Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଖରୀରୁ ମିଳିଲା ରାଜମିସ୍ତ୍ରୀଙ୍କ ମୃତଦେହ

ଢ଼େଙ୍କାନାଳ: ଆମ୍ବପଳାସ ଗାଁ ରାମଚନ୍ଦ୍ରପୁର ସାହିରେ ଥିବା ଗୁରୁଧୋଡ଼ା ପୋଖରୀରେ ବୁଡ଼ି ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଆମ୍ବପଳାସ ଗାଁର ରମେଶ ଚନ୍ଦ୍ର ସାହୁ। ରମେଶ ଗତ କାଲି ଠାରୁ ନିଜ ଚାଷ ଜମିକୁ ଯାଇ ନିଖୋଜ ଥିଲେ। ତେବେ ପରିବାର ଲୋକେ ବହୁ ଖୋଜା ଖୋଜି…

ସ୍ତ୍ରୀ ଦଶାହରେ ସ୍ୱାମୀଙ୍କ ମୃତ୍ୟୁ, ଅନାଥ ହୋଇଗଲେ ୨ ଛୁଆ

ଭଦ୍ରକ: ଦଇବ ତ ନିର୍ଦ୍ଦୟ ହୁଏ । ହେଲେ ନିୟତି ଏମିତି ନିର୍ଦ୍ଦୟ ହେବ ପୁଣି ତାହା ଦୁଇ ଛୁଆଙ୍କ ପାଇଁ । ଏ ଖବର ଶୁଣିଲେ ଆପଣ ବି ଧୈର୍ଯ୍ୟହରା ହୋଇ ଯିବେ । କହିବେ ଏମିତି ଦୁଃଖ ଆଉ କାହା ଭାଗ୍ୟରେ ନ ଆସୁ । ପ୍ରଥମେ ମାଆ ୧୦ ଦିନ ନ ହେଉଣୁ ବାପା । ମାଆର ଦଶକ୍ରିୟା ଚାଲିଥିବା ବେଳେ ଚାଲି ଯାଇଛି…

ଭାରତରେ ବଢୁଛି ବେରୋଜଗାର ହାର

ନୂଆଦିଲ୍ଲୀ :  ବିଶ୍ୱ ଅର୍ଥନାତିରେ ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାରେ ପହଁଚିଛି  । କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶରେ ମାନବସମ୍ୱଳ କୁ ବ୍ୟବହାର ରୋଜଗାର ସୃଷ୍ଟିକରିବା ପାଇଁ ଅନେକ…

ବେଲ୍ଟ ପିନ୍ଧାକୁ ନେଇ ମଝିଆଁ ଭାଇକୁ ମାରିଲା ସାନ ଭାଇ

ଝାରସୁଗୁଡ଼ା: ଅଣ୍ଟା ପିନ୍ଧା ବେଲ୍ଟ ପାଇଁ ଭାଇକୁ ମାରିଲା ଭାଇ । ସାମନ୍ୟ ନିର୍ଜୀବ ବସ୍ତୁ ଟିଏ ପାଇଁ ଭାଇ ନେଇଗଲା ଭାଇ ର ଜୀବନ । ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ଏହି କାଣ୍ଡ ଘଟିଛି। ସାନ ଭାଇ ଉମେଶ ଚୌହାନ ଓ ମଝିଆଁ ଭାଇ ସୋମେଶ…

ବ୍ରହ୍ମପୁର କେଦାରନାଥ ମନ୍ଦିରରେ ଗଜାନନଙ୍କୁ ଦେଖିବାକୁ ଭିଡ଼

ବ୍ରହ୍ମପୁର: ଦୁଇ ବର୍ଷ ପରେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବେଶ ଧୂମଧାମରେ ପାଳନ ହୋଇଛି ଗଣେଶ ପୂଜା। ଆୟୋଜକଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ସାଜସଜ୍ଜା ସହ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ସହର ଉପକଣ୍ଠ ସାନକୁଶସ୍ଥଳୀ ଗ୍ରାମରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି।…

ଅଦାଲତରେ ପଡିରହିଛି ୪ଲକ୍ଷରୁ ଉର୍ଦ୍ଧ ଘରୋଇ ହିଂସା ମାମଲା

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ପକ୍ଷରୁ ଦେଶରେ ମୋଟ ଘରୋଇ ହିଂସା ମାମଲାର ତଥ୍ୟ ଦାଖଲ ହୋଇଛି  ।  ଦାଖଲ ତଥ୍ୟରୁ ଜଣାଯାଇଛି ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାସଲା ବିଚାରାଧୀନ ରହିଛି । ୨୦୨୨ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା…

ରାଜ୍ୟରେ ଆହୁରି ଦୁଇ ଦିନ ଜାରି ରହିବ ଆର୍ଦ୍ର ପାଗ

ଭୁବନେଶ୍ୱର: ଓଡିଶାର ଆହୁରି ଦୁଇ ଦିନ ପାଣିପାଗ ଆର୍ଦ୍ର ରହିବ ବୋଲି ଭାରତୀୟ ଆଞ୍ଚଳିକ କେନ୍ଦ୍ର ଆଞ୍ଚଳିକ କେନ୍ଦ୍ର (ଆଇଏମଡି) ଶନିବାର ସୂଚନା ଦେଇଛି। ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ରାଜ୍ୟର ୨୨ଟି ସ୍ଥାନ ବାଲେଶ୍ୱର, ଚାନ୍ଦବାଲି, କଟକ, ଖୋର୍ଦ୍ଧା (ଭୁବନେଶ୍ୱର…

ନାଟକ ଦେଖୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଶିଶୁ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ପଦାଦିଗି ପଂଚାୟତ ନୂଆଁପେଣ୍ଠ ଗ୍ରାମରେ ମହାଭାରତ ନାଟକ ଦେଖୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପାଞ୍ଚ ଜଣ ଶିଶୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା…

ଆଜିଠୁ ଦ୍ୱିତୀୟ ସ୍ପେଶାଲ ଓଜେଇଇ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ସ୍ପେଶାଲ ଓଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୨) । ସେପ୍ଟେମ୍ବର ୪ ଏବଂ ୭ରେ ମଧ୍ୟ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନା ବ୍ୟତୀତ ଓଡିଶାର ୩୮ ଟି ପରୀକ୍ଷା କେନ୍ଦ୍ରରେ ୨୮ଟି ସହରରେ ଏମବିଏ,…

ରାଉରକେଲା-ଚକ୍ରଧରପୁର ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

ରାଉରକେଲା-ଚକ୍ରଧରପୁର ଓ ଚକ୍ରଧରପୁର- ଟାଟା ମଧ୍ୟରେ  ଦୁଇଟି ସ୍ବତନ୍ତ୍ର ପାସେଞ୍ଜର  ଟ୍ରେନ ଚାଲିବ । ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ। ଆସନ୍ତା ୪ରୁ ପାସେଞ୍ଜର ଟ୍ରେନ୍‌ ଉଭୟ ରାଉରକେଲା ଓ ଚକ୍ରଧରପୁର ଷ୍ଟେସନରୁ ଛାଡିବ। ଅନ୍ୟ ସ୍ବତନ୍ତ୍ର ପାସେଞ୍ଜର…