Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଆଜି ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପୂର୍ବାହ୍ନରେ ଆକାଶମାର୍ଗରେ ଏହାର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା । ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର…

କୋଭିଡ ମୃତ୍ୟୁର ଆର୍ଥିକ ସହାୟତା ପାଇଁ ମେ ୨୮ ସୁଦ୍ଧା ଆବେଦନ, ମିଳିବ ୫୦ ହଜାର

ଭୁବନେଶ୍ୱର: କୋଭିଡ ଜନିତ ମୃତ୍ୟୁ ପାଇଁ ସରକାରଙ୍କ ପକ୍ଷରୁ ଆତ୍ମୀୟ ସ୍ୱଜନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ୫୦ ହଜାର ଟଙ୍କାର ଏହି ସହାୟତା ସକାଶେ ଆବେଦନ ପ୍ରକ୍ରିୟା ଦୁଇ ପ୍ରକାର ରହିଛି । ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ମୃତକଙ୍କ ସଂପର୍କୀୟ ଆବେଦନ କରିପାରିବେ । ଅନଲାଇନରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ : ଜବାବ ମାଗିଲେ ହାଇକୋର୍ଟ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ  ଜବାବ ମାଗିଲେ ହାଇକୋର୍ଟ   ଶ୍ରୀମନ୍ଦିର ଚାରିପଟେ କ’ଣ ନିର୍ମାଣ ଚାଲିଛି, ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ । ରାଜ୍ୟ ସରକାର ଓ ଏଏସଆଇଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ଶ୍ରୀମନ୍ଦିର ଚାରିପଟେ କଣ…

ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ

ବ୍ରହ୍ମପୁର : ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ବ୍ରହ୍ମପୁରର ନବ ନିର୍ବାଚିତ ମେୟର ଭାବେ ସଂଘମିତ୍ରା ଦଳେଇ ଶପଥ ପାଠ କରିଥିଲେ । ତା ସହ ଆଜି ୪୨ ଜଣ କର୍ପୋରେଟର ଶପଥ ନେଇଛନ୍ତି । ବ୍ରହ୍ମପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରିବା ବୋଲି ସଂଘମିତ୍ରା  କହିଥିଲେ ।…

ଦିଲ୍ଲୀରେ ସାମ୍ବାଦିକଙ୍କ ବେଡ଼ି ମାମଲା: କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଲା ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ

ଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିଲାଣି ନୀଳଗିରିରେ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଯିବା ମାମଲା । ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏହି ଘଟଣା ନେଇ ଗଭୀର ଉଦବେଗ୍ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡା…

ଏପ୍ରିଲ ୧୦ରୁ ୧୮ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ ବୁଷ୍ଟର ଡୋଜ

ଦିଲ୍ଲୀ : ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବୁଷ୍ଟର ଡୋଜ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଏହି ବୁଷ୍ଟର ଡୋଜ ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ ।…

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା : ପୂର୍ବାଞ୍ଚଳ IGଙ୍କୁ ରିପୋର୍ଟ ମାଗିଲେ OHRC

ଭୁବନେଶ୍ୱର: ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା । ନିଜ ଆଡୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ସାମ୍ବାଦିକଙ୍କ ଗୋଡରେ ହ୍ୟାଣ୍ଡକପ୍ ପକାଇବା ମାନବାଧିକାରର ଉଲ୍ଲଂଘନ । ପୂର୍ବାଞ୍ଚଳ ଆଇଜିଙ୍କୁ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ଦିନ ମଧ୍ୟରେ…

[ଦେଖନ୍ତୁ ଭିଡିଓ] ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ

ଭୁବନେଶ୍ୱର : ଗ୍ରୀଷ୍ମକାଳରେ ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ । ସେଓ, ଆମ୍ବ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ। କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ । ବହୁ ସ୍ଥାନରେ ୧୦ଟଙ୍କାରେ ମିଳୁଛି ଗୋଟିଏ ଲେମ୍ବୁ । ନାଗପୁରରେ ୧୦୦ଟା ଲେମ୍ବୁକୁ ୫୦୦ରୁ ୧ହଜାର…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି , ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

କେନ୍ଦ୍ରାପଡା : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । କେନ୍ଦ୍ରାପଡା ଟ୍ରେଜେରୀ ଅଫିସରେ କାମ କରୁଥିବା ବରିଷ୍ଠ କିରାଣି ସମର ହେମ୍ବ୍ରମ୍ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ପେନସନ ବିଲ୍ ପାସ କରେଇଦେବା ନାଁରେ ଅଭିଯୋଗ କାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଜ ନେଉଥିଲେ…

[ଦେଖନ୍ତୁ ଭିଡିଓ] ବନ୍ଧ ଉପରେ ଝାଟିମାଟି କୁଡ଼ିଆ ଘରେ ଦୁର୍ବିସହ ଜୀବନ

ନୂଆପଡ଼ା  : ଦୁର୍ବିସହ ହୋଇପଡ଼ିଛି ଜୀବନ। ଗୋଟିଏ କି ଦୁଇଟି ନୁହେଁ ସମସ୍ୟା ଏଠି ଅନେକ। ଏହିଭଳି କିଛି ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଖଡ଼ିଆଳ ୧୨ନମ୍ବର ୱାର୍ଡ ଗୋଡେଲବନ୍ଧ ପଡ଼ାରେ। ୫୦ରୁ ଅଧିକ ପରିବାର ଏହି ବନ୍ଧ ଉପରେ ଝାଟିମାଟି କୁଡ଼ିଆ କରି ରହିଛନ୍ତି । ମରୁଡ଼ି ସମୟରେ ଜୀବନ ବଞ୍ଚାଇବାକୁ…