Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶରଧାବାଲିରେ ୫୫ତମ କୁମାର ଉତ୍ସବ

ପୁରୀ : ଶରଧାବାଲିରେ ୫୫ତମ କୁମାର ଉତ୍ସବ ପାଳିତ । ପରମ୍ପରା ଅନୁଯାୟୀ ପୁରୀରେ ଦୀର୍ଘ ୫୫ବର୍ଷ ଧରି ଏହି କୁମାର ଉତ୍ସବ ପାଳିତ ହୋଇଆସୁଛି  । ପୁରୀବାସୀ, ସଂସ୍କୃତି ପ୍ରେମୀ, ଭକ୍ତ ଓ ଦର୍ଶନାର୍ଥିଙ୍କୁ ପରମ୍ପରା ସହିତ ଯୋଡି ରଖିବାର କୁମାର ଉତ୍ସବ ହେଉଛି ଏକ ଅଭିନବ ପ୍ରୟାସ । ୧୦ ତାରିଖରୁ  …

ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ

ଭୁବନେଶ୍ୱର: ପ୍ରତିବର୍ଷ ବାତ୍ୟା ଦେଖୁଛି ଓଡ଼ିଶା । କେବେ ମେ’ତ ଆଉ କେବେ ଅକ୍ଟୋବର ଓ ନଭେମ୍ବରରେ ଓଡ଼ିଶାରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ବଙ୍ଗୋପସାଗରରେ ୧୮୭୭-୨୦୦୫ ମସିହା ମଧ୍ୟରେ ବଢ଼ିଛି ବାତ୍ୟା ସଂଖ୍ୟା । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ…

ନୂଆ ନିୟମ ଜାରି କଲା ବିଏମସି, ନମାନିଲେ ଦେବେ ଜୋରିମାନା

ଭୁବନେଶ୍ୱର: ଭୁବନେଶ୍ୱରକୁ ସ୍ବଚ୍ଛ ରଖିବା ନିମନ୍ତେ ଭୁବନେଶ୍ବର ମହାନଗର ନିଗମ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି। ଘର ବାହାରେ ୫ ମିଟର ପର୍ଯ୍ୟନ୍ତ ସଫା ନରଖିଲେ ଜୋରିମାନା ଦେବାକୁ ହେବ ବୋଲି ପୂର୍ବରୁ କହିଥିଲା ବିଏମସି। ଏବେ ଏହି ଧାରାରେ ଏଣିକି ଘର ବାହାରେ ଦୁଇଟି ଡଷ୍ଟବିନ୍ ବା…

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ: ଆଜି ଧାମନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବେ ସୂର୍ଯ୍ୟବଂଶୀ ସୂରଜ । ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ନେଇ ସୂଚନା ମିଳିଛି ।  ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା…

୧୦ ଦିନରେ ହଜାରେ ଜୁଆଡ଼ି ଗିରଫ, ୪୦ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଓ କୁମାର ପୂର୍ଣ୍ଣିମା ସମୟରେ ବ୍ୟାପକ ଭାବେ ଟଙ୍କା ଖେଳ ଚାଲିଥାଏ। ପରମ୍ପା ନାଁରେ ଚାଲିଥିବା ଜୁଆ ଖେଳ ଉପରେ ଜୋରଦାର୍‌ ଧରପଗଡ଼ କରିଛି ପୋଲିସ। ଗଞ୍ଜାମ ଜିଲାର ଦୁଇଟି ପୋଲିସ ଜିଲା ଯଥା ଗଞ୍ଜାମ ଏବଂ ବ୍ରହ୍ମପୁରରେ ଅକ୍ଟୋବର ଏକ ତାରିଖରୁ ୯ ତାରିଖ…

ଡାକ୍ତରଙ୍କ ଆକାଉଣ୍ଟରୁ ସାଇବର୍‌ ଠକ ନେଇଗଲେ ୩.୨୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ୟୋନୋ ଆପ ବନ୍ଦ ହୋଇଯିବ କହି ଜଣେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟ ୩ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଗଲେ ସାଇବର୍‌ ଅପରାଧୀ। ଠକେଇର ଶିକାର ହୋଇଥିବା ଡାକ୍ତର ଜଣଙ୍କ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ…

ସୁର ଦାଶ, ଦେବାନନ୍ଦ, ରବି ନାରାୟଣଙ୍କୁ ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ

ପୁରୀ: ବିଜୁ ଜନତା ଦଳ ପକ୍ଷରୁ ଆଜି ପୁରୀ ସହରର ସମସ୍ତ ୱାର୍ଡର ଦଳୀୟ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ହେଲେ ସୁରେନ୍ଦ୍ର ନାଥ ଦାଶ, ଦେବାନନ୍ଦ ଦାସ ମହାପାତ୍ର ଓ ରବି ନାରାୟଣ ସାମନ୍ତରାୟ । ଜିଲ୍ଲା ବିଜେଡି ସଭାପତି…

ହବିଷ୍ୟାଳି ଯୋଜନାରେ ମା’ମାନଙ୍କୁ ମିଳିବ ଶାଲ୍‌ : ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଭିଡିଓ କନଫରେନସିଂ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା…

ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ: ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାରେ ସାଧାରଣତ ଅକ୍ଟୋବର, ନଭେମ୍ବର ମାସରେ ବାତ୍ୟା ହୋଇଥାଏ । ଏପରିକି ଚଳିତ ବର୍ଷ ମାସେ ହେଲା ଲଘୁଚାପ ଯୋଗୁଁ ବର୍ଷା, ପବନ, ଘଡ଼ଘଡ଼ି ହେଉଛି । ତେଣୁ ଆଗାମୀ ଦିନରେ  ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସବୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ…

ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିବ ବର୍ଷା ଓ ବଜ୍ରପାତ । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ ତତସଂଲଗ୍ନ ଉତ୍ତର ଶ୍ରୀଲଙ୍କା ଉପକୂଳ ଉପରେ ଘୂର୍ଣ୍ଣିବଳୟ ରହିଛି । ପ୍ରଭାବରେ ରାଜ୍ୟରେ ୧୩ ତାରିଖ ଯାଏ ବଜ୍ରପାତ ଓ ଘଡ଼ଘଡ଼ି ଲାଗି ରହିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…