Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ କମୁଛି କରୋନା କାୟା: ୪ହଜାର ତଳକୁ ଖସିଲା ଦୈନିକ କେସ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ଆଜି ୪ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୩ହଜାର ୩୨୯ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୯୩୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩୯୫ । ୧୮ବର୍ଷ ଭିତରେ ଆଉ ୫୦୪ ଜଣ ପଜିଟିଭ୍…

ଆଜିଠୁ ରାଜ୍ୟରେ କମିବ ଶୀତ, ୩ ତାରିଖରୁ ବର୍ଷା

ଭୁବନେଶ୍ୱର: ଜାଡ଼ରୁ ମିଳିବ ଆଶ୍ୱସ୍ତି । ଉପରମୁହାଁ ହେବ ପାରଦ । ଆଜିଠୁ ରାଜ୍ୟରେ କମିବ ଶୀତ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରୁ ପ୍ରବାହିତ ଉଷ୍ମ ଜଳୀୟବାଷ୍ପ ପ୍ରଭାବରେ ତାପମାତ୍ରା ବଢ଼ିବ । ରାଜ୍ୟରେ ୩ରୁ ୫ ଡିଗ୍ରୀ ଯାଏ ରାତିର ତାପମାତ୍ରା…

ପୁଲିସ ଅଧିକାରୀଙ୍କ କାର ସହ ଧକ୍କା, ଯୁବକ ମୃତ

ବଲାଙ୍ଗୀର: ବଲାଙ୍ଗୀର ରାସ୍ତାର ସଇଁତଲା ଥାନା ଗୋଏଲଭାଡ଼ି ଛକ ନିକଟରେ କାର ଓ ବାଇକ ମୁହାଁମୁହିଁ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀ ରମେଶ ନାଗ ବୋଲି ଜଣାପଡିଛି। ଅନ୍ୟପକ୍ଷରେ କାରଟି ବଡ଼ମାଳ ପୁଲିସ ଅଧିକାରୀ ସର୍ବେଶ୍ୱର…

ଚାକିରିକୁ ବାଏ ବାଏ କରି ରାଜନୀତିରେ ପାଦ ଥାପିଲେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ

ରାୟଗଡ଼ା: ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ପଂଚାୟତ ନିର୍ବାଚନରେ ପୂର୍ବରୁ ଯେଉଁ ପରମ୍ପରା ରହିଥିଲା ତାହା ଧିରେ ଧିରେ ଭଙ୍ଗ ହେଉଥିବା ଦେଖିବାକୁ ମିଳିଛି । ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଚାକିରୀକୁ ବାଏ ବାଏ କରି ରାଜନୀତିରେ ପାଦ ଥାପୁଥିବା ଦେଖିବାକୁ ମିଳିଛି । ଆଉ ଏହି ନବାଗତଙ୍କ…

ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ

ଭୁବନେଶ୍ୱର :ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ । କଂଟେନର ସିଜ୍ ସହ ନାଲି ପତାକା ଓ ନୋଟିସ୍ ଲଗାଇଛନ୍ତି ତହସିଲଦାର । ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିର୍ମାଣ କାମ ବନ୍ଦ କରିଛନ୍ତି । ବିବାଦୀୟ ଜମିକୁ ନେଇ ବୋର୍ଡ ଅଫ୍…

ଓଡିଶା ଓପନ: ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ଜିତିଲେ ସୁପର ୧୦୦ ବ୍ୟାଡମିଂଟନ

କଟକ: ଏଠାରେ ଅନୁଷ୍ଠିତ ଓଡିଶା ଓପନ ବ୍ୟାଡମିଂଟନରେ ଭାରତର ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ହୁଦା ସୁପର ୧୦୦ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ମିତ ତୋସନିୱାଲଙ୍କୁ ୨୧-୧୮, ୨୧-୧୧ ସେଟରେ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗଲ୍ସ: ପୁରୁଷ…

ଶିଶୁକନ୍ୟା ବିକ୍ରି ଘଟଣା: ବାପା ସମେତ ୫ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ସାନରାଏପଡ଼ା ଅଞ୍ଚଳରେ ଶିଶୁ କନ୍ୟାକୁ ୧୨ ହଜାର ଟଙ୍କାରେ ବିକ୍ରି କରିବା ଘଟଣା । ଏହି ଘଯଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ୫ ଜଣ ଗିରଫଙ୍କ ମଧ୍ୟରୁ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ୨ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା…

ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ

ଭୁବନେଶ୍ୱର: ମଦ ମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ । ଅବକାରୀ ବିଭାଗର ବଡ଼ ସୂଚନା । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ପ୍ରେସମିଟ୍…

ଚିହ୍ନ ଆସିବା ପରେ ଭୋଟରକୁ ଭେଟୁଛନ୍ତି ପ୍ରାର୍ଥୀ

ଗଞ୍ଜାମ: ଆଗକୁ ପଞ୍ଚାୟତ ନିର୍ବାଚନ । ଚିହ୍ନ ଆସିବା ପରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରସାର ପ୍ରସାର ଆରମ୍ଭ କରିଛନ୍ତି । ପ୍ରାର୍ଥୀମାନେ ସେମାନଙ୍କର ସମର୍ଥକମାନଙ୍କ ସହ ଘରକୁ ଘରବୁଲି ଭୋଟର ମାନଙ୍କୁ ଭେଟୁଛନ୍ତି । ଏହାରି ଭିତରେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀମାନେ ଭୋଟରଙ୍କ ଅଧିକ…

ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା: ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ( ଆରଏସପି) କ୍ୟାପଟିଭ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ପ୍ଲାଣ୍ଟରେ  ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ସେକ୍ଟର -୫ ଗୋଲଘର ସୁବାସପାଲିର ଅମର କୁମାର ପଣ୍ଡା । ଗୁରୁତର ହେଲେ ସୁଶୀଲ କୁମାର…