Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା, ୪ ଅଟକ

ପୁରୀ: ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ  କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୪ ଜଣ ଅଟକ । ଏହି ଚାରି ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡଯନ୍ତ୍ରକାରୀ ରହିଛନ୍ତି ବୋଲି ସୂଚନା ରହିଛି । ଅଟକଙ୍କ ମଧ୍ୟରେ ରହିଛନ୍ତି କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ । ଗୁନସିଂହାରୀ ମୃତ୍ୟୁ ଘଟଣାରେ…

ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ଭାରୋତୋଳନ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଭାରୋତୋଳନ ଚାମ୍ପିୟନଶିପ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି । ୩୦ ରାଜ୍ୟର ୮୦୦ ପ୍ରତିଯୋଗୀ ଯୁବ, ଜୁନିୟର ଓ ସିନିୟର ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ, ଓଡିଶା ୱେଟଲିଫ୍ଟିଂ ଆସୋସିଏଶନ ଏବଂ ଓଡିଶା ସରକାର କ୍ରୀଡା ଓ ଯୁବ ବ୍ୟାପାର…

ରାଜଧାନୀରେ ଗୁଳିମାଡ଼: ଜଣେ ଆହତ, ୫ ଅଟକ

ଭୁବନେଶ୍ୱର: ରାଜଧାୀରେ ପୁଣି ଗୁଳିମାଡ଼ । ଗୁଳିମାଡ଼ରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ପୋଲିସ ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅଟକ ଥିବା ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ଅଞ୍ଚଳର ମାନସ କୁମାର ସାହୁ, ସୁଶାନ୍ତ ପ୍ରଧାନ ଓ ସର୍ବେଶ୍ୱର ସେଠ । ରାଜେଶ କୁମାର…

ଖରାଦିନ ଆରମ୍ଭରୁ ଡାମେରିକିଆ ଜଙ୍ଗଲରେ ନିଆଁ, ମୂଲ୍ୟବାନ ଗଛ ପୋଡି ନଷ୍ଟ

କନ୍ଧମାଳ: ଖରାଦିନ ଆରମ୍ଭରୁ  ଜଙ୍ଗଲରେ ନିଆଁ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନର ଡାମେରିକିଆ ଜଙ୍ଗଲ ଜଳୁଛି । ଦିନ ରାତି ଦ୍ରୁତ ଗତିରେ ନିଆଁ ଜଙ୍ଗଲରେ ବ୍ୟାପୁଥିବାରୁ ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଛି । ସେପଟେ ଜଙ୍ଗଲ ଜଳୁଥିବାରୁ ଭୟଭୀତ ହୋଇଛନ୍ତି ଜୀବଜନ୍ତୁ । କେ…

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ ଓ ମହା ବାଇକ୍ ରାଲିରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିଜେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି…

[ଦେଖନ୍ତୁ ଭିଡିଓ] ପଖାଳ ଦିବସ: ସହରର ବିଭିନ୍ନ ହୋଟେଲରେ ବିଶେଷ ପ୍ରସ୍ତୁତି

କଟକ :  ଓଡିଆର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଘରେ ଘରେ ପରିଚିତ ପଖାଳ ଓଡିଆ ଜାତିର । ଏଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ଦିବସକୁ ପାଳନ କରିଥାନ୍ତି ପଖାଳ ଦିବସ । ଆଜି ପଖାଳ ଦିବସ ଥିବାରୁ କଟକର ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟରେ ବିଶେଷ ପ୍ରସ୍ତୁତି କରାଯାଇଥିଲା ।…

୪୧ ଡିଗ୍ରୀ ଟପିଲା ଟିଟିଲାଗଡ଼ ସହରର ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ…

[ଭିଡିଓ] ଡ୍ରେନ ଭିତରୁ ନବଜାତ ଉଦ୍ଧାର

କେନ୍ଦୁଝର: କାହିଁକି ଅଲୋଡା ହେଉଛନ୍ତି ଶିଶୁକନ୍ୟା ? ବ୍ୟାପକ ପ୍ରଚାର ପ୍ରସାର ପରେ ମଧ୍ୟ ଆଜି ଶିଶୁକନ୍ୟ ଅଲୋଡା । କେନ୍ଦୁଝର ମେଡିକାଲ ଆହାର କେନ୍ଦ୍ର ଡ୍ରେନରୁ ଆଜି ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରି ଶିଶୁ କନ୍ୟାଟିକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…

ଯାଜପୁର ନଦୀ ବୁଡି ଘଟଣା: ୬ ଜଣଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଯାଜପୁର ବଡସୁଆର ବନ୍ଧମୁଣ୍ଡା ଖରସ୍ରୋତା ନଦୀ ବୁଡି ଘଟଣା । ଏଥିରେ ନିଖୋଜ ୬ ଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ସୁଦ୍ଧା ନିଖୋଜ ୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ଶେଷ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଉଦ୍ଧାର ଯୁବକଙ୍କ ଶବ…

ପିଚୁ କଡେଇରେ ପଡ଼ିଗଲେ ୩ ଶିଶୁ, ତାପରେ….

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳ କନକନା ଗାଁରେ ଅଘଟଣ । କନକନା ଗାଁ ରାସ୍ତା କାମ ଚାଲୁଥିଲା । ହଠାତ ପିଚୁ କଡେି ଭିତରେ ୩ ଜଣ ଶିଶୁ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଶିଶିମାନଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକେ । ସୂଚନା ଅନୁସାରେ, କନକନା ଗାଁର ରାସ୍ତା କାମ ଚାଲିଛି…