Latest Odisha News

BREAKING NEWS

Browsing Category

ଓଡିଶା

Odisha

କିନ୍ନର ବୋଲି ନବଜାତକୁ ଘରକୁ ନେଲେନି ପରିବାର ଲୋକ

ଯାଜପୁର: ଜନ୍ମ ହୋଇଥିବା ଶିଶୁକୁ ଗ୍ରହଣ କଲେନି ପରିବାର ଲୋକେ । ନବଜାତଟି କିନ୍ନର ଭାବେ ଜନ୍ମ ହୋଇଛି। ଡାକ୍ତର ପିଲାର ଲିଙ୍ଗ ବିଷୟରେ କହିବା ପରେ ଘରକୁ ନେବାକୁ ଅମଙ୍ଗ ହୋଇଥିଲେ ପରିବାର ଲୋକେ । ମଙ୍ଗଳବାର ଯାଜପୁର ଟାଉନର ଏକ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଥିଲା। ନବଜାତଟି କିନ୍ନର ବୋଲି…

ନିଶା ଉପରେ ରୋକ: କେନ୍ଦ୍ରର ଚାରି ଥାକିଆ କମିଟି, ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର: ନିଶା କାରବାରକୁ ରୋକିବା ଲାଗି ରାଜ୍ୟସ୍ତରୀୟ ନିଶା ନିୟନ୍ତ୍ରଣ ଟାସ୍କଫୋର୍ସ ଗଠନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଓଡିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଓଡିଶା ସରକାର ଏଭଳି ଟାସ୍କଫୋର୍ସ ଗଠନ ପାଇଁ ପଦକ୍ଷେପ ନେଇଥିବାବେଳେ ପଞ୍ଜାବ ମଡେଲଢାଞ୍ଚା…

‘ମୋ ସ୍କୁଲ’ ର ଉନ୍ନତି ପାଇଁ ୧୨୮ କୋଟି

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ସ୍କୁଲକ ଉନ୍ନତି ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଭିତ୍ତିଭୂମି ବିକାଶ ସହପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ସ୍ୱେଚ୍ଛାସେବୀମାନେ ଗୁରୁତ୍ୱ ଦେବେ। ଏଥିପାଇଁ ସ୍କୁଲ୍‌ ଓ ବ୍ଲକ୍‌ ସ୍ତରରେ ଦକ୍ଷତା ବିକାଶ ପାଇଁ…

ଜେଲର ହେବ ନବୀକରଣ; ନୂଆ ଡାକ୍ତରଙ୍କ ନିଯୁକ୍ତି ଏବଂ ମିଳିବ ନିରାମୟ ଔଷଧ

ଭୁବନେଶ୍ୱର: ରାଜ୍ୟରେ ଜେଲ ବିଭାଗର ହେବ ଆମୂଳ ଚୂଳ ନବୀକରଣ । ରାଜ୍ୟ ସରକାରଙ୍କ ୫-ଟି ଢ଼ାଞ୍ଚାରେ ହେବ ବିକାଶ କାର୍ଯ୍ୟକ୍ରମ । ଜେଲର ଭିତ୍ତିଭୂମିର ବିକାଶ ସହ, ନୂଆ ଡାକ୍ତର ନିଯୁକ୍ତି, ବଡି ଓର୍ଣ୍ଣ କ୍ୟାମେରା, ମେଟାଲ ଡିଟେକ୍ଟର, ସିକ୍ୟୁରିଟି ପୋଲ, ବ୍ୟାଗେଜ ସ୍କାନର ଆଦି ସୁରକ୍ଷା ଜନିତ…

ଦିବ୍ୟାଙ୍ଗଜନଙ୍କ ପାଇଁ ଅମ୍ବୁଲିଫ୍ଟ; ବିମାନକୁ ଚଢ଼ିବାରେ ଆଉ ହେବନି ଅସୁବିଧା

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ଦିବ୍ୟାଙ୍ଗଜନଙ୍କ ସୁବିଧା ପାଇଁ ଦେଶରେ ଆରମ୍ଭ ହୋଇଛି ଅମ୍ବୁଲିଫ୍ଟ ସେବା । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦେଶରେ ୧୪ଟି ବିମାନ ବନ୍ଦରରେ ଏହି ବ୍ୟବସ୍ଥା କରିଛି । ଅମ୍ବୁଲିଫ୍ଟ ଦ୍ୱାରା ବିମାନକୁ ହ୍ୱିଲ ଚେୟାର, ଷ୍ଟ୍ରେଚର ଆଦି ସହଜରେ ଉଠି ପାରିବ ।…

ପୋଲିସ ଓ ବିଏସଏଫ୍ ମିଳିତ ଭାବେ ସ୍ୱଭିମାନ ଅଞ୍ଚଳରୁ ନକ୍ସଲ ହଟାଇବାରେ ସଫଳ ହୋଇଛନ୍ତି : ଏଡିଜି ରାଜବିନ୍ଦର ସିଂ

ମାଲକାନଗିରି :  ଆଜି ଏଡିଜି ରାଜବିନ୍ଦର ସିଂ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ । ମାଲକାନଗିରିରେ ପହଁଞ୍ଚି ମାଓବାଦୀଙ୍କ  ଗତିବିଧି ନେଇ ସମୀକ୍ଷା କରିଥିଲେ ଏଜିଡି । ଏଡିଜି ପ୍ରଥେମ ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ କ୍ୟାମ୍ପରେ ପହଁଞ୍ଚି ସେଠାରେ ଯବାନ ମାନଙ୍କ ସହ ବହୁ ସମୟ ଧରି…

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିର ରାୟ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିରି ରାୟ ବିଜେଡିରେ ଯୋଗେଦେଇଛନ୍ତି । ରାଉରକେଲାର ଜଣାଶୁଣା ସମାଜସେବୀ ସଙ୍ଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର  ରାୟ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡି ସାଙ୍ଗଠନିକ ସମ୍ପାଦକ…

ପୂର୍ବତନ ପୋଲିସ ଡିଜିପି ଅଭୟ ହେଲେ ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର : ପୂର୍ବତନ ପୋଲିସ ଡିଜିପି ଅଭୟ ହେଲେ ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ । ରାଜ୍ୟ ସରକାର ଅଭୟଙ୍କୁ ଷ୍ଟାଫ୍‌ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହି ପଦବୀରେ ସେ ୫ ବର୍ଷ ଯାଏ କାମ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଭଦ୍ରକ : ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ନଗଦ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ମାଡି ବସିଲା ଭିଜିଲାନ୍ସ । ଭଦ୍ରକ ଧୂସୁରୀ ସଆଁଁଳପୁର ସ୍ଥିତ ଆଇ ଜି ଏମ କଲେଜରେ ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ତାଙ୍କଠାରୁ ୧୦ ହଜାର ଟଙ୍କା…

ଉନ୍ନତ ନିରାପଦ ରୋଗୀସେବା ପାଇଁ ଜାତୀୟ ସ୍ତରରେ ସମ୍ମାନୀତ ହେଲା ଏମ୍‌ସର ସିଏସଏସଡି ୟୁନିଟ୍

ଭୁବନେଶ୍ୱର : ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଭୁବନେଶ୍ୱର ଏମସକୁ ସମ୍ମାନ ଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରଷ୍କାର । ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଏମ୍‌ସ ଭୁବନେଶ୍ୱରକୁ ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। କେରଳର କୋଚିରେ ଅନୁଷ୍ଠିତ ସ୍ୱୀକୃତିପ୍ରାପ୍ତ…