Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଭିଡ଼ିଓ] ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ, ଭୋଟ୍ ହାତେଇବାକୁ ଚାଲିଛି ପ୍ରଚାର

ଜଗତସିଂହପୁର: ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ। ଚାଲିଛି ପ୍ରଚାର। କେଉଁଠି ଫାମିଲି ଫାଇଟ ତ ଆଉ କେଉଁଠି ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କ ଟକ୍କର। କହିବାକୁ ଗଲେ ରାଜନୀତି ମାହୋଲ ବେଶ୍ ସରଗରମ ହୋଇପଡିଛି । ସେହିଭଳି ଜଗତସିଂହପୁର ଜିଲ୍ଲା ପରିଷଦ ଜୋନ ନଂ- ୪ ଅନ୍ତର୍ଗତ ଅଳସୁଧା, ପିତେଇପୁର,…

[ଭିଡ଼ିଓ] STF ପଞ୍ଝାରେ ୨ ବଜ୍ରକାପ୍ତା ଚୋରା ଚାଲାଣକାରୀ, ଗୋଟିଏ ବଜ୍ରକାପ୍ତା ଉଦ୍ଧାର

କୋରାପୁଟ: ଏସଟିଏଫ୍ ପଞ୍ଝାରେ ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀ । କୋରାପୁଟ-ବୋରିଗୁମ୍ମା ବାଇପାସ୍ ନିକଟରେ ଚଢ଼ାଉ କରି ଧରିଲା ଏସଟିଏଫ୍ ଓ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଧମ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ହାର୍ଡକୋର୍ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ-ମାଓବାଦୀ ମୁହାଁମୁହିଁ । ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି । ସୁକୁମା ଜିଲ୍ଲା ଚିନ୍ତଲନାର ଥାନା ଅନ୍ତର୍ଗତ ତିମାପୁରମ ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଡିଆରଜି…

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ସ୍ଥିର, ୫ ହଜାର ତଳେ ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ । ୫ ହଜାର ତଳକୁ ଖସିଛି । ଗତକାଲି ଓ ଆଜି ଦୁଇ ଦିନ ସ୍ଥିର ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୪୩ ଆକ୍ରାନ୍ତ । ଗତକାଲି ୪୮୪୨ ପଜିଟିଭ୍ ବାହାରିଥିଲେ । ଆଜି କ୍ୱାରେଣ୍ଟିନରୁ ୨୮୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ୨୪ ଘଣ୍ଟା ଶୀତ ଲହରି

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଦୁଇ ଦିନ ହେଲା ଶୀତ ଥରାଇ ଦେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଆହୁରି ୨୪ ଘଣ୍ଟା ଯାଏ ଶୀତ ଲହରି ଜାରି ରହିବ । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ…

ଝୋଟ ହସ୍ତକଳା ଗ୍ରାମୀଣ ମହିଳାଙ୍କୁ କରିବ ସ୍ୱାବଲମ୍ବୀ

ବାଲେଶ୍ୱର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି ବାଲେଶ୍ୱର ସଦର ବ୍ଳକ ଅନ୍ତର୍ଗତ ଗୁଆଁଳ ପଞ୍ଚାୟତର କୁଡିଆଠାରେ ଆୟୋଜିତ ‘ଝୋଟ ହସ୍ତକଳାର…

ସିନ୍ଦୁର ନେଲା ଜୀବନ !

ଅନୁଗୁଳ: ସ୍ୱାମୀ ଓ ଦେଢସୁର ମିଶି ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଥାନାରେ ଅଭିଯୋଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନା ଘନା ଆରମ୍ଭ କରିଛି । ଏହି ଘଟଣାରେ ସମ୍ପୃକ୍ତ ସ୍ୱାମୀ ଓ ଦେଢସୁରଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାୁଚରା କରୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ…

ପାକିସ୍ତାନ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଓଡ଼ିଆ ପୁଅ ସଚିନ୍ ବେହେରା

ଭୁବନେଶ୍ୱର: ଭାରତର ନିଷ୍ଟାଇକର୍ ଭାବରେ ସୁପରିଚିତ ସଚିନ୍ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିଥିବା ନୂଆପଡ଼ାର ଏହି ଦୁଃସାହସିକ…

ଆଜି ରାଜ୍ୟରୁ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୦,୨୬୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ତୁଳନାରେ ଆଜି ସୁସ୍ଥଙ୍କ ସଂଖ୍ୟା ବଢିଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୨୯ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତାକୁ ନେଇ ଚର୍ଚ୍ଚାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତରେ ଭାରତରୁ ତଥା ଚାଇନା, ୟୁଏଇ, ଡାପାନ, ପାକିସ୍ତାନ, ଦକ୍ଷିଣ ଆପ୍ରିକା, ଉଗାଣ୍ଡା, ରୁଆଣ୍ଡା, ମରୋକ୍କୋ ଓ କେନିଆ ଦେଶର…