Latest Odisha News

BREAKING NEWS

Browsing Category

ଓଡିଶା

Odisha

ରୋଜ୍‌ ଡେ’ : ଫୁଲ ବଜାରରେ ଜମୁଛି ଭିଡ

ଭୁବନେଶ୍ୱର  : ଭାଲେଲଟାଇନ ସପ୍ତାହ ରୋଜ୍‌ ଡେ' ରୁ ଆରମ୍ଭ ହୋଇଥାଏ । ଫେବ୍ରୃଆରୀ ୭ ତାରିଖକୁ ରୋଜ ଡେ’ ଭାବେ ପାଳନ କରାଯାଏ ।ନିଜ ନିଜ ପାର୍ଟନରଙ୍କୁ ଗୋଲାପ ଦେଇ ପ୍ରପୋଜ କରିଥାନ୍ତି ଯୁବବର୍ଗ । ଭପ ପାଇବାର ଆଦାନ ପ୍ରାଦନ ହୁଏ ଏ ଗୋଲାପ ମାଧ୍ୟମରେ । ସେପଟେ ଗୋଲାପର ଡିମାଣ୍ଡକୁ ଦୃଷ୍ଟିରେ…

ନବଜାତର ମୃତଦେହ ଉଦ୍ଧାର , ପୋଲିସର ଛାନଭିନ୍ ଜାରି

ସୋନପୁର : ସୋନପୁରରେ ଚାଞ୍ଚଲ୍ୟ । ସୋନପୁର ଶିକ୍ଷକ ଭବନ ପଛପଟୁ ନବଜାତ ଶିଶୁର ମୃତଦେହ ଜବତ କରାଯାଇଛି । ଖବର ପାଇ ଉଲୁଣ୍ଡା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । ପ୍ରଥମେ ଗାଁ ଲୋକ ନବଜାତ ଶିଶୁଟିକୁ ଦେଖିଥିଲେ ।ପରେ ପୋଲିସକୁ ଖବର ଦେଇଥିଲେ ।ହେଲେ ଶିଶୁଟିକୁ କିଏ ଓ କେଉଁ ପରିସ୍ଥିତିରେ…

ରାଜ୍ୟରେ ଦୁଇ ହଜାର ତଳକୁ ଖସିଲା ଦୈନିକ କରୋନା କେସ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ। ଦୁଇ ହଜାର ତଳକୁ ଖସିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୯୭ ନୂଆ ଆକ୍ରାନ୍ତ। କ୍ୱାରେଣ୍ଟିନରୁ ୮୭୪ ଓ ଲୋକାଲ କଣ୍ଟାକ କେସ ରହିଛି ୬୨୩ । ୧୮ ବର୍ଷ ଭିତରେ ଆଉ ୨୮୩ ନୂଆ ଆକ୍ରାନ୍ତ…

ରାଜ୍ୟରୁ କରୋନା ନେଲା ଆଉ ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଉ ୨୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅଡିଟ୍ ପ୍ରୋସେସରେ ଏସମସ୍ତ ସଂକ୍ରମିତ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ସଂକ୍ରମିତ ପ୍ରାଣ…

ଆଜିଠୁ ରାଜ୍ୟରେ ଖୋଲୁଛି ଅଷ୍ଟମରୁ ଉପର ଶ୍ରେଣୀ ସମସ୍ତ ସ୍କୁଲ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଖୋଲୁଛି । ଆଜିଠାରୁ ଅଷ୍ଟମରୁ ଉପର ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେଉଛି । ଏଥିସହ କଲେଜ, ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲୁଛି । ଏଥିସହ…

ଆଜିଠୁ ଆରମ୍ଭ ଭ୍ୟାଲେଣ୍ଟାଇନ୍ ସପ୍ତାହ: ରୋଜ୍ ଡେ’ରୁ କିସ୍ ଡେ’

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଭ୍ୟାଲେଣ୍ଟାଇନ୍ ସପ୍ତାହ । ଭ୍ୟାଲେଣ୍ଟାଇନ୍ ଡେ’ ପାଶ୍ଚାତ୍ୟ ଦେଶ ଆମେରିକାରୁ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହି ଡେ’କୁ ସାରା ବିଶ୍ୱର ପ୍ରେମୀଯୁଗଳ ପାଳନ କଲେ । ଆମରାଜ୍ୟରେ ମଧ୍ୟ ପ୍ରେମୀଯୁଗଳ ଏହି ପ୍ରେମ ସପ୍ତାହକୁ ପ୍ରେମ ଦିବସ ଭାବେ ପାଳନ କରନ୍ତି ।…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଣ୍ଡିତ ଦାମୋଦରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦାମୋଦରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି । ଶାସ୍ତ୍ରୀୟ…

[ଦେଖନ୍ତୁ ଭିଡିଓ] ରଣଜୀ ଟ୍ରଫି ପାଇଁ ଓସିଏର ୨୦ ଜଣିଆ ଟିମ୍ ଘୋଷଣା

କଟକ: ଆଗାମୀ ରଣଜୀ ଟ୍ରଫି ପାଇଁ ଓସିଏ ପକ୍ଷରୁ ୨୦ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଥିବା ବେଳେ ୫ ଜଣ ନୂଆ ମୁହଁ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ହଂକଂ ଜାତୀୟ ଦଳରୁ ଖେଳିଥିବା ଅଭିଜ୍ଞ ଅଂଶୁମାନ ରଥ, ପୂର୍ବତନ ଆଇପିଏଲ ଖେଳାଳି ଅଭିଷେକ ରାଉତ…

[ଦେଖନ୍ତୁ ଭିଡିଓ] ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦାର ହୋତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପରପାରିରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତା ।  ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଦାମୋଦର ହୋତା । ଶନିବାର ରାତି ପ୍ରାୟ ୧୨ଟା ୧୫ ମିନିଟ୍‌ରେ ସମୟରେ ନୟାପଲ୍ଲୀ ସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ୮୭ବର୍ଷରେ…

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୬୨୪

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୩ ହଜାର ୬୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୪୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ହଜାର ୯୭୬ରେ…