Latest Odisha News

BREAKING NEWS

Browsing Category

ଓଡିଶା

Odisha

ପିଲାଙ୍କଠାରୁ ବରିଷ୍ଠ ନାଗରିକ – ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟିଛି ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ

ସୁନ୍ଦରଗଡ଼: ବହି ହେଉଛି ମଣିଷର ବଡ଼ ସାଥୀ। କାରଣ, ଆମ ଜ୍ଞାନର ପରିସୀମାକୁ ବଢ଼ାଇଥାଏ ବହି। ହେଲେ ବର୍ତ୍ତମାନର ଡିଜିଟାଲ୍ ସମୟରେ ଲୋକଙ୍କ ଭିତରେ ବହି ପଢ଼ିବାର ଅଭ୍ୟାସ କମିଯାଉଛି। ତେଣୁ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ବହି ପଢ଼ିବାର ଆଗ୍ରହ ଜାରି ରଖିବା ପାଇଁ…

୫ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର: ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଚିନ୍ତା

ଦିଲ୍ଲୀ: ଗୁଜରାଟରେ ଓମିକ୍ରନର ଉପପ୍ରଜାତି ଏକ୍ସଇ କରୋନା ଭୂତାଣୁର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ମୁମ୍ବାଇରୁ ଗୁଜରାଟ ଯାଇଥିବା ଜଣେ ବ୍ୟକ୍ତି ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ଜିନୋମ ସିକ୍ୱେନ୍ସିଂରୁ ସେ ଏକ୍ସଇ ଭ୍ୟାରିଆଂଟ…

ଜଳ ଭଣ୍ଡାର ହେବ ପର୍ଯ୍ୟଟନସ୍ଥଳୀ, ରାଜ୍ୟ ସରକାର କରିବେ ନିଜ ପାଣ୍ଠିରୁ ଖର୍ଚ୍ଚ

ଭୁବନେଶ୍ୱର: ରାଜ୍ୟରେ ଥିବା ଜଳ ଭଣ୍ଡାର ଗୁଡ଼ିକ ନିକଟର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରାଯିବ । ଆସନ୍ତା ବର୍ଷରୁ ୫୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ଯୋଜନା କାର୍ଯ୍ୟକାରୀ ହେବ । ଆସନ୍ତା ବର୍ଷଠୁ ତିନି ବର୍ଷ ଯାଏଁ ଏହି ଉନ୍ନତୀକରଣ କାମ ହେବ । ଜଳଭଣ୍ଡାର ନିକଟ ଅଞ୍ଚଳ ଆଂଶିକ…

ସମ ଅଲଟିମେଟ ମେଡ଼ିକେଆରରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: ସମ ଅଲ୍ଟିମେଟରେ ଅସୁସ୍ଥ ଝିଅକୁ କିଡ଼ନୀ ଦାନ କଲା ମା। ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଛନ୍ତି ଯୁବତୀ। ସମ୍ପୃକ୍ତ ଯୁବତୀଙ୍କ ଦୁଇଟି କିଡ଼ନୀ ସମ୍ପୂଣ୍ଣ ନଷ୍ଟ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ଗତ ବର୍ଷ ନଭେମ୍ବରରେ ସେ ସମ ଅଲଟିମେଟରେ ଭର୍ତି ହୋଇଥିଲେ। ସମରେ ନେଫରୋଲୋଜି…

ଗାଧୁଆ ଘରୁ ଉଦ୍ଧାର ହେଲା ୪୫ଟି ଧଣ୍ଡ ସାପ ଛୁଆ

ଭୁବନେଶ୍ୱର  : ଗାଧୁଆ ଘରୁ ଉଦ୍ଧାର ହେଲା ୪୫ଟି ଧଣ୍ଡ ସାପ ଛୁଆ । ଭୁବନେଶ୍ୱର ଉପକଣ୍ଠରେ ଥିବା ଗାଡକଣ ସ୍ଥିତ ଏକ ଘରୁ ଉଦ୍ଧାର ହୋଇଛି ୪୫ଟି ସାପ । ଗାଁରେ ରହୁଥିବା ଲବଣୀ ପ୍ରଧାନଙ୍କ ଗାଧୁଆ ଘରୁ ସାପ ଛୁଆ ଦେଖିବା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ…

ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ : ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଳିରେ ରୁକୁଣା ରଥଯାତ୍ରା ।

ଭୁବନେଶ୍ୱର : ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ମହାଆନନ୍ଦରେ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି ଭକ୍ତଗଣ । ଆଜି ପବିତ୍ର ଅଶୋକା ଅଷ୍ଟମୀ ଅବସରରେ ଦୀର୍ଘ ୨ ବର୍ଷ ପରେ ଭକ୍ତ ଟାଣୁଛନ୍ତି ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ…

[ଦେଖନ୍ତୁ ଭିଡିଓ] ଝୁମ୍ପୁଡି ଘରେ ବିଡ଼ା ବିଡ଼ା ଟଙ୍କା : କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ ଗିରଫ

ଭୁବନେଶ୍ୱର : କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ଏହି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି ।  ଶୁକ୍ରବାର ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା । ଆଜି ସକାଳେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ…

[ଦେଖନ୍ତୁ ଭିଡିଓ] ଘର ଦୁଆର ମୁହଁରେ ପହଞ୍ଚିବ ସେବା, ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ : ସୁଲୋଚନା

ଭୁବନେଶ୍ୱର: ଦୁଇ ମହିଳାଙ୍କ ହାତରେ ଭୁବନେଶ୍ୱର ଦାୟିତ୍ୱ । ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭  କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ…

କମ୍ବିଂ ଅପରେସନ ପାଇଁ ଚାଲିଥିଲା ଟ୍ରେନିଂ: ଯବାନଙ୍କୁ କଚାଡି ଦେଲା ଦନ୍ତା,୬ ଗୁରୁତର

ବାରଙ୍ଗ: ଚନ୍ଦକା ଜଙ୍ଗଲରେ ଅଘଟଣ । ଟ୍ରେନିଂ ବେଳେ ହାତୀ କଲେ  ଆକ୍ରମଣ । ଏଥିରେ ୬ ଜଣ ଏସ୍‌ଓଜି ଯବାନ ଗୁରୁତର ହୋଇଛନ୍ତି  । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଚନ୍ଦକା ଜଙ୍ଗଲ ଭିତରେ ଏସ୍‌ଓଜି ଯବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଲାଗି ଟ୍ରେନିଂ ଚାଲିଥିଲା ।…

ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ଭୁବନେଶ୍ୱର  : ଭୁବନେଶ୍ୱର ମହାନଗର ନିଗମ ପାଇଁ ବଛା ହେଲେ ଡେପୁଟି ମେୟର । ଏହି ପଦବୀ ପାଇଁ ଅନେକ ଆଶାୟୀ ଲବି ଚଳାଇଥିଲେ ବି ସମସ୍ତଙ୍କୁ ଚମକାଇ ଡେପୁଟି ମେୟର ହୋଇଛନ୍ତି ୨୨ ନମ୍ବର ୱାର୍ଡର ମଞ୍ଜୁଲତା କହଁର । ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ଡେପୁଟି ମେୟର ହେବା…