Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଜଣା ରୋଗକୁ ନେଇ ଭୟରେ ଛାତ୍ରଛାତ୍ରୀ ! ଛାଡିଲେ ସ୍କୁଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ କୋଲା କୋଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଅଜଣା ରୋଗ ଭୟ  ।  ତିନି ଦିନ ମଧ୍ୟରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ 22 ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ…

କିମ୍‍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ମେଡିକାଲ୍‍ କଲେଜ ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜ ଏବଂ ସମଗ୍ର ଭାରତର ଘରୋଇ ମେଡିକାଲ୍‍ କଲେଜ ଭାବେ ୧୬ତମ ସ୍ଥାନରେ ରହିଛି । ନିକଟରେ ‘ଦି ଉଇକ’ ପତ୍ରିକା ଏବଂ ହଂସ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା…

ଶ୍ରୀମନ୍ଦିରରେ ସଂସ୍କାର ପ୍ରସଙ୍ଗ: କେବେ କାର୍ଯ୍ୟକାରୀ ହେବ ସୁପ୍ରିମକୋର୍ଟଙ୍କ ଆଦେଶ ?

ପୁରୀ: କୋଟିକୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେଥିପାଇଁ ହଜାରହଜାର ଭକ୍ତ ଶ୍ରୀମନ୍ଦିରକୁ ଆସିଥାନ୍ତି  । ତେବେ ପୁରୀ ଆସିବା ବେଳେ ଅନେକ ଶ୍ରଦ୍ଧାଳୁ ଭିନ୍ନ ଅଭିଯୋଗ କରିଯାଇଥାନ୍ତି । ଶ୍ରଦ୍ଧାଳୁଙ୍କ ଅଭିଯୋଗ ଆଜିର ନୁହଁ ବର୍ଷ…

ବାପାଙ୍କ ଶ୍ରାଦ୍ଧ ଦିନ ବିଚାରପତି ପୁଅଙ୍କ ଆତ୍ମହତ୍ୟା

ଯାଜପୁର (ହିମାଂଶୁ କୁମାର ପାଢ଼ୀ): କଟକ ପୋକସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। କଟକ ସ୍ଥିତ ସରକାରୀ ବାସଭବନରେ ଆଜି ଅପରାହ୍ନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିଛି ଦିନ ଧରି ସେ ଅବସାଦରେ ଥିଲେ। ତାଙ୍କ ଘର ଯାଜପୁର ସଦର ଥାନା ଭୁବନେଶ୍ୱର ପୁର…

ତାନ୍ତ୍ରିକକୁ କାହିଁକି ହତ୍ୟା କଲା ଯୁବକ?

ଯାଜପୁର (ହିମାଂଶୁ କୁମାର ପାଢ଼ୀ): ଯାଜପୁର, ସୁକିନ୍ଦା ଥାନା ବନ୍ଧଗାଁ ରେ ଅଭାବନୀୟ ଘଟଣା। ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକଙ୍କୁ ହାଣି ଦେଲେ ଯୁବକ। ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି। ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ।…

ସରକାରୀ ଜମିରେ ରାଜ କରୁଛନ୍ତି ଠିକାଦାର, ଅଭିଯୋଗ ପରେ ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ସ୍କୁଲ ପାଲଟିଛି ଠିକା ସଂସ୍ଥାର ଶିବିର। ସରକାରୀ ଜମିରେ ନିଜର ଯାନ୍ତ୍ରୀକ ମେସିନ ରଖି ଚଳାଇଛନ୍ତି ବ୍ଯବସାୟ। ସ୍ଥାନୀୟ ପ୍ରଶାସନ ସବୁ ଦେଖିଥିଲେ ବି ସବୁ ଦେଖି ନଦେଖିଲା ଭଳି ପଳାଇ ଯାଉଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମକୁଆକାଟେଣୀ…

ଲୋକଙ୍କୁ ଠିକ୍ ସମୟରେ ସେବା ମିଳୁନଥିଲା, ତହସିଲଦାରଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

ରାୟଗଡା: କାର୍ଯ୍ୟରେ ଅବହେଳା ଯୋଗୁଁ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏପରି ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂ । ଦରମା ବନ୍ଦ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ କାଶୀପୁର ତହସିଲଦାର ସମେତ 30 ଜଣ ସରକାରୀ କର୍ମଚାରୀ…

ଗଣେଶ ପୂଜା ଭସାଣିରେ ହତ୍ୟା ଉଦ୍ୟମ; ଯୁବକ ଗୁରୁତର

ଢ଼େଙ୍କାନାଳ: ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡ଼ା ପଞ୍ଚାୟତ ଅଧୀନସ୍ତ ଛାଟିଆ ଗ୍ରାମରେ ଚଳିତ ବର୍ଷ ଗଣେଶ ପୂଜାକୁ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଯାଇଛି । ଗୁରୁବାର ଭସାଣିରେ ରାଉତ ଖଞ୍ଜାର ଓ ବେହେରା ଖଞ୍ଜାର ଗୋଷ୍ଠୀ ଭସାଣି ପାଁଇ ପ୍ରସେସନ କରୁଥିବା ସମୟରେ ସାମ୍ନାସାମ୍ନି…

କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା । ସିଡିଏ ସେକ୍ଟର-୯ ସ୍ଥିତ ଘରେ ଜଷ୍ଟିସ ବିହାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଜଷ୍ଟିସ ବିହାରୀଙ୍କ ଘର ଯାଜପୁର ଜିଲ୍ଲା ବୋଲି ଜଣାପଡ଼ିଛି । ଜଷ୍ଟିସ ସୁବାସ ବିହାରୀଙ୍କ ସହକର୍ମୀଙ୍କ ସୂଚନା…

ବେଗୁନିଆପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର: ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। 'ମୋ ଗୁହାଳ'ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସରେ ଧରା ପଡିଛନ୍ତି। ସେ ଏହି ବ୍ଲକର ବୁରୁଝୁରୀ…