Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାତ୍ୟା ଆଶଙ୍କା, ଶରତ ସାହୁଙ୍କ ଆକଳନ ସବୁ ଖବର ଉପରେ ପକାଇଲା ଫୁଲଷ୍ଟପ?

ଭୁବନେଶ୍ୱର: ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଆଉ ଦୁଇ-ତିନି ଦିନ ଭିତରେ ବାତ୍ୟାର ରୂପ ନେବ। କିନ୍ତୁ ଏହା କେଉଁଠି ଲ୍ୟାଣ୍ଡଫଲ କରିବ, କିଛି ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ କଥା କହୁଛନ୍ତି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, “ଓଡ଼ିଶାବାସୀ ବାତ୍ୟାକୁ ନେଇ ଭୟ…

ପଛୁଆ ବର୍ଗ ଆୟୋଗଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ଖଣ୍ଡାୟତ ସମେତ ଏହି ୧୩ ଜାତିକୁ ସାମିଲ…

ଭୁବନେଶ୍ୱର: ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି କରିଛନ୍ତି। ଓଡ଼ିଶାର ୧୪ଟି ସମ୍ପ୍ରଦାୟ ଯେଉଁଥିରେ ପ୍ରମୁଖ ଖଣ୍ଡାୟତ ଜାତି ଅନ୍ତର୍ଭୁକ୍ତ ରହିଅଛି ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା…

MLAs Car Accident: ବାଇକ୍‌ ସହ ପିଟିହେଲା ବିଧାୟକଙ୍କ ଗାଡ଼ି, ଦୁଇ ଗୁରୁତର

ମୟୂରଭଞ୍ଜ: ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହେଲା ସାରସକଣା ବିଧାୟକଙ୍କ ଗାଡ଼ି । ବାଇକ ଆରୋହୀଙ୍କୁ ବାଡେଇଲା ବିଧାୟକଙ୍କ ଗାଡି । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଏହି ଦର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା–ବାରିପଦା ରାଜ୍ୟ ରାଜପଥର ବାସିପିଠା ତେରମାଇଲ ଛକରେ । ଟାଙ୍ଗଣା…

Human Sagar: ହ୍ୟୁମାନ ସାଗରଙ୍କ ରୋଗକୁ ନେଇ ମୁହଁ ଖୋଲିଲେ ଡାକ୍ତର, କହିଲେ…

ଭୁବନେଶ୍ବର: ଧିରେ ଧିରେ ପଦାକୁ ଆସୁଛି ହ୍ୟୁମାନ ସାଗରଙ୍କ ପୁରା ଘଟଣା । ୪ ଦିନ ହେଲା ସେ ଆରପାରିକୁ ଗଲେଣି । ହେଲେ କାହିଁକି ଏମିତି ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ସୋସିଆଲ ମିଡିଆରେ ବହୁତ ତଥ୍ୟ ଆସୁଛି । ଏହାରି ମଧ୍ୟରେ ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର ବଡ…

ଆସନ୍ତାକାଲି ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ନଭେମ୍ବର ୨୪ ତାରିଖରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆସନ୍ତା କାଲି ତଥା ସୋମବାର ସକାଳ ୧୦ଟା ୩୦ ସମୟରୁ ଭୁବନେଶ୍ୱର ୟୁନିଟ ୨ ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରିବେ। ଗତ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆମେ ପ୍ରସ୍ତୁତ ଅଛୁ: ମନ୍ତ୍ରୀ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ । ସେଥିପାଇଁ ସାରା ଓଡିଶାବାସୀ ଏବେ ଚିନ୍ତାରେ ରହିଛନ୍ତି । କାରଣ ଏବେ ଚାଷ ଅମଳ କରିବାର ସମୟ । ଯଦି ଏହି ସମୟରେ ବାତ୍ୟା ହୁଏ ତେବେ ବଡ କ୍ଷତି ହେବ ବୋଲି ଅନୁମାନ କରାଯାଉଛି । ଏହାରି ମଧ୍ୟରେ ବାତ୍ୟା…

ସାମାନ୍ୟ ବଚସାରୁ ପ୍ରେମିକାର ଗଳା କାଟି ଦେଲେ…

ଭୁବନେଶ୍ୱର: ଭୁବନେଶ୍ୱରର ବୁଦ୍ଧ ପାର୍କ ନିକଟରେ ରବିବାର ଦିନ ଦାର୍ଜିଲିଂର ଜଣେ ମହିଳାଙ୍କ ଗଳା କାଟିବା ନେଇ ଅଭିଯୋଗ ହୋଇଛି। ଯାହାପରେ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ବୁଦ୍ଧ ପାର୍କରେ ଉକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କ…

Baby Elephant Dies: କୂଅରେ ପଡି ଚାଲିଗଲା ହାତୀ ଛୁଆର ଜୀବନ

ନୟାଗଡ଼ : କୂଅରେ ପଡି ଚାଲିଗଲା ଆଉ ଏକ ହାତୀ ଛୁଆର ଜୀବନ । ଏଭଳି ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରୁ । ରାଜ ଜଙ୍କିଆ ନିକଟ ପାତାଳଶ୍ୱର ନିକଟ ଜଙ୍ଗଲରେ ଥିବା ଏକ କୂଅରେ ପଡି ହାତୀ ଛୁଆଟିର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ…

ଦିଲ୍ଲୀରୁ ଫେରି ସିଧାସଳଖ ସରକାରୀ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତିନି ଦିନିଆ ବ୍ୟସ୍ତବହୁଳ ଦିଲ୍ଲୀଗସ୍ତରୁ ଫେରି ଲୋକସେବା ଭବନକୁ ଆସି ସରକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଦୁଇଟି କାର୍ଯ୍ୟକ୍ରମ ଏବଂ ରାଜ୍ୟ କ୍ୟାବିନେଟ୍…

Black magic: ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇଲା ପୁଅ

କୋରାପୁଟ: ତନ୍ତ୍ର ସାଧନାରୁ ନୃଶଂସ ହତ୍ୟାକାଣ୍ଡ । ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇବାକୁ ପଛାଇଲା ନାହିଁ ପୁଅ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହର ଉପରସାହିରେ । ପୁଅ ହେଲା ବଳରାମ ଖରା (୨୫)। ବୃଦ୍ଧା ମା'ହେଲେ ଭାନୁ ଖରା (୬୫)।…