Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଆଉ ୨୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ବିକ୍ରି ହେଲାନି ଧାନ, ଗୋଦାମ ଘରେ ନିଆଁ ଲଗାଇଦେଲେ ଚାଷୀ

କେନ୍ଦୁଝର: ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅଂଚଳର ଯମୁନାପଶି ଲ୍ୟାମ୍ପରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ଆଜି ଧାନ ବିକ୍ରି ହୋଇନପାରିବାରୁ ଜଣେ ଚାଷୀ ଧନ ରଖାଯାଇଥିବା ଗୋଦାମରେ ନିଆଁ ଲଗାଇଦେଇଥିବା…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଖସୁଛି ସଂକ୍ରମଣ ଗ୍ରାଫ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଧୀରେ ଧୀରେ ତଳ ମୁହାଁ ହେବାରେ ଲାଗିଛି । ସଂକ୍ରମଣ ଗ୍ରାଫ ତଳକୁ ଖସିବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ତେବେ ଆଜି ରାଜ୍ୟରୁ ୩୬୨୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଯାଏଁ ମୋଟ୍ ୧୨ ଲକ୍ଷ…

[ଭିଡିଓ] ନୀଳଗିରିରେ ଭାଲୁ ଆତଙ୍କ

ବାଲେଶ୍ୱର: ନୀଳଗିରିରେ ଭାଲୁ ଆତଙ୍କ । ରାତି ଅଧରେ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛି ଭାଲୁ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ସ୍ୱର୍ଣ୍ଣଚୂଡ ପାହାଡ଼ ଚାରିପଟେ ଏବେ ଭାଲୁ ଉପଦ୍ରବ୍ୟ ବୃଦ୍ଧି ପାଇଛି । ଗାଁ ଭିତରକୁ ଭାଲୁ ପଶି ଲୋକଙ୍କୁ…

ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା, ନିଲମ୍ବନ ହେଲେ ୨ ଶିକ୍ଷକ

ଯାଜପୁର : ଯାଜପୁରରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ପଡିଲା ମହଙ୍ଗା । ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ଦୁଇ ଜଣ ଶିକ୍ଷକ ନିର୍ବାଚନ କମିସନଙ୍କ ଗାଇଡଲାଇନକୁ ଅବମାନନା କରୁଥିଲେ । ଏହି ଅଭିଯୋଗରେ ଦୁଇ ଜଣ…

[ଦେଖନ୍ତୁ ଭିଡିଓ] ବଢୁଛି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଡ଼ୁଆ: ଉପନିର୍ଦ୍ଦେଶକଙ୍କ ବୟାନ ରେକର୍ଡ

ବାରିପଦା: ବଢୁଛି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଡ଼ୁଆ । ସରକାରୀ ଅଧିକାରୀଙ୍କୁ ମାଡ ମାରିବ ଘଟଣା ନେଉଛି ଭିନ୍ନ ମୋଡ । ସୋମବାର ବାରିପଦା ଜେ.ଏମ.ଏଫ.ସି.ଙ୍କ କୋର୍ଟରେ ଅନ୍ୟତମ ଆହତ ଅଭିଯୋଗକାରୀ ନିଜ ବୟାନ ଦେଇଛନ୍ତି । ଗତ ମାସରେ ଘଟିଥିବା ପୁରା ଘଟଣାକୁ ସେ କୋର୍ଟଙ୍କ ସମ୍ମୁଖରେ…

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି…

ଦାବି ପୂରଣ ନହେଲେ ଭୋଟ୍ ବର୍ଜନ ଚେତାବନୀ

ଯାଜପୁର: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ। ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି । କିନ୍ତୁ ବଡ଼ଚଣା ବ୍ଲକର ପାରିଆ ପଂଚାୟତର ହଦସାହିରେ ଆଦିବାସୀ ମାନେ ଭୋଟ ବର୍ଜନର ନିଷ୍ପତ୍ତି…

[ଦେଖନ୍ତୁ ଭିଡିଓ] କୋଭିଡ କଟକଣାରେ ମାଘ ସପ୍ତମୀ ବୁଡ

କୋଣାର୍କ: ପବିତ୍ର ମାଘସପ୍ତମୀରେ ଖାଖାଁ ଚନ୍ଦ୍ରଭାଗା ବେଳାଭୂମି । କୋଭିଡ ପାଇଁ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବାରୁ ନେଇ ସୂର୍ଯ୍ୟ ଦର୍ଶନ ଉପରେ ଲାଗିଥିଲା କଟକଣା । ବର୍ଷକୁ ଥରେ ଆସୁଥିବା ଏହି ସୁଯୋଗକୁ ହାତଛଡା କରିଛନ୍ତି ଶ୍ରଦ୍ଧାଳୁ । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାନ୍ତି ସେଠି…

[ଦେଖନ୍ତୁ ଭିଡିଓ] ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ତ୍ରିମୁଖୀ ଲଢେଇ

ନୂଆପଡ଼ା: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ । ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି । ଅନ୍ୟ ସ୍ଥାନ ଭଳି ନୂଆପଡ଼ାରେ ମଧ୍ୟ ତ୍ରୀମୂଖୀ ଲଢେଇ ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନ ଭଳି…