀକୁ ନାଟକ ମାଧ୍ୟମରେ ନିଛକ ଭାବେ ପ୍ରଦର୍ଶିତ କରିଛନ୍ତି ବନ୍ଦରର କଳାକାର ।…

ବାଲ୍ୟବିବାହ ନିରୋଧ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ

ପୁରୀ :  ଆଜି ପୂର୍ବାହ୍ନ ରେ ଜିଲ୍ଲା ପ୍ରଶାସନ, ୟୁନିସେଫ୍, ଆକ୍ସନ ଏଡ୍ ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ବାଲ୍ୟବିବାହ ନିରୋଧ ସମ୍ପର୍କରେ ଏକ କର୍ମଶାଳା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ…