Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ

ସୁବର୍ଣ୍ଣପୁର : ହରଡଖୋଲ ଗାଁ ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ ଆୟୋଜିତ ହୋଇଥିଲା   । ଯେଉଁଥିରେ ଭାଗ ନେଇଥିଲେ ଆଖପାଖ ଗାଁ ଗୁଡିକର ପ୍ରାୟ ଦୁଇଶହ ମେଣ୍ଢା ।ମ୍ୟାଚ ମଇଦାନରେ ଫବସି ଗାଁର ମେଣ୍ଢା କୁ ସାମାନା କରିଥିଲା ବାଲଜୁରୀ ଗାଁର ମେଣ୍ଢା । ମେଣ୍ଢା ଲଢେଇକୁ ନେଇ ଦେଖଣାହାରୀଙ୍କ ଭିତରେ…

ବର୍ଜ୍ୟ ପାଇଁ ବିଏମସି କଠୋର, ଏଣେତେଣେ ଫିଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ସହ ସରସ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପ୍ରତି ୱାର୍ଡରେ ଅଳିଆ ଗାଡ଼ି ବୁଲୁଥିବା ବେଳେ ହାଟ, ମାର୍କେଟର ସ୍ୱଚ୍ଛତା ପରଖିଛନ୍ତି ଅଧିକାରୀ । ୟୁନିଟ୍-୧ ହାଟରେ ଥିବା ବିଭିନ୍ନ ଦୋକାନ ବିଏମସିର ଗାଇଡଲାଇନ୍ ମାନୁ…

ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ସବୁଠି ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ସୁନ୍ଦର ସାଜସଜା ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ଲୋକଙ୍କୁ ମୁଖ୍ୟ ଆକର୍ଷଣ ହୋଇଥିଲା ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ । ମା’ଙ୍କ ପୂଜା ପାଇଁ ପ୍ରଥମେ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା l ମାଙ୍କ ସାମ୍ନାରେ ପୂର୍ଣ୍ଣ କଳସ ରଖାଯିବା…

ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା

ପୁରୀ : ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ମାସ । ହବିଷ୍ୟାଳୀ ମାନେ ଆରମ୍ଭ କରିଛନ୍ତି କାର୍ତ୍ତିକ ବ୍ରତ  । ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା ବ୍ୟବସ୍ଥା କରାଯାଇଛି । ୩ ହଜାର ହବିଷ୍ୟାଳୀ ରହିବା ପାଇଁ ୫ ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। ଗତ ଦୁଇ ବର୍ଷ ହେବ କରୋନା…

ଅଫିସରେ ଭଡ଼ା ଲାଗିଥିବା ଗାଡ଼ି ପାଇଁ କନିଷ୍ଠ କିରାଣିଙ୍କ ଦ୍ୱାରା ଲାଞ୍ଚ ନେଉଥିଲେ DEO

ଯାଜପୁର: ଲାଞ୍ଚ ନେଇ ଧରା ପଡ଼ିଲେ ଜିଲ୍ଲା ନିଯୁକ୍ତି ଅଫିସର । ଯାଜପୁର ଜିଲ୍ଲା ନିଯୁକ୍ତି ଅଧିକାରୀ ତାପସ କୁମାର ସ୍ୱାଇଁ ଭିଜିଲାନ୍ସ ହାତରେ ପଡ଼ିଛନ୍ତି । ତାଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣିଙ୍କ ହାତରେ ୧୨ ହଜାର ୬ ଶହ ଟଙ୍କା ଲାଞ୍ଚ ନେଉଥିଲେ ତାପସ ସ୍ୱାଇଁ । ଅଫିସ୍ କାର୍ଯ୍ୟ ପାଇଁ…

ଦୁଲାଖ ପାଟଣା ରେଳ ଷ୍ଟେସନରେ ଯାତ୍ରୀଙ୍କ ଧାରଣା  

ଯାଜପୁର : ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଦୁଲାଖ ପାଟଣା ରେଳ ଷ୍ଟେସନରେ ପାସେଞ୍ଜର  । ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଡିଏମୟୁ ପାସେଞ୍ଜର ଟ୍ରେନକୁ ଅଟକାଇ ଧାରଣା ଦେଇଥିଲେ ଯାତ୍ରୀ । କରୋନା କଟକଣା ଉଠି ସରିବା ପରେ ମଧ୍ୟ ରେଳ ବିଭାଗ ଯାତ୍ରୀ ମାନଙ୍କ ଠାରୁ ପାସେଞ୍ଜର ଭଡା…

ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍-୧, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ୩ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଭୁବନେଶ୍ୱର…

ମାଁ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ

ନୂଆପଡା: ପ୍ରାକୃତିକ ମନୋରମ ଦୃଶ୍ୟ ରେ ଭରପୁର  ନୂଆପଡାର ସୁନାବେଡା ଅଭୟାରଣ୍ୟ । ସାଢ଼େ ୩ ହଜାର ବର୍ଗଫୁଟ ଉଚ୍ଚ ଏହି ଅଭୟାରଣ୍ୟରେ ପୂଜା ପାଆନ୍ତି ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈ । ପ୍ରତିବର୍ଷ ଖୁବ ଧୁମଧାମରେ ପାଳିତ ହୁଏ ପ୍ରସିଦ୍ଧ ସୁନା ଦେଈଙ୍କ ଛତର ଯାତ୍ରା ।…

ନାବାଳିକା ଗର୍ଭବତୀ ହେବା ଘଟଣା; ସେବାସଦନରେ ସମୀକ୍ଷା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରମା…

ଜି. ଉଦୟଗିରି: କନ୍ଧମାଳ ବେଲଘର ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଘଟଣାରେ ରବିବାର ଜି ଉଦୟଗିରୀ ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଆସିଥିଲେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସ୍ମୃତି ରେଖା ପଟ୍ଟନାୟକଙ୍କ ବ୍ୟତୀତ ମହିଳା ମୋର୍ଚ୍ଚା ର କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଜେପି ନେତୃବୃନ୍ଦ।…

ନକଲି ପୋଲିସ ଗିରଫ, ସ୍ଥାନୀୟ ଲୋକେ ଦେଲେ ଉତ୍ତମ ମଧ୍ୟମ

ଘଟଗାଁ: ନକଲି ପୋଲିସ ଗିରଫ । କେନ୍ଦୁଝର ଘାଟଗାଓଁ ପୋଲିସ ଏହି ନକଲି ପୋଲିସକୁ ଗିରଫ କରିଛି । ଚାକିରୀ ଦେବା ବାହାନା କରି ଠକେଇ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଘେରୁ ଆସିଥିଲା  ପରେ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତି ସୁଜିତ ପଢ଼ିଆରୀ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି।…