Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଭିଜିତ ଆତ୍ମହତ୍ୟା ମାମଲା :୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁଗୁଳ ଏସପିଙ୍କୁ ହାଇକୋର୍ଟଙ୍କ…

ଅନୁଗୁଳ : ଅନୁଗୁଳ ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା । ଏହି ମାମଲାର ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁଗୁଳ ଏସପିଙ୍କୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଅନୁସାରେ ଫେବୃଆରୀ ୧୪ ତାରିଖ ଦିନ ଅଭିଜିତ ପଟ୍ଟନାୟକ(୨୮) ଆତ୍ମହତ୍ୟା କରିଥିଲେ ।…

ଶ୍ରୀମନ୍ଦିର ଐତିହ୍ୟ କରିଡର ବେଆଇନ ନିର୍ମାଣ; ଫୌଜଦାରୀ ମାମଲା ପାଇଁ କୋର୍ଟରେ ଆବେଦନ କଲା ଜିଲ୍ଲା ଓକିଲ ସଂଘ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗରେ ଖନନ ଓ ବେଆଇନ ନିର୍ମାଣ ବିରୋଧରେ ପୁରୀ ଜିଲ୍ଲା ଓକିଲ ସଂଘ ଏସଡିଜେଏମ(ସବ୍-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ)ଙ୍କ ଅଦାଲତରେ ଆଜି ଏକ ମାମଲା ରୁଜୁ କରିବାକୁ ଆବେଦନ କରିଛି । ନିର୍ମାଣକାରୀ ସଂସ୍ଥା ଟାଟା, ଓବିସିସି ଓ ପୁରୀ ଜିଲ୍ଲାପାଳଙ୍କ…

ରାଜଧାନୀ ପ୍ରତିଷ୍ଠା ଦିବସକୁ କାହିଁକି ଡକାଗଲାନି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିଲେ ସାଂସଦ ଅପରାଜିତା…

ଭୁବନେଶ୍ୱର : ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ଅପରାଜିତାଙ୍କୁ ନଡକାଯିବା ଘଟଣା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅପରାଜିତା ଭୁବନେଶ୍ୱର ସାଂସଦ ହୋଇଥିବା ବେଳେ ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି…

[ଦେଖନ୍ତୁ ଭିଡିଓ] ପାରମ୍ପରିକ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ

ପୁରୀ:  ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖେଡା ପକ୍ଷରୁ ଏହି ଚରିତ୍ର ଗୁଡିକ ପରିବେଷଣ…

ମାନସ ସ୍ୱାଇଁ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ସହ ଅଭିଯୁକ୍ତଙ୍କ ଟି ଆଇ ପ୍ୟାରେଡ ହେବ :…

ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କୁ ପଚରାଉଚରା ଜାରି ରଖିଛି । ହେଲେ ଏବେ ପୁଣି ଏହି ଘଟଣାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି : ଆହୁରି ୩ଦିନ ଯାଏ କଲବଲ କରିବ ମୁଣ୍ଡଫଟା ଖରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ତତଲା କଡେଇରେ ସିଝୁଛି ଓଡିଶା  ।ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ । ସେପଟେ ରାଜ୍ୟରେ ୧୨ଟି ଉତ୍ତପ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିଭଳି…

ଆଜି ବାହୁଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଆଜି ବାବା ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ଆଜି ବାହୁଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅପରାହ୍ନ ୩.୩୦ରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଡାକିଲ, ମୋର ଭୁଲ କ’ଣ? : ଅପରାଜିତା

ଭୁବନେଶ୍ୱର: ଆଜି ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର | ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପୁଳା ପୁଳା ମନ୍ତ୍ରୀଙ୍କ ସହ ସଚିବମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ…

ଯୋଡାରେ ଲାଗି ରହିଛି ଉତ୍ତେଜନା, ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ ,୧୬ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ

କେନ୍ଦୁଝର : କେନ୍ଦୁଝର ଯୋଡାରେ ରାମ ନବମୀ ଝଣ୍ଡାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାରେ ନା ନେଉନି । ଗତକାଲି ରାତିରେ ଯୋଡାରେ ଉଭୟ ଗୋଷ୍ଠୀର ଲୋକମାନେ ପରଷ୍ପରକୁ ପଥର ଫିଙ୍ଗୁଥିବା ଘଟଣା ସାମ୍ନାକୁ ଆସିଛି ।ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି । ଏନେଇ ଯୋଡା ବନେଇକଳା ରାସ୍ତା ଅବରୋଧ…

ନୂଆପଡାରେ ସିରିଜ ଦୁର୍ଘଟଣା , ୩ ଟି ଟ୍ରକ ଧକ୍କା , ୨ ଗୁରୁତର

ନୂଆପଡା : ନୂଆପଡାରେ ସିରିଜ ଦୁର୍ଘଟଣା । ନୂଆପଡା ଜାତୀୟ ରାଜପଥ ୩୫୩ ଝାଲକୁସୁମ ଛକରେ ସିରିଜ ଦୁର୍ଘଟଣା ଘଟିିଛିା ମାଲବାହୀ ଟ୍ରକ ବିରରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ଧକ୍କା ହୋଇଥିଲା । ଫଳରେ ପାଖରେ ଥିବା ଆଉ ଏକ ଟ୍ରକ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଗୋଟିଏ…