Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ

ଭଦ୍ରକ: ଗୋ ମାଫିଆଙ୍କ ଘରେ ଚଢ଼ାଉ। ରେଡ କରୁଛି ଭଦ୍ରକ ପୋଲିସ। ୮ଟି ସ୍ଥାନରେ ଚାଲିଛି ଚଢ଼ାଉ। ଏସପି ମନୋଜ୍ ରାଉତ ନିର୍ଦ୍ଦେଶରେ ପୁରୁଣା ବଜାର ଥାନା ସନ୍ଥିଆ ଗୁଜି ଦରଡା ଅଞ୍ଚଳରେ ଚଢାଉ ଜାରି ରହିଛି। ବେଆଇନ ଗୋ ଚାଲାଣ ନେଇ ଚଢ଼ାଉ କରାଯାଇଥିବା ସୂଚନା ରହିଛି। ସନ୍ଥିଆରେ ଚଢ଼ାଉ ସମୟରେ ନଗଦ…

୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର:ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ ହୋଇଛନ୍ତି । କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟୀ ନୂଆ କୁଳପତିଙ୍କୁ ନିଯୁକ୍ତ କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ। ସେହିପରି ରେଭେନ୍ସା…

Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ…

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍‌ଶ୍ରୀ ସ୍କୁଲ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ । ସେମାନେ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଜ୍ଞାନ ଆହରଣ କରିବେ । ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର…

BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍‌ପେଣ୍ଡ୍‌

ଭୁବନେଶ୍ୱର: ଆଜି ବିଜେଡି ଦଳରୁ ନିଲମ୍ବିତ ହେଲେ ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ସସପେଣ୍ଡ କରାଯାଇଛି। ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ…

ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର

ଭୁବନେଶ୍ବର: ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଚଳିତ ବର୍ଷର ବିଷୁବ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ବିଶିଷ୍ଟ କବି ଓ ପ୍ରାବନ୍ଧିକ ଅଶ୍ବିନୀ କୁମାର ମିଶ୍ର ଏହି ପୁରସ୍କାର ପାଇବେ। ପ୍ରତିବର୍ଷ ବିଷୁବ ସଂକ୍ରାନ୍ତି ଅବସରରେ ‘ପ୍ରଜାତନ୍ତ୍ର’ ପକ୍ଷରୁ ଆୟୋଜିତ ହୋଇଆସୁଥିବା…

Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ:…

ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ବାତିଲ କରିବା ନିଷ୍ପତ୍ତିକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ…

ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ

କୋଚି: ଉତ୍କଳିକା – କୋଚିନ ଓଡ଼ିଆ ସଂଘ ପକ୍ଷରୁ ୧୬ତମ ପ୍ରତିଷ୍ଠା ଦିବସ ସହିତ ଉତ୍କଳ ଦିବସ ୨୦୨୬କୁ କୋଚିର କୁଣ୍ଡାନୂର ସ୍ଥିତ ପେଟ୍ରୋ ହାଉସ୍‌ରେ ଭବ୍ୟ ଓ ଆନନ୍ଦମୟ ପରିବେଶରେ ତାରିଖ ୦୫ ଏପ୍ରିଲ ୨୦୨୬ ରେ ପାଳନ କରାଯାଇଥିଲା। ଏହି ଅବସରରେ ସଂଘର ସଦସ୍ୟମାନେ ଓ ଅତିଥିମାନଙ୍କର ଉଲ୍ଲେଖନୀୟ…

 ସିଙ୍ଗାପୁରରେ ପାଳିତ ହେଲା ଉତ୍କଳ ଦିବସ ୨୦୨୬, ମନମୁଗ୍ଧ କଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ

ସିଙ୍ଗାପୁର :ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ଜିଆଇଆଇଏସ ଅଡିଟୋରିୟମ୍‌ରେ ଉତ୍କଳ ଦିବସ ୨୦୨୬ ବିଶେଷ ପାଳିତ ହୋଇଛି । ଏହି ଅବସରରେ ଓଡ଼ିଶାର ସମୃଦ୍ଧ ସାହିତ୍ୟ, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟକୁ ଉଦ୍‌ଘାଟିତ କରାଗଲା । ଓଏସଏସ ଅଧ୍ୟକ୍ଷ ସୁବ୍ରତ ନାୟକଙ୍କ ଅଭିଭାଷଣ ଦ୍ୱାରା ଅତିଥିମାନଙ୍କୁ…

President’s Colour Award:ପ୍ରଥମ ଥର ପାଇଁ ‘ପ୍ରେସିଡେଣ୍ଟସ୍ କଲର’ପୁରସ୍କାର ପାଇବ ଓଡ଼ିଶା ପୋଲିସ;ସବୁ ସ୍ତରର…

ଭୁବନେଶ୍ବର:ଓଡ଼ିଶା ପୋଲିସଙ୍କୁ ମିଳିବ ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର । ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ଯାହା ଓଡ଼ିଶା ପୋଲିସ ପ୍ରତିଷ୍ଠାର ୯୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଛି । ଯାହାକୁ ନେଇ ଡିଜିପି ଓ୍ବାଇ.ବି.…

ରାହୁଲଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ବାଲେଶ୍ୱର: ବେଙ୍ଗଲ ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀଙ୍କ ସମୁଦ୍ରରେ ବୁଡି ମୃତ୍ୟୁ ଘଟଣାର ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ତ୍ରୀ ପ୍ରିୟଙ୍କା ବାନାର୍ଜୀ । ରାହୁଲଙ୍କ ମୃତ୍ୟୁ ପରେ ସେ ବାଲେଶ୍ୱର ଜିଲ୍ଲା ତାଳସାରୀ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ପ୍ରିୟଙ୍କାଙ୍କ ସହିତ…