Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାସ୍ତା କଡ଼ରୁ ମିଳିଲା ଲୁଟ ଭୋଟ୍ ବାକ୍ସ

ଜଗତସିଂହପୁର: ରାସ୍ତାକଡ଼ରୁ ମିଳିଲା ଲୁଟ ଭୋଟ୍‌ ବାକ୍ସ । ଗତକାଲି ଜଗତସିଂହପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳ ଭୋଟ୍ ବାକ୍ସ ଚୋରି ହୋଇଯାଇଥିଲା। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବୁଥକୁ କବଜା କରି ନେଇଥିବା ବେଳେ ଆତଙ୍କରାଜ ଖେଳାଇଥିଲେ। ୩୫ରୁ ୪୦ ଦୁର୍ବୃତ୍ତ ପଟସରା ପଞ୍ଚାୟତର…

ପଞ୍ଚାୟତ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩% ମତଦାନ

ଭୁବନେଶ୍ୱର: ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ରେକର୍ଡ ସଂଖ୍ୟକ ଭୋଟିଂ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଛି । ମୋଟ୍ ୯ଟି ଜିଲ୍ଲାରେ ୮୦ ପ୍ରତିଶତ ଉପରେ ଭୋଟିଂ ହୋଇଛି । ଏସବୁ ଜିଲ୍ଲା…

ଓଡ଼ିଶା ବସ୍ ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ, ୪୭ ଆହତ

ଶ୍ରୀକାକୁଲମ୍(ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ବସ୍ ଦୁର୍ଘଟଣାଗ୍ରସ୍ତ । ଏଥିରେ ୪୭ ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ନିକଟରେ ଏହି ଦୁର୍ଘଟଣା ହୋଇଛି । ଏହି ବସ୍‌ ଓଡିଶାରୁ ଦାଦନ ଶ୍ରମିକ ନେଇ କେରଳ ଯାଉଥିଲା । ଏତିକିବେଳେ ଏନଏଚ୍-୫ର ରଣସରନ ନିକଟରେ ଟ୍ରକକୁ…

ବ୍ରାହ୍ମଣୀ ନଦୀ ଭିତରେ ଖସି ପଡ଼ିଲା ଟ୍ରେଲର

କାମାକ୍ଷାନଗର: ବ୍ରାହ୍ମଣୀ ନଦୀ ବ୍ରିଜ୍ ଉପରୁ ଖସିଲା ଟ୍ରେଲର । ଭାରସାମ୍ୟ ହରାଇ ନଦୀ ଭିତରେ ଖସି ପଡ଼ିଲା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର…

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ, ଅଧା ଓଡ଼ିଶାରେ ଦୁଇ ଅଙ୍କ ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ହଜାରେ ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୩୪ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୧୦ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୨୪ । ୧୮ ବର୍ଷ ଭିତରେ ଆଉ ୧୪୭ ଜଣ ପଜିଟିଭ୍ ବାହାରିଛନ୍ତି ।…

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ୨ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ଓଡ଼ିଶା ଗସ୍ତରେ ଆସି ପୁରୀ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୨ଟା ୪୫ ମିନିଟରେ ସେ ପହଞ୍ଚିବେ । ତାଙ୍କୁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ଏହାପରେ ସେ ଯିବେ ପୁରୀ । ଅପରାହ୍ଣ ୩ଟା ୫୦…

ପୋଲିସ୍ ଗାଡ଼ି ଦୁର୍ଘଟଣା: ୩ ମୃତ, ୩୦ ଆହତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ଗାଡ଼ି ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗରୁତର ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ନବରଙ୍ଗପୁର ଠାରୁ ନିର୍ବାଚନ ପାଇଁ ଏକ ପୋଲିସ ଭେନ ୪୫ ଜଣ ଗ୍ରାମରକ୍ଷୀଙ୍କୁ ନେଇ କୋଷାଗୁମୁଡ଼ା ଅଭିମୁଖେ…

ମୁଖ୍ୟମନ୍ତ୍ରୀ ସୁସ୍ଥ ଥିବା ଜାଣି ଆମେ ଆନନ୍ଦିତ କିନ୍ତୁ ଗୁଜବ ପଛର ରହସ୍ୟ କ’ଣ?

ଭୁବନେଶ୍ୱର: କିଛି ଦିନର ଅଜ୍ଞାତବାସ ପରେ ମୁଖ୍ୟମନ୍ତ୍ରୀ ଆଜି ପଦାକୁ ଆସିଲେ, ଲିଙ୍ଗରାଜଙ୍କୁ ଦର୍ଶନ କଲେ ଓ ଗଣମାଧ୍ୟମ ସାମ୍ନାରେ ନିଜେ ସୁସ୍ଥ ଅଛନ୍ତି ବୋଲି କହିଲେ । ସେ ସୁସ୍ଥ ଅଛନ୍ତି ଜାଣି ଆମେ ଖୁସି ଏବଂ ସୁସ୍ଥ ରହନ୍ତୁ ବୋଲି ଆମର ଲିଙ୍ଗରାଜଙ୍କ ପାଖରେ ପ୍ରାର୍ଥନା । କିନ୍ତୁ ନିଜେ…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଅତି ସମ୍ବେଦନଶୀଳ ବୁଥ ନଥିବା ସତ୍ତ୍ୱେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।।  ଡ୍ରୋନ…

ଆସନ୍ତା ତିନି ଦିନ ଧରି ଭିଜେଇବ ବର୍ଷା

ଭୁବନେଶ୍ୱର: ଆସନ୍ତା ୩ ଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, ଗଜପତି, କଟକ, ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା…