Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ସାଢେ ୪ କୋଟି ଓଡ଼ିଆ ପ୍ରୟାସ କଲେ ସମ୍ଭାବନା ସୃଷ୍ଟି :କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବାଦିକ ସମ୍ମିଳନୀ ଆରମ୍ଭରୁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାପରେ ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ ଅନୁଦାନ ନେଇ ସମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

[ଦେଖନ୍ତୁ ଭିଡିଓ] ବାଲୁକା କଳାରେ ସୁର ସାମ୍ରାଜ୍ଞୀ ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ବାଲୁକା କଳାରେ ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି । ବାଲୁକା ଶିଳ୍ପୀ ମାନସ କୁମାର ସାହୁ କାଲୁକା କଳା ଜରିଆରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଲତାଙ୍କ ନିଧନ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ନିଜେ ମଧ୍ୟ ଏଥିରେ ମର୍ମାହତ ହେବା ସହିତ ଅଶ୍ରୁଳ…

ଲତା ଓ ରାଜ ସିଂହଙ୍କ ବହୁ ଚର୍ଚ୍ଚିତ ପ୍ରେମ କାହାଣୀ

ନୂଆଦିଲ୍ଲୀ: ଲତା ଥିଲେ ଏକ ଆଦର୍ଶର ଉଦାହରଣ । ସେ ଛାଡ଼ିଯାଇଥିବା ଶୂନ୍ୟସ୍ଥାନ କେବେ ବି ପୂରଣ ହୋଇ ପାରିବ ନାହିଁ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଜ ପ୍ରେମ ପାଇଁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବିବାହ କରିନଥିଲେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଲତା ମଙ୍ଗେସକରଙ୍କ…

ସନ୍ଧ୍ୟା ୬.୩୦ ମିନିଟରେ ହେବ ଲତାଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ: ସାରା ଭାରତକୁ ଲୁହରେ ଭସାଇ ପରପାରିକୁ ଚାଲିଯାଇଛନ୍ତି ଲତା ମଙ୍ଗେସକର । ଲତା ମଙ୍ଗେସକରଙ୍କ ପରଲୋକରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା କେବେ ପୂରଣ ହୋଇ ପାରିବ ନାହିଁ । ସାରା ଦେଶ ତାଙ୍କ ବିୟୋଗରେ ମ୍ରିୟମମାଣ ହୋଇ ପଡ଼ିଛି । ଆଜି ସନ୍ଧ୍ୟା ୬.୩୦ରେ ତାଙ୍କର ଅନ୍ତିମ…

[ଦେଖନ୍ତୁ ଭିଡିଓ] ନିର୍ବାଚନ। ମଇଦାନରେ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର

ଜଗତସିଂହପୁର: ଆଗକୁ ପଞ୍ଚାୟତ ନିର୍ବାଚନ। ମଇଦାନରେ ପ୍ରାର୍ଥୀ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଘର ଘର ବୁଲି ବୁଲି ପ୍ରାର୍ଥୀ ମାନେ ଭୋଟ ଭିକ୍ଷା କରୁଥିବା ବେଳେ କିଛି ହେଭିେଓ୍ବଟଙ୍କୁ ବି ଦେଖଇବାକୁ ମିଳିଛି । ସେହିଭଳି ଜଗତସିଂହପୁରରେ ମଧ୍ୟ ଜୋରଦାର ଚାଲିଛି ନିର୍ବାଚନୀ ଲଢେଇ ।…

ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା : ଓଡ଼ିଆ ଗୀତରେ କଣ୍ଠଦାନ ସ୍ମରଣୀୟ

ଭୁବନେଶ୍ବର: ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା। ଲତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତପ୍ରେମୀ ତାଙ୍କୁ ଓଡ଼ିଆ ସିନେ-ଗୀତକୁ ଅବଦାନ ଲାଗି ମନେପକାଇଛନ୍ତି। ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ମାତ୍ର ୨ଟି ଓଡ଼ିଆ ସିନେମାରେ କଣ୍ଠଦାନ କରିଥିଲେ। ଏହି ୨ଟି ଗୀତ ହେଲା ଚଳଚ୍ଚିତ୍ର…

ନିଜ ଗୀତ ପାଇଁ ଚିରକାଳ ପାଇଁ ଅମର ରହିବେ ସ୍ୱର ସାମ୍ରାଜ୍ଞୀ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ନୀରବିଗଲେ ସ୍ୱର ସରସ୍ୱତୀ ଲତା ମଙ୍ଗେସକର । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲତାଙ୍କ…

ନୀରବିଗଲେ ସ୍ୱର ଜଗତର ସରସ୍ୱତୀ ଲତା ମଙ୍ଗେସକର

ଭୁବନେଶ୍ୱର: ଚାଲିଗଲେ ସଙ୍ଗୀତ ଜଗତର ସରସ୍ୱତୀ । ମାଆ ସରସ୍ୱତୀଙ୍କ ବରଦାନରୁ ପାଲଟିଥିଲେ ସୁରସାମ୍ରାଜ୍ଞୀ । ଆଉ ସଙ୍ଗୀତ ଜଗତରେ ନିଜର କଣ୍ଠ ସ୍ୱର ହିଁ ତାଙ୍କୁ ଦେଇଥିଲା ଅଲଗା ଏକ ପରିଚୟ। ଏବେ ସବୁଦିନ ନିରବୀ ଯାଇଛି ସେଇ ସୁଲଳିତ କଣ୍ଠର ସ୍ୱରା। ସଙ୍ଗୀତ ଜଗତରେ ଅସ୍ତମିତ ହୋଇଯାଇଛି ଉଦୀୟମାନ…

ଆଜି ରାଜ୍ୟରୁ ୨୧୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାରକୁ ଖସିଲାଣି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୧୦୬ ସଂକ୍ରମିତ । କ୍ୱାରେଣ୍ଟିନରୁ ୧୨୨୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୭୭ । ୧୮ ବର୍ଷ ଭିତରେ ଆଉ ୩୨୪ ଜଣ ପଜିଟିଭ୍ ବାହାରିଛନ୍ତି ।…

ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ମନା, ଆଜିଠାରୁ ଲାଗିବ କଟକଣା

ପୁରୀ :‌‌ ଏବର୍ଷ ଚନ୍ଦ୍ରଭାଗାରେ ମାଘ ବୁଡ଼ ମନା । କ‌ରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକଣା ଜାରି ହୋଇଛି। କେବଳ ମାଘସପ୍ତମୀ ନୀତିକାନ୍ତି ଚାଲିବ। ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକ ଆସନ୍ତି। ଏବର୍ଷ କରୋନା ସଂକ୍ରମଣକୁ…