Latest Odisha News

BREAKING NEWS

Browsing Category

ଓଡିଶା

Odisha

ମରିଚି କୁଣ୍ଡ ପାଣି: ୧ଲକ୍ଷ ୭୭ହଜାର ଟଙ୍କାରେ ନିଲାମ ହେଲା ୨ କଳସ

ଭୁବନେଶ୍ୱର : ସରିଛି ରୁକୁଣା ରଥ ପ୍ରତିଷ୍ଠା। ମହାଖଳାରେ ଠିଆ ହୋଇଥିବା ରଥରେନେତ ବନ୍ଧା ହେବା ସହିତ ମରୀଚି କୁଣ୍ଡର ଜଳରେ ପ୍ରତିଷ୍ଠା କରାଯାଇଛି। ଶନିବାର ବିଧି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି, ଘୋଡା ଯୋଚା ଯାଇଛି। ପବିତ୍ର ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା…

BMCର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ୱର : ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମସ୍ତ ଜନପ୍ରତିନିଧିଙ୍କ  ଶପଥଗ୍ରହଣ ଉତ୍ସବ ବିଏମସି…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା‌ରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ରବିବାର କେତେକ ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି । ଏହାସହ…

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଗଡିବ ରୁକୁଣା ରଥ: ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥ ଟଣା

ଭୁବନେଶ୍ୱର : ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଗଡିବ ରୁକୁଣା ରଥ । ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ଭୋର୍‌ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବା ପରେ ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ହୋଇଛି । ଏହାପରେ ରୋଷହୋମ,…

ଗିରଫ ଭୟରେ ଶାଳୀଙ୍କୁ ସୁନା ଅଳଙ୍କାର ଦେଇଦେଇଥିଲେ କୋଟିପତି ଯନ୍ତ୍ରୀ

ଭୁବନେଶ୍ବର: ଗିରଫ ହୋଇ ଜେଲ୍ ଯାଇଥିବା ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ଆଜି ସକାଳେ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଏକ…

ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବ ମାଇଣ୍ଡ ୱାରସ

ଭୁବନେଶ୍ୱର : ଓଡ଼ିଶାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ପ୍ରାୟ ୬୪,୦୦୦ରୁ ଅଧିକ ବିଦ୍ୟାଳୟକୁ ପରିଚାଳନା କରୁଥିବା ଓସେପା ‘ମାଇଣ୍ଡ ୱାରସ’ ସହଯୋଗିତାରେ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି। ଜିଇ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡର…

ବରଗଡ଼ରୁ ସର୍ବାଧିକ ୬ ଲକ୍ଷ ୧୪ ହଜାର ୧୦୨ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ

ଭୁବନେଶ୍ୱର : ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ ତାରିଖରେ ଖରିଫ ଧାନ ସଂଗ୍ରହରେ ମୋଟ ୫୭ ଲକ୍ଷ ୨୨ ହଜାର ୩୦୪ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୧ ହଜାର ୧୦୧ କୋଟି ୨୭ ଲକ୍ଷ ଟଙ୍କାର ଖରିଫ ଧାନସଂଗ୍ରହ କରାଯାଇଛି । ମୋଟ ୧୨ ଲକ୍ଷ ୯୨ ହଜାର ୭୩୨…

ଏୟାରପୋର୍ଟରେ ନିଜ ଉତ୍ପାଦ ବିକିବେ ଏସଏଚଜି ମହିଳା

ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏବେ ଏୟାରପୋର୍ଟରେ ବିକିବେ ନିଜ ଉତ୍ପାଦ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅବସର ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଦେଶର ବିଭିନ୍ନ ଏୟାରପୋର୍ଟରେ ସ୍ଥାନୀଏ ଏସଏଚଜିମାନେ ତାଙ୍କର ଉତ୍ପାଦ ବିକିବାକୁ ସକ୍ଷମ ହେବେ ।…

[ଦେଖନ୍ତୁ ଭିଡିଓ] ହୃଦୟକୁ ଛୁଇଁଲା ମାଆ ଗୁଣ୍ଡୁଚିର ଅନାବିଳ ପ୍ରେମ

ଭୁବନେଶ୍ୱର : ମାଆର ସ୍ନେହ ସବୁବେଳେ ତାର ପିଲାଙ୍କ ପାଇଁ ରହିଥାଏ। କେବଳ ମଣିଷ ନୁହେଁ ପଶୁ ହେଉ କି ପକ୍ଷୀ। ମାତୃତ୍ୱର ଅନାବିଳ ପ୍ରେମ ନିଜ ପିଲାମାନଙ୍କ ପାଇଁ ସବୁବେଳେ ରହିଆସିଛି। ଏମିତି ଏକ ହୃଦୟକୁ ଛୁଇଁଲାଭଳି ଭିଡ଼ିଓ ସାମନାକୁ ଆସିଛି । ଭୁବନେଶ୍ୱର ବାଳକାଟିର ବସନ୍ତପେଡି ଗାଁରେ ଏଭଳି…

ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି

ଭୁବନେଶ୍ବର: ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି  । ଯାତ୍ରୀମାନଙ୍କ ସୁବିଧା ପାଇଁ  ଭୁବନେଶ୍ୱର ନୂତନ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିବା ଦୁଇଟି…