Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫେବ୍ରୁଆରୀ ମାସ ପାଇଁ ଆସିଲା ନୂଆ ଗାଇଡଲାଇନ,ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର :ଫେବ୍ରୁଆରୀ ମାସ ପାଇଁ ଆସିଲା ଗାଇଡଲାଇନ । ନାଇଟ କର୍ଫ୍ୟୁ ଅବଧି ପୁର୍ବପରି ଜାରି ରହିବ । ରାତି ୧୦ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୫ଟା ପରେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିବ । ପୂର୍ବରୁ ୯ ଟାରୁ ର୍ଫ୍ୟୁ ଅବଧି ଗାଇଡଲାଇନ ଥିଲା ହେଲେ…

ବେଆଇନ ମାଛ ଧରିବା ପଡିଲା ମହଙ୍ଗ। :୪ଟି ଟ୍ରଲର ଜବତ, ୩୨ ଅଟକ

କୋଣାର୍କ :ବେଆଇନ ମାଛ ଧରିବା ପଡିଲା ମହଙ୍ଗ। ।ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁହାଣ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ୪ ଟି ଟ୍ରଲର ଜବତ ହୋଇଛି । ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି ।ସୂଚନା ଅନୁସାରେ ବନ ବିଭାଗ ଓ କୋଷ୍ଟଗାର୍ଡ ଯବାନ ପାଟ୍ରୋଲିଂ କରୁଥିବା ସମୟରେ ୨୦ ଟି…

ପୌର ସଂସ୍ଥା ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଲା ପୌରାଧ୍ୟକ୍ଷ ଚୂଡ଼ାନ୍ତ ତାଲିକା । ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ଏସି ମହିଳାଙ୍କ ପାଇଁ ୯ଟି ଅଧ୍ୟକ୍ଷ ପଦ ଥିବା ବେଳେ ଏସଟି ପାଇଁ ୮ଟି ଅଧ୍ୟକ୍ଷ ପଦ ସଂରକ୍ଷିତ…

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର : ହସ୍ପିଟାଲରେ ଲାଗିଲା ନିଆଁ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାଇଲେସିସ ଓ ସିଟି ସ୍କାନ କେନ୍ଦ୍ରରେ ନିଆଁ ଲାଗି ଯାଇଛି । ପ୍ରାୟ ୬ ଜଣ ଡାକ୍ତର ୨୦ର ଅଧିକ ମେଡିକାଲ କର୍ମଚାରୀ ପହଁଞ୍ଚି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ପ୍ରତେକ୍ଷ ଦର୍ଶୀଙ୍କ କହିବା…

ହୃଦ୍‌ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ

ଚଣ୍ଡିଖୋଲ : ହୃଦ୍‌ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ।ଯାଜପୁର ଜିଲ୍ଲା ଧାନମଣ୍ଡଳ ବ୍ଲକ ପଞ୍ଚାୟତର ପ୍ରାର୍ଥୀ ସରୋଜ କୁମାର ସ୍ୱାଇଁଙ୍କ ପରଲୋକ ଘଟିଛି । ତାଙ୍କ ଦେହ ଅସୁସ୍ଥ ହେବାପରେ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା…

ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ୪ ବରିଷ୍ଠ ଆଇନଜୀବୀଙ୍କ ନାଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତିଙ୍କ ନାଁ ସୁପାରିଶ । ସେମାନଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଗତ ୨୯ ତାରିଖରେ କଲେଜିୟମ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ୪ ଆଡଭୋକେଟ୍ ମାନଙ୍କ ନାମକୁ…

ପୋଲିସ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର , ମାଓବାଦୀ ଆହତ

ମାଲକାନଗିରି :ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ମାଓବାଦୀ ଆହତ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ଜଣେ ହାର୍ଡଖୋର ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି ।ଆହାତ ମାଓବାଦୀକୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି…

ଭିଜିଲାନ୍ସ ଜାଲରେ ତାଳଚେର ବିଡିଓ ଅଫିସର କନିଷ୍ଠ ଯନ୍ତ୍ରୀ

ଅନୁଗୋଳ: ଭିଜିଲାନ୍ସ ଜାଲରେ ତାଳଚେର ବିଡିଓ ଅଫିସର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ୪ଟି ସ୍ଥାନରେ ଭିଜିଲାନ୍ସର ୪ଟି ଟିମ୍ ରେଡ୍ ଚଳାଇଛନ୍ତି ।ତାଙ୍କର ସରକାରୀ ବାସଭବନ ସହ କୁମଣ୍ଡ ଓ…

ଆବାସ ଯୋଜନାରେ ଅଣଦେଖା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରତାପ ଜେନାଙ୍କ ଚିଠି

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ପୁଣି ତେଜିଲା କେନ୍ଦ୍ର-ରାଜ୍ୟ ବିବାଦ । କେନ୍ଦ୍ରର ବାରମ୍ବାର ଅବହେଳା ଓ ଅଣଦେଖା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ପଞ୍ଚାୟତିରାତ ମନ୍ତ୍ରୀ ପ୍ରତାପ ଜେନା । ଚିଠିରେ ଉଲ୍ଲେଖ ରହିଛି, ଆବାସ ପ୍ଲସରେ…

ରାଜ୍ୟରୁ କରୋନା ନେଲା ଆଉ ୧୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୮ ଜଣଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସେସରେ ସେମାନଙ୍କର ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଯାଜପୁର ଓ ଗଞ୍ଜାମ…