Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାନସ ସ୍ବାଇଁ ହତ୍ୟା ମାମଲା, ଜେଲ୍‌ରେ ଅଭିଯୁକ୍ତଙ୍କୁ ହେବ ଜେରା

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ଭାଗ୍ୟଧର ଓ ବିବେକକୁ ପଚରାଉଚରା କର । ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ…

ବଡ଼ ବଡ଼ ହୋଟେଲରେ ଚାଲିଛି କି କୋକେନ କାରବାର ?

ଭୁବନେଶ୍ୱର: ବିଦେଶରେ ବଡ ବଡିଆ ଯେଉଁ ନିଶା (କୋକେନ) ବ୍ୟବହାର କରନ୍ତି ତାହା ଏବେ ଭୁୂବନେଶ୍ୱର ବଜାରରେ । ବିଦେଶୀ ପର୍ଯ୍ୟଟକ ଏବଂ ଆଗନ୍ତୁକଙ୍କ ଯିବା ଆସିବା ରାଜଧାନୀକୁ ରହୁଛି । ଏହି ସମୟରେ କୋକେନ ଭୁବନେଶ୍ୱରରୁ ୨୦୨ ଗ୍ରାମ ଜବତ ହେବା ଅନେକ ପ୍ରଶ୍ନ ଛିଡ଼ା କରିଛି । ମୁଖ୍ୟତଃ ଏହି…

ନବରଙ୍ଗପୁରରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା; ପ୍ରଥମ ଦିନରେ ୨୧୮ ଚିକିତ୍ସିତ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶୁକ୍ରବାର ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରୁ ହେଲିକାପ୍ଟର ଯୋଗେ ୫ ଜଣ ଡାକ୍ତର ନବରଙ୍ଗପୁରରେ ପହଞ୍ଚିଥିଲେ । ୟୁରୋଲୋଜି- ଡା. ଦତ୍ତେଶ୍ୱର ହୋତା, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି – ଡା. ଚିତ୍ତ ରଞ୍ଜନ ପଣ୍ଡା,…

ସ୍ୱାଭିମାନ ଅଞ୍ଚଳରେ ମୁଖ୍ୟ ଶାସନ ସଚିବ, କହିଲେ ଶୀଘ୍ର ହେବ ଏୟାରପୋର୍ଟ

ଭୁବନେଶ୍ୱର: ମାଲକାନଗିରିରେ ଖୁବ୍ ଶୀଘ୍ର ବିମାନ ବନ୍ଦର ତିଆରି ହେବ । ଏ ସକାଶେ ଜମି ଅଧିଗ୍ରହଣ ସରିଛି । ବାଡ଼ ବି ବୁଲା ହୋଇଯାଇଛି । ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳିଯାଇଛି । ଆଉ ନିର୍ମାଣ ପାଇଁ ଟେଣ୍ଡର ବି ଆହ୍ୱାନ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…

[ଦେଖନ୍ତୁ ଭିଡିଓ] ନିମ୍ନ ମାନର କାମ ଯୋଗୁ ରାସ୍ତା ପାଲଟିଛି ମରଣଯନ୍ତା

ଜଗତସିଂହପୁର  : ଆସୁଛି ଅର୍ଥ। ହେଲେ କାମ ହେଉଛି ନିମ୍ନ ମାନର। ରାସ୍ତା ଖଣ୍ଡିଏପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହୋଇଛି। ହେଲେ ତିନି ମାସ ନପୁରୁଣୁ ରାସ୍ତା ପାଲଟିଛି ମରଣଯନ୍ତା। ଠିକାଦାର ଓ ଉପରିସ୍ଥ କର୍ମଚାରୀଙ୍କ ଯୋଗୁ ଅର୍ଥହେରଫେର ହୋଇଥିବା ବେଳେ ରାସ୍ତା କାମରେ ଚଞ୍ଚକତା କରାଯାଇଥିବା…

ନୟାଗଡରେ ଦଣ୍ଡ ଶୋଭାଯାତ୍ରା ସମୟରେ ଯୁବକଙ୍କୁ ହତ୍ୟା ଘଟଣା: ୮ ଗିରଫ

ନୟାଗଡ : ନୟାଗଡରେ ଦଣ୍ଡ ଶୋଭାଯାତ୍ରା ସମୟରେ ଯୁବକଙ୍କୁ ଆକ୍ରମଣ ଘଟଣା ।ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଉଛନ୍ତି ନୟାଗଡ ଦେଉଳି ସାହିର ବାସିନ୍ଦା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଅଭିମନ୍ୟୁ ପ୍ରଧାନଙ୍କ ତିନି ପୁଅ , ମୁନା , କାବୁଲି…

[ଦେଖନ୍ତୁ ଭିଡିଓ] ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ପାଞ୍ଚ ଜଣଙ୍କୁ ଏକା ମାରିଥିଲା ଶିବ

କଟକ : ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା । ୫ଜଣଙ୍କୁ ଏକା ହତ୍ୟା କରିଥିଲା ଶିବପ୍ରସାଦ ସାହୁ ।  ମାହାଙ୍ଗା କୁସୁପୁରରେ ହତ୍ୟାକାଣ୍ଡର ଡେମୋ ଦେଖାଇଛି ଅଭିଯୁକ୍ତ । କେମିତି ପାଂଚ ପାଂଚ ଜଣଙ୍କୁ ହତ୍ୟା କଲା ୪୫ ମିନିଟି ଧରି ସେଦିନର ପୁରା କାହାଣୀକୁ ପୁଲିସ ଆଗରେ ଦେଖାଇଛି ଶିବ ପ୍ରସାଦ…

ମୋବାଇଲ ଗେମ୍ ସାଜିଲା କାଳ, ସାଙ୍ଗକୁ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗମାନେ

କୋରାପୁଟ : ମୋବାଇଲ ଗେମ୍ ନେଲା ଜୀବନ । ଛାତ୍ରଙ୍କୁ ହତ୍ୟା କରି ଜଳ ଭଣ୍ଡାରରେ ଫିଙ୍ଗିଦେଲେ ସାଙ୍ଗମାନେ । କୋରାପୁଟ ଟାଉନ ଥାନା ମସପୁଟି ଅଞ୍ଚଳରେ ଏପରି ଜଘଣ୍ୟ ଘଟଣା ଘଟିଛି । ସୂଚନାଅନୁସାରେ ସାଙ୍ଗମେଳରେ ଫ୍ରି ଫାୟାର ମୋବାଇଲ ଗେମ୍ ଖେଳୁଥିବା ବେଳେ । କୋରାପୁଟ ଟାଉନ ଥାନା ଆଞ୍ଚଳର…

ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ

ଗଞ୍ଜାମ : ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଦିନ ୧୧ଟା ବାଜି ୧୯ ମିନିଟରେ ଗଞ୍ଜମରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ନୟାଗଡରେ…

ଭୂମିକମ୍ପ ଝଟକାରେ ଥରିଲା ନୟାଗଡ , ଲୋକେ ଛାନିଆ

ନୟାଗଡ : ଭୂମିକମ୍ପ ଝଟକାରେ ଥରିଲା ନୟାଗଡ । ଛାନିଆ ହୋଇଗଲେ ଲୋକମାନେ । ନୟାଗଡ ଜିଲ୍ଲା ଦଶପଲ୍ଲା ଓ ସହରର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଶୁକ୍ରବାର ସକାଳ ୧୧.୨୦ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂମିକମ୍ପର…